Daily Archives

August 15, 2021

ଇସ୍ତଫା ଦେବା ପରେ ଦେଶ ଛାଡିଲେ ଆଫଗାନିସ୍ତାନ ରାଷ୍ଟ୍ରପତି ଘନି, ତାଜାକିସ୍ତାନ ଯାଉଥିବା ସୂଚନା

କନକ ବ୍ୟୁରୋ : ଆଫଗାନିସ୍ତାନରେ ଲାଗିରହିଥିବା ସଂକଟ ଭିତରେ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି ରାଷ୍ଟ୍ରପତି ଆସରଫ୍ ଘାନି । ସେ ତାଙ୍କ ଟିମ୍ ସହ ଦେଶ ଛାଡି ତାଜାକିସ୍ତାନ ଯାଉଥିବା ସୂଚନା ମିଳିଛି । କହିରଖୁ କି ଆଫଗାନିସ୍ତାନର ଅଧିକାଂଶ ଅଞ୍ଚଳ ତାଲିବାନୀ ଯୋଦ୍ଧାଙ୍କୁ ଦ୍ୱାରା ଦଖଲ କରାଯିବା…

ଲାଲକିଲ୍ଳାରୁ ମୋଦୀଙ୍କ ବଡ ଘୋଷଣା । ଏବେ ସୈନିକ ସ୍କୁଲରେ ଆଡମିସନ ନେଇ ପାରିବେ ଝିଅ । କ୍ରୀଡାକୁ ପାଠ୍ୟକ୍ରମରେ କରାଯିବ…

କନକ ବ୍ୟୁରୋ: ପୃଥିବୀର ସବୁଠାରୁ ବଡ ଗଣତନ୍ତ୍ର ତଥା ଭାରତର ୭୫ ତମ ସ୍ୱାଧୀନତା ଦିବସ ପାଳନର ମୁହୂର୍ତ୍ତ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଥିଲା । ପ୍ରଧାନମନ୍ତ୍ରୀ ମୋଦୀ ନିଜ ଅଭିଭାଷଣରେ ଦେଶର ଆଭିମୁଖ୍ୟ ସାରା ବିଶ୍ୱ ଆଗରେ ବୟାନ କରୁଥିଲେ । ତେବେ ଅଲିମ୍ପିକରେ ଯାଇ ଭାରତ ପାଇଁ ଗୌରବ…

ନୂଆ ରୂପରେ ଆସିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ସ୍ୱାଧୀନତା ଦିବସ ଅବସରରେ ରାଜ୍ୟର ୯୬ ଲକ୍ଷ ପରିବାର ପାଇଁ…

ନୂଆ ରୂପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ୯୬ ଲକ୍ଷ ପରିବାରକୁ ମିଳିବ ସ୍ମାର୍ଟ ହେଲଥ କାର୍ଡ ଉପକୃତ ହେବେ ରାଜ୍ୟର ସାଢ଼େ ୩ କୋଟି ଲୋକ ରାଜ୍ୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ସ୍ୱାଧୀନତା ଦିବସ ଅବସରରେ ବଡ଼ ଘୋଷଣା କରିଛନ୍ତି…

ଆଜିଠୁ ଓଡିଶାରେ ଆରମ୍ଭ ହେଲା ଶିଶୁ ଓ କିଶୋର ସଂକ୍ରମଣର ହିସାବ । ଗତ ୨୪ ଘଣ୍ଟାରେ ୧୮ ବର୍ଷରୁ କମ୍ ୧୩୮ ଜଣ ପଜିଟିଭ୍…

କନକ ବ୍ୟୁରୋ: ତୃତୀୟ ଲହରକୁ ଦୃଷ୍ଟିରେ ରଖି ଓଡିଶା ସରକାର ଶିଶୁ ଓ କିଶୋରଙ୍କ ଠାରେ କରୋନା ସଂକ୍ରମଣ କେତେ ସଂଖ୍ୟାରେ ହେଉଛି, ତାର ହିସାବ ଦେବା ଆରମ୍ଭ କରିଛନ୍ତି । ଗତ ୨୪ ଘଣ୍ଟାରେ ୭୯ ହଜାର ଟେଷ୍ଟ କରାଯାଇଥିଲା ଏବଂ ସେଥିମଧ୍ୟରୁ ୧୩୮ ଜଣ ଶିଶୁ ଓ କିଶୋର ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।…

ଆଫଗାନିସ୍ତାନରେ ନାଟକୀୟ ମୋଡ । ରାଜଧାନୀ କାବୁଲକୁ ନିୟନ୍ତ୍ରଣକୁ ନେଲା ତାଲିବାନ । କ୍ଷମତା ହସ୍ତାନ୍ତର ପାଇଁ ଚାଲିଛି…

କନକ ବ୍ୟୁରୋ: ଆଫଗାନିସ୍ତାନର ରାଜଧାନୀ କାବୁଲ ଭିତରେ ପ୍ରବେଶ କରି ଏହାକୁ ଏକ ପ୍ରକାର ନିୟନ୍ତ୍ରଣକୁ ନେଇ ସାରିଛନ୍ତି ତାଲିବାନ ଆତଙ୍କବାଦୀ । ପୂର୍ବ ଆଫଗାନିସ୍ତାନର ଏକ ପ୍ରମୁଖ ସହର ଜଲାଲାବାଦକୁ ଅକ୍ତିଆର କରିବା ପରେ ଶେଷରେ ରାଜଧାନୀ କାବୁଲକୁ ଚାରିଆଡୁ ପ୍ରବେଶ କରିଛନ୍ତି ତାଲିବାନୀ ।…

୧୨୯ ଜଣ ଯାତ୍ରୀଙ୍କୁ ଧରି କାବୁଲରୁ ଉଡାଣ କଲା ଏୟାର ଇଣ୍ଡିଆର ଶେଷ ଫ୍ଲାଇଟ, ରାତି ସୁଦ୍ଧା ଦିଲ୍ଲୀରେ ପହଂଚିବା ନେଇ…

କନକ ବ୍ୟୁରୋ : ଆଫଗାନିସ୍ତାନରେ ସଂକଟ ଘନେଇବା ଫଳରେ କାବୁଲରେ ଥିବା ଭାରତୀୟ ମାନଙ୍କୁ ଫେରାଇ ଆଣିବାକୁ ସରକାର ଚେଷ୍ଟା ଜାରୀ ରଖିଛନ୍ତି । ଏହି କ୍ରମରେ ଏୟାର ଇଣ୍ଡିଆର ଶେଷ ଫ୍ଲାଇଟ ୧୨୯ ଜଣ ଭାରତୀୟଙ୍କୁ ଧରି ଉଡାଣ କରିଛି । ଏହି ବିମାନ ରାତି ସୁଦ୍ଧା ଦିଲ୍ଲୀରେ ପହଂଚିବ ବୋଲି ଆକଳନ…