Daily Archives

August 13, 2021

ଖରସ୍ରୋତା ପାଣି ଭଦ୍ରକ ଚାନ୍ଦବାଲିକୁ ଦିଆଯିବ କି ନାହିଁ । ପ୍ରକଳ୍ପ ସପକ୍ଷରେ ଯୁକ୍ତି ରଖିଲେ ସ୍ଥାନୀୟ ବିଧାୟକ ପ୍ରତାପ…

କନକ ବ୍ୟୁରୋ: ଖରସ୍ରୋତାରୁ ପାଣି ନଦେବା ପାଇଁ ଗୁରୁବାର ଖରସ୍ରୋତା ସଂଗ୍ରାମ ସମିତି ସଦସ୍ୟମାନେ ଲଙ୍କାକାଣ୍ଡ ଘଟାଇବା ପରେ ଏବେ ଆକ୍ସନ ମୁଡକୁ ଆସିଛି ପୋଲିସ । ଆନ୍ଦୋଳନ କରିବା ଅଭିଯୋଗରେ ୨୪ ଜଣଙ୍କୁ ପୋଲିସ ଉଠାଇନେଇଛି । ତା ସହିତ ଘଟଣାସ୍ଥଳରେ ଅଧିକ ପୋଲିସ ଫୋର୍ସ ମୂତୟନ କରାଯାଇଛି ।…

ରାଜଧାନୀରେ ସାମ୍ରାଜ୍ୟ ମେଲାଉଛନ୍ତି ଡ୍ରଗ୍ସ ମାଫିଆ । ପାଞ୍ଚ ମାସରେ ଟୁଇନସିଟିରୁ ଜବତ ହେଲାଣି ୭ କେଜିରୁ ଅଧିକ ଧଳା…

ରାଜ୍ୟରେ ବଢ଼ୁଛି ବ୍ରାଉନ ସୁଗାର ବ୍ୟବସାୟ ପାଞ୍ଚ ମାସରେ ଜବତ ହେଲାଣି ୩୬ କେଜି ଡ୍ରଗ୍ସ ଧଳା ଜହର ବ୍ୟବସାୟୀଙ୍କ କାରବାର ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ଏହି ନିଶା କାରବାର ଏତେ ମାତ୍ରାରେ ବଢ଼ି ଚାଲିଛି ଯେ, ଗତ ପାଞ୍ଚ ମାସରେ କେବଳ କଟକ ଭୁବନେଶ୍ୱରରେ କମିଶନରେଟ ପୋଲିସ ଜବତ…

ଓଡିଶାରେ ସାରର କୁତ୍ରିମ ଅଭାବ । ଅନେକ ଅଞ୍ଚଳରେ ମିଳୁନି ସାର । କୋରାପୁଟ ଓ ନବରଙ୍ଗପୁରରେ ରାସ୍ତାକୁ ଓହ୍ଲାଇଲେ ଚାଷୀ ।

କନକ ବ୍ୟୁରୋ: ଚାଷୀ ଓ ଚାଷକୁ ନେଇ ଲାଗି ରହିଛି ସମସ୍ୟା । କେବେ ନିଅଣ୍ଟିଆ ବର୍ଷା ତ କେବେ ସାର ଅଭାବ । ଖରିଫ ଧାନ ଚାଷ ଆରମ୍ଭରୁ ଚାଷୀଙ୍କୁ ଅଣନିଶ୍ୱାସୀ କରି ପକାଇଲାଣି ଏହିଭଳି ସମସ୍ୟା । ସାର ଅଭାବକୁ ନେଇ ନବରଙ୍ଗପୁର ଜିଲ୍ଲାରେ ଚାଷୀ ଅଶାନ୍ତି ଜାରି ରହିଛି । ତେବେ ଏହାରି ଭିତରେ ଧାନ…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୁଣି ଦଳବଦଳ ନେଇ ମିଳିଲା ସଙ୍କେତ । କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଦଳ…

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପୂର୍ବରୁ ନେତାଙ୍କ ଦଳ ବଦଳ ଚର୍ଚ୍ଚା ରାଜ୍ୟ ରାଜନୀତିକୁ ସରଗରମ କରିଛି । କଂଗ୍ରେସର କାର୍ଯ୍ୟକାରୀ ସଭାପତି ତଥା ନବରଙ୍ଗପୁର କଂଗ୍ରେସର ସଂଗଠକ ପ୍ରଦୀପ ମାଝି କଂଗ୍ରେସ ଛାଡୁଥିବା ଚର୍ଚ୍ଚା ହେଉଛି । ତେବେ ପ୍ରଦୀପ କହିଛନ୍ତି, ଏହା କେବଳ ଏକ ଚର୍ଚ୍ଚା ।…

ଅବସର ନେଲେ ଭାରତୀୟ କ୍ରିକେଟର ଉନ୍ମୁକ୍ତ ଚାନ୍ଦ । ଏହି ଦେଶ ପାଇଁ କ୍ରିକେଟ ଖେଳିବା ନେଇ ହେଉଛି ଆଲୋଚନା

କନକ ବ୍ୟୁରୋ: ଭାରତୀୟ କ୍ରିକେଟରୁ ଅବସର ନେଲେ ଉନ୍ମୁକ୍ତ ଚାନ୍ଦ । ଉନ୍ମକ୍ତ ୨୦୧୨ ଅଣ୍ଡର ୧୯ ବିଶ୍ୱକପରେ ଭାରତକୁ ବିଜୟୀ କରାଇଥିଲେ । ଏହି ଟିମରେ ଉନ୍ମୁକ୍ତ ଭାରତୀୟ ଦଳର ଅଧିନାୟକ ଥିଲେ । ବର୍ତ୍ତମାନ କ୍ରିକେଟ ଜଗତକୁ ବାଏ ବାଏ କହିଛନ୍ତି ଏହି ଖେଳାଳି । ଏବେ ଆମେରିକା ପାଇଁ ଉନ୍ମୁକ୍ତ…

କର୍ଣ୍ଣାଟକରେ ଛୋଟ ପିଲାଙ୍କ ସଂକ୍ରମଣ ନେଇ ଆସିଲା ଅଧିକ ତଥ୍ୟ । ଅଧିକାଂଶ ପିଲାଙ୍କ କ୍ଷେତ୍ରରେ ଦେଖାଯାଉ ନାହିଁ ଲକ୍ଷଣ…

କନକ ବ୍ୟୁରୋ: କର୍ଣ୍ଣାଟକର ରାଜଧାନୀ ବାଙ୍ଗାଲୋରରେ ଛୋଟ ପିଲା କରୋନାରେ ସଂକ୍ରମିତ ହେବା ଖବର ଏବେ ସମସ୍ତଙ୍କ ଚିନ୍ତା ବଢାଇଛି କିନ୍ତୁ ଆଶ୍ୱସ୍ତିକର କଥା ହେଉଛି ବର୍ତ୍ତମାନ ସୁଦ୍ଧା କୌଣସି ଶିଶୁ କରୋନାରେ ପ୍ରାଣ ହରାଇ ନାହାନ୍ତି । ଏପରିକି ଆକ୍ରାନ୍ତ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ…