Daily Archives

August 16, 2021

କେଉଁଠି ଅଛନ୍ତି ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘାନି ? ଦେଶ ଛାଡିବା ପରେ ତାଜକିସ୍ତାନରେ ମିଳିଲାନି ସରଣ । ଓମାନରେ…

କନକ ବ୍ୟୁରୋ: କେଉଁଠି ଅଛନ୍ତି ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘାନି । ଗୋଟିଏ ପଟେ ଆଫଗାନିସ୍ତାନରେ ତାଲିବାନ ସମ୍ପୂର୍ଣ୍ଣ କବ୍ଚା କରି ସାରିଛି । ଲୋକଙ୍କ ଭିତରେ ଭୟାବହତା ଖେଳି ଯାଇଛି । ଲୋକେ ଦେଶ ଛାଡିବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛନ୍ତି । ଏହାରି ଭିତରେ ଦେଶ ଛାଡି ପଳାଇଥିବା…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆରମ୍ଭ ହେଲା ପାଗଭିଡା । ଆଗାମୀ ୨୦ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ସେପଟେ ଜନ…

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜୋରଦାର ହେଉଛି ରାଜନୈତିକ କାର୍ଯ୍ୟକ୍ରମ । ଆରମ୍ଭ ହୋଇଯାଇଛି ଶକ୍ତି ପ୍ରଦର୍ଶନ । ଆଗାମୀ ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲା ଗସ୍ତ କରି ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବେ । ସେପଟେ ୧୯ ତାରିଖରେ କେନ୍ଦ୍ର…

୨୪ ଘଣ୍ଟାରେ ରାଜ୍ୟରେ ୧୦୪ ଶିଶୁ ଓ କିଶୋର କରୋନା ପଜିଟିଭ । ୟୁନିସେଫ କହିଲା, ଛୋଟପିଲାଙ୍କୁ ସଂକ୍ରମଣ ସମ୍ଭାବନା କମ୍,…

କନକ ବ୍ୟୁରୋ : ତୃତୀୟ ଲହରରେ ଅଧିକ ଶିଶୁ ସଂକ୍ରମିତ ହେବେ ବୋଲି ଆଶଙ୍କା କରୁଛନ୍ତି ବିଶେଷଜ୍ଞ । ଆଉ ଦେଶର ବିଭିନ୍ନ ରାଜ୍ୟରେ ଶିଶୁ ଓ କିଶୋର ସଂକ୍ରମିତ ହେବା ଖବର ଆସିବା ପରେ ଓଡିଶା ସରକାର ମଧ୍ୟ ତଥ୍ୟ ଦେବା ଆରମ୍ଭ କରିଛନ୍ତି । ତଥ୍ୟ ଆସିବା ପରେ ଚିନ୍ତା ବଢ଼ିବାରେ ଲାଗିଛି । ଗତ ୨୪ଘଣ୍ଟା…

କରୋନା ସମୟରେ ଖଣିରୁ କମ୍ ଉତ୍ତୋଳନ କରିଛନ୍ତି ଲିଜଧାରୀ । କୋଟି କୋଟି ଟଙ୍କା ରାଜସ୍ୱ ହରାଇଛନ୍ତି ରାଜ୍ୟ ସରକାର,…

କନକ ବ୍ୟୁରୋ  : କରୋନା ବେଳେ କାହିଁକି ଖଣିଜ ଉତ୍ପାଦନ କମିଗଲା? ଯାହାର ସିଧାସଳଖ ପ୍ରଭାବ ପଡିଲା ରାଜ୍ୟ ରାଜକୋଷ ଉପରେ । କିଛି ଏଭଳି ଆଭିମୁଖ୍ୟ ଦେଖାଇ ଖଣି ମାଲିକଙ୍କୁ ଡିମାଣ୍ଡ ନୋଟିସ ପଠାଇଛନ୍ତି ରାଜ୍ୟ ସରକାର । ଫଳରେ କମ୍ ଖଣି ଉତ୍ତୋଳନ ପାଇଁ ଖଣି କମ୍ପାନୀଙ୍କୁ ଦେବାକୁ ପଡିବ କୋଟି…

କାବୁଲକୁ ତାଲିବାନ କବଜା କରିବା ପରେ ସାରା ବିଶ୍ୱ ଚକିତ । ପଢନ୍ତୁ, କାହିଁକି ତାଲିବାନୀଙ୍କୁ ସାମ୍ନା କରିପାରିଲାନି…

କନକ ବ୍ୟୁରୋ: ଦୁଇ ଦଶନ୍ଧୀ ଧରି ଆଫଗାନିସ୍ତାନରେ ରହିଥିଲେ ଆମେରିକା ସେନା । ଆଫଗାନ୍ ସେନାକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବା ସହ ତାଲିମ ଦେଇଥିଲେ ଆମେରିକାର ବଛା ବଛା କମାଣ୍ଡର । ଆଫଗାନିସ୍ତାନର ସେନାର ଭିତ୍ତିିଭୂମି ପାଇଁ ସାଢ଼େ ୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଥିଲା ଆମେରିକା…

ଆଫଗାନିସ୍ତାନକୁ ଫେରିଲା ତାଲିବାନୀ ଆତଙ୍କ । ଭୟରେ ଦେଶ ଛାଡିବା ପାଇଁ ବିମାନବନ୍ଦରରେ ଭିଡ, ଓହଳି ଯାଉଥିବା ବେଳେ ମଝି…

କନକ ବ୍ୟୁରୋ : ଆଫଗାନିସ୍ତାନ ଉପରେ ତାଲିବାନର କବ୍ଜା ପରେ କାବୁଲ ବିମାନ ବନ୍ଦରରୁ ଆସିଲା ଦେଶ ଛାଡିବାର ବିକଳ ଚିତ୍ର । ନିଜ ଜୀବନ ବଂଚାଇବା ପାଇଁ ଅସ୍ତବ୍ୟସ୍ତ ହୋଇ ବିମାନରେ ଚଢୁଛନ୍ତି ହଜାର ହଜାର ଲୋକ । ବିମାନରେ ଚଢ଼ିବା ପାଇଁ ଯିଏ ଯାହା ଉପରେ ପାଇଲା ଚଢ଼ି ଚାଲିଯାଇଥିଲେ । ଏହି ସମୟରେ…