Daily Archives

August 17, 2021

ଆଫଗାନିସ୍ତାନକୁ ତାଲିବାନ ଦଖଲ ପରେ ଜେଲରୁ ମୁକ୍ତ ହେଲେ ଅନେକ ତାଲିବାନୀ ଆତଙ୍କବାଦୀ । ସେପଟେ ତାଲିବାନୀଙ୍କ ଖୁସି…

କନକ ବ୍ୟୁରୋ: ଆଫଗାନିସ୍ତାନରେ ତାଲିବାନର ଦଖଲ ପରେ ମୁକ୍ତ ହୋଇଯାଇଛନ୍ତି ଆଇଏସଆଇଏସ ଓ ଅଲ-କାଏଦା ପରି ଆତଙ୍କୀ ସଂଗଠନର ଆତଙ୍କବାଦୀ । ବିଭିନ୍ନ ପ୍ରାନ୍ତରେ ଥିବା ଜେଲରୁ କଏଦୀଙ୍କୁ ମୁକ୍ତ କରିଦେଇଛି ତାଲିବାନ । ଅପରପକ୍ଷରେ ତାଲିବାନୀ ଆତଙ୍କବାଦୀଙ୍କ ପାଇଁ ଗୋଟିଏ ପଟେ ସ୍ଥାନୀୟ ଲୋକେ ଭୟରେ…

ତାଲିବାନ କବଜାରେ ଆଫଗାନିସ୍ତାନ । ଭାରତ ନିବେଶ କରିଥିବା ୨୨ ହଜାର କୋଟି ଟଙ୍କାର ପ୍ରକଳ୍ପର ଭବିଷ୍ୟତ ଏବେ କଣ?

କନକ ବ୍ୟୁରୋ: ୨୦୨୦ ଜେନେଭା କନଭେନ୍ସନରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଥିଲେ, ଆଫଗାନିସ୍ତାନର ଏମିତି ପ୍ରାନ୍ତ ନାହିଁ ଯାହା ଭାରତ ପାଇଁ ଅଛୁଆଁ ହୋଇ ରହିଛି । ଅର୍ଥାତ ଆଫଗାନିସ୍ତାନର ସମସ୍ତ ୩୪ଟି ପ୍ରାନ୍ତରେ ଭାରତ ୪ଶହରୁ ଅଧିକ ପ୍ରକଳ୍ପ ପ୍ରତିଷ୍ଠା କରିଛି । କାବୁଲ ଏବେ ତାଲିବାନ…

ହିଂସା ଓ ରକ୍ତପାତ ଭିତରେ କାବୁଲରୁ ସୁରକ୍ଷିତ ଫେରିଲେ ଭାରତୀୟ । ପ୍ରଥମ ଦଫାରେ ୧୨୦ ଜଣଙ୍କୁ ଧରି ଗୁଜରାଟ ଜାମନଗରରେ…

କନକ ବ୍ୟୁରୋ: ଭୟ ଓ ଆଶଙ୍କା ଭିତରେ ସୁରକ୍ଷିତ ଭାବେ କାବୁଲରୁ ପ୍ରଥମ ଦଫାରେ ଫେରିଛନ୍ତି ଭାରତୀୟ ରାଷ୍ଟ୍ରଦୂତ ସମେତ ୧୨୦ ଭାରତୀୟ । ଏଥିରେ ଅଛନ୍ତି ଆଇଟିବିପି ଯବାନଙ୍କ ସହ କାବୁଲରେ ଥିବା ଭାରତୀୟ ଦୂତାବାସର ଅଧିକାରୀ ଓ କର୍ମଚାରୀ । ପ୍ରତିକୂଳ ସ୍ଥିତିରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ…

ଜୀବନ ବଞ୍ଚାଇ ଦେଶ ଛାଡିଦେବାକୁ ଆଫଗାନବାସୀଙ୍କ ସଂଘର୍ଷ ଭିତରେ ତାଲିବାନର ଆଶ୍ୱସ୍ତିବାଣୀ । ଭାବମୂର୍ତ୍ତି ସଜାଡିବା…

କନକ ବ୍ୟୁରୋ: କାବୁଲ ସମେତ ସାରା ଆଫଗାନିସ୍ତାନରେ ବିଚିତ୍ର ସ୍ଥିତି ଉପୁଜିଛି । ଗଳିକନ୍ଦିରେ ବୁଲୁଛନ୍ତି ସଶସ୍ତ୍ର ତାଲିବାନୀ । ହେଲେ ଅତ୍ୟାବଶ୍ୟକ ସାମଗ୍ରୀ, ସେବା ଯୋଗାଉଥିବା ବ୍ୟବସ୍ଥା ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ସରକାରୀ କର୍ମଚାରୀ ଓ ଅଧିକାରୀ ଲୁଚି ଯାଇଛନ୍ତି, ସବୁ ଅଫିସ, ବ୍ୟାଙ୍କ…

ଅଲିମ୍ପିକ୍ସ ପଦକ ବିଜୟ ପଛରେ ଓଡ଼ିଶାର ହାତ । ସହଯୋଗ କରିଥିଲେ ରାଜ୍ୟ ସରକାର, ପଦକ ଜିତିଲା ଟିମ୍ ଇଣ୍ଡିଆ ।…

କନକ ବ୍ୟୁରୋ : ଅଲିମ୍ପିକ୍ସ ହକି ଖେଳାଳୀଙ୍କୁ ରାଜ୍ୟ ସରକାର ସମ୍ବର୍ଦ୍ଧିତ କରିଛନ୍ତି । ଉଭୟ ପୁରୁଷ ଓ ମହିଳା ହକି ଦଳକୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଲିମ୍ପିକ୍ସରେ ଦୀର୍ଘ ୪୧ ବର୍ଷ ପରେ ଭାରତ ଯେଉଁ ସଫଳତା ହାସଲ କରିଛି ସେଥିପାଇଁ ଓଡ଼ିଶାର ଭୂମିକାକୁ ପୂରା…

କାଶ୍ମୀରରେ ଆତଙ୍କବାଦୀଙ୍କ ବର୍ବରକାଣ୍ଡ, ଗୁଳି କରି ବିଜେପି ନେତାଙ୍କୁ ହତ୍ୟା

କନକ ବ୍ୟୁରୋ : କାଶ୍ମୀରରେ ପୁଣି ଜଣେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଆତଙ୍କବାଦୀ । ଗତ ୨ ବର୍ଷ ହେବ ଆତଙ୍କବାଦୀମାନେ ବିଶେଷ ଭାବେ ବିଜେପି ନେତାଙ୍କୁ ଟାର୍ଗେଟ୍ କରୁଥିବା ଦେଖିବାକୁ ମିଳିଛି । ଦକ୍ଷିଣ କାଶ୍ମୀର କୁଲଗ୍ରାମ ଜିଲ୍ଲାର ବ୍ରାଜଲୁ ଅଞ୍ଚଳର ବିଜେପି ନେତା ଜାବୀଦ…