Daily Archives

August 20, 2021

ସାମ୍ବାଦିକାଙ୍କୁ ଷ୍ଟୁଡିଓ ଭିତରକୁ ପୁରାଇ ଦେଲେନି ତାଲିବାନୀ । ଜୀବନ ପ୍ରତି ବିପଦ ଥିବା କହିଲେ ଶବନମ । ସେପଟେ ଜୀବନ…

କନକ ବ୍ୟୁରୋ : କାବୁଲର ଭୟାବହ ସ୍ଥିତି ଭିତରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଛାତି ଥରା ଦୃଶ୍ୟ । ନିଜ ଜୀବନର ଭରସା ନଥିବା ବେଳେ ପିଲାଙ୍କୁ ବଞ୍ଚାଇବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି ବାପା ମାଆ । କେତେବେଳେ କ’ଣ ହେବ, କିଏ ତାଲିବାନୀଙ୍କ ହାବୁଡରେ ପଡିଯିବେ କିଛି ଜଣାନାହିଁ ।…

ଓଡି଼ଶାରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ପାୱାର-ସୋ । ଜନ ଆର୍ଶୀବାଦ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର କହିଲେ, ବକୁଳ ବନ…

କନକ ବ୍ୟୁରୋ : ଶାସକ ଦଳକୁ ମାତ୍ ଦେବାକୁ ବିଜେପି ମଧ୍ୟ ପଛରେ ନାହିଁ । ଜନଆଶୀର୍ବାଦ କାର୍ଯ୍ୟକ୍ରମରେ ନେତା ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ଓ ମୋଦୀ ସରକାରଙ୍କର ଯୋଜନା ଓ ସଫଳତାକୁ ବଖାଣୁଛନ୍ତି । ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ଯେଉଁ ପ୍ରଦର୍ଶନ କରିଥିଲା ତାହା ଦୋହରାଇବାକୁ ବ୍ଲୁ…

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ମାଷ୍ଟରପ୍ଲାନ । ଓଡି଼ଶାରେ ଆରମ୍ଭ ହେଲା ସ୍ମାର୍ଟ ହେଲଥ କାର୍ଡ ଯୋଜନା, ୯୬ ଲକ୍ଷ…

କନକ ବ୍ୟୁରୋ : ମାଲକାନଗିରିରୁ ଆରମ୍ଭ ହୋଇଛି ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ପ୍ରକ୍ରିୟା । ଏହା ଜରିଆରେ ପଞ୍ଚାୟତ ଦଖଲ ପାଇଁ ବିଜେଡି ରଣନୀତି କରୁଥିବା ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀ ପ୍ରଥମ ପର୍ଯ୍ୟାୟରେ କାର୍ଡ ବାଣ୍ଟିଥିବା ବେଳେ ଏବେ ବ୍ଲକ ଓ ପଞ୍ଚାୟତ ସ୍ତରକୁ ଯିବେ ବିଧାୟକ ଓ ନେତା…

ସରିଲା ବିରୋଧୀଙ୍କ ସହ ସୋନିଆଙ୍କ ବୈଠକ । ମିଶନ ୨୦୨୪ ପାଇଁ ବଡ ଯୋଜନା, ବୈଠକକୁ ଆସିଲେ ନାହିଁ ଅଖିଳେଶ ଓ ମାୟାବତୀ ।

କନକ ବ୍ୟୁରୋ : ଆଜି ଦେଶର ୧୯ ଟି ବିରୋଧୀଦଳଙ୍କ ସହ ବୈଠକ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଏହି ବୈଠକ ଭର୍ଚୁଆଲି ଅନୁଷ୍ଠିତ ହୋଇଥିଲା ଓ ବୈଠକରେ ସୋନିଆ ଗାନ୍ଧୀ ଅନ୍ୟ ବିରୋଧୀଦଳଙ୍କୁ ବିଶ୍ୱାସ ଦେଇଛନ୍ତି କି ଚଳିତ ସଂସଦ ଅଧିବେଶନରେ ଯେଭଳି ବିରୋଧୀମାନେ ଏକଜୁଟ ହୋଇ ସରକାରଙ୍କ…

ରାଜଧାନୀର ନିରୋଳା ଫାର୍ମ ହାଉସରୁ ମିଳିଲା ଛାତ୍ରୀଙ୍କ ମୃତ ଦେହ । ବାପା,ମା କହିଲେ, ଜେଇଇ ପରୀକ୍ଷାରେ କମ୍ ମାର୍କ…

କନକ ବ୍ୟୁରୋ : ରଘୁନାଥପୁର ଅଞ୍ଚଳରେ ଥିବା ଏକ ଫାର୍ମ ହାଉସ ପୋଖରୀରୁ ଜଣେ ଛାତ୍ରୀଙ୍କ ମୃତ ଦେହ ମିଳିବା ଖବର ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇ ଦେଇଛି । ଏହି ଛାତ୍ରୀଜଣଙ୍କର କେମିତି ମୃତ୍ୟୁ ହେଲା ତାହା ସମସ୍ତଙ୍କୁ ସନ୍ଦେହରେ ପକାଇଛି । ପରୀକ୍ଷାରେ ଆଶାଜନକ ମାର୍କ ନମିଳିବାରୁ ଛାତ୍ରୀ ଜଣଙ୍କ…

ବିରୋଧୀ ଦଳମାନଙ୍କ ସହିତ ଚାଲିଛି ସୋନିଆ ଗାନ୍ଧୀଙ୍କ ବୈଠକ, ମମତା ବାନାର୍ଜୀ, ଶରଦ ପାୱାରଙ୍କ ସମେତ ୧୯ ବିରୋଧୀ ଦଳ…

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବିରୋଧୀ ମାନଙ୍କୁ ଏକାଠି କରିବାକୁ ପ୍ରୟାସ କରିଛନ୍ତି । ଏହି କ୍ରମରେ ଆଜି ତାଙ୍କ ଅଧ୍ୟକ୍ଷତାରେ ଏକ ଭର୍ଚୁଆଲ ବୈଠକ ଚାଲିଛି । ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏନସିପି ନେତା ଶରଦ ପାୱାରଙ୍କ ସମେତ ୧୯ ଟି…