Daily Archives

August 14, 2021

ଜାତି ଭିତିକ ସଂରକ୍ଷଣ ନେଇ ତେଜୁଛି ରାଜନୀତି । ଏତିକିବେଳେ ସାଙ୍ଗିଆ ବ୍ୟବହାର କରୁନଥିବା ବ୍ୟକ୍ତିତ୍ୱଙ୍କୁ ନେଇ ବଢିଲା…

କନକ ବ୍ୟୁରୋ: ନିର୍ବାଚନ ଆସିଲେ ନୂଆ ନୂଆ ପ୍ରସଙ୍ଗ ନେଇ ଭୋଟରଙ୍କ ପାଖରେ ପହଞ୍ଚିଯାଆନ୍ତି ରାଜନେତା । କେବଳ ଏତିକି ନୁହଁ ଭୋଟ ହାତେଇବା ପାଇଁ ଜାତି ପଲିଟିକ୍ସ କରିବାକୁ ବି ପଛାନ୍ତି ନାହିଁ । କିନ୍ତୁ ବର୍ତ୍ତମାନ ସମୟରେ ଏସବୁ ଅନେକଙ୍କୁ ପ୍ରଭାବ ପକାଇ ପାରିନି । ଆମେ ଏଭଳି କିଛି ବ୍ୟକ୍ତି…

ରାଉରକେଲାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତେଜନା । ଆତ୍ମହତ୍ୟା ପୂର୍ବର ଭିଡିଓ ହେଲା ଭାଇରାଲ

କନକ ବ୍ୟୁରୋ: ରାଉରକେଲା ରେଲୱେ କଲୋନୀ ନିକଟସ୍ଥ ବିବେକାନନ୍ଦ ପାଲ୍ଲୀ ବସ୍ତିରେ ଯୁବକ ମୃତ୍ୟୁକୁ ନେଇ ତ୍ରୀବ ଉତେଜନା ପ୍ରକାଶ ପାଇଛି । ପୋଲିସ ମାଡ ମାରିଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକେ । ଏହାରି ଭିତରେ ମୃତ୍ୟୁ ହୋଇଥିବା ଯୁବକଙ୍କ ଆତ୍ମହତ୍ୟା ପୂର୍ବରୁ ଏକ…

କୋଟିଆରେ ଆନ୍ଧ୍ରର ଚାଲକୁ ଭଣ୍ଡୁର କରିବା ପାଇଁ ଲାଗିଲା ଓଡିଆ ନାମଫଳକ । ‘କୋଟିଆ ମୋର’ କହି ୨୧ ଖଣ୍ଡ ଗାଁରେ ଲାଗିଲା…

କନକ ବ୍ୟୁରୋ: ବିବାଦୀୟ କୋଟିଆ ପଂଚାୟତର ନେରେଡି ୱାଲାସା ଓ ତାଡି ୱାଲାସା ଗାଁରେ ପ୍ରଶାସନ ପକ୍ଷରୁ ଲଗା ଯାଇଛି ଓଡିଆ ନାମ ଫଳକ । ଆଗକୁ କୋଟିଆର ସମସ୍ତ ଗ୍ରାମରେ ଓଡିଆ ନାମ ଫଳକ ଲାଗିବ ବୋଲି ମଧ୍ୟ ଜଣାପଡିଛି । ଆନ୍ଧ୍ର ସରକାର ଆସନ୍ତା ସ୍ୱାଧୀନତା ଦିବସରେ କୋଟିଆରେ ତେଲୁଗୁ ଫଳକ ମାରିବା ଓ…

ବଡଦାଣ୍ଡର ଭିକ୍ଷୁକରୁ ଶିକ୍ଷକ ବନିଲେ ଶ୍ରୀଜିତ ପାଢୀ । ମାନସିକ ଭାରସାମ୍ୟ ହରାଇ ପୁରୀରେ କରୁଥିଲେ ଭିକ୍ଷାବୃତି ।

କନକ ବ୍ୟୁରୋ: ପୁରୀ ବଡ଼ଦାଣ୍ଡର ଭିକାରୀରୁ ଏବେ ଶିକ୍ଷକ । ମାନସିକ ବିକାରଗ୍ରସ୍ତ ହୋଇ ପୁରୀ ବଡଦାଣ୍ଡରେ ଭିକ ମାଗୁଥିଲେ । ତାଙ୍କ ବନ୍ଧୁଙ୍କ ଦ୍ୱାରା ଉଦ୍ଧାର ହୋଇ ଚିକିତ୍ସିତ ହେବା ପରେ ସେ ଏବେ ସଂପୂର୍ଣ୍ଣ ସୁସ୍ଥ ହୋଇ ଛୋଟ ପିଲାଙ୍କୁ ପାଠ ପଢାଉଛନ୍ତି । ଏ ହେଉଛି ଶ୍ରୀଜିତ ପାଢ଼ୀଙ୍କ କାହାଣୀ…

ରାତି ପାହିଲେ ସାରା ଦେଶ ପାଳିବ ୭୫ ତମ ସ୍ୱାଧୀନତା ଦିବସ । ଦେଶବାସୀଙ୍କୁ ସମ୍ବୋଧିତ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ…

କନକ ବ୍ୟୁରୋ: ଆସନ୍ତାକାଲି ସାରା ଦେଶ ପାଳିବାକୁ ଯାଉଛି ୭୫ ତମ ସ୍ୱାଧୀନତା ଦିବସ । ଏହାପୂର୍ବରୁ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହିତ ରାଷ୍ଟ୍ରପତି କହିଛନ୍ତି , ଏହି ଦିନ ସମସ୍ତଙ୍କ ପାଇଁ…

ସିବିଏସଇ ଓ ମାଟ୍ରିକ ବୋର୍ଡ ଢାଞ୍ଚାରେ ହେବ ସିଏଚଏସଇର ଯୁକ୍ତ ଦୁଇ ପରୀକ୍ଷା । ୟୁନିଟ ଟେଷ୍ଟ ସହ ଷାଣ୍ମାସିକ ଓ ବାର୍ଷିକ…

କନକ ବ୍ୟୁରୋ: ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ସିଏଚଏସଇ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ରେଜଲ୍ଟ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ତେବେ ଚଳିତ ବର୍ଷ କଳାରେ ପାସ୍ ହାର ୮୯.୪୯ ପ୍ରତିଶତ ରହିଥିବାବେଳେ ଧନ୍ଦାମୂଳକ ଶିକ୍ଷାରେ ୮୬.୦୨ ପ୍ରତିଶତ ପାସହାର…