Daily Archives

August 5, 2021

ପ୍ରେମ ନେଇଗଲା କି କଲେଜ ଛାତ୍ରଙ୍କ ଜୀବନ ? ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହେଲା ତୁଷାରଙ୍କ ମୃତଦେହ, ପୂର୍ବତନ…

କନକ ବ୍ୟୁରୋ : ଖ୍ରୀଷ୍ଟ କଲେଜର ନିଖୋଜ ଯୁକ୍ତ ଦୁଇ ଛାତ୍ର ତୁଷାର କାନ୍ତ ସାହୁଙ୍କ ମୃତ ଦେହ କଟକ ଯୋବ୍ରା ଆନିକଟରୁ ଉଦ୍ଧାର ହେବା ପରେ ବଢ଼ିବାରେ ଲାଗିଛି ସନ୍ଦେହ । କେମିତି ହେଲା ତୁଷାରଙ୍କ ମୃତ୍ୟୁ । ତୁଷାରଙ୍କୁ ମାରିଲା କିଏ ? ତୁଷାରଙ୍କ ହତ୍ୟା ପଛରେ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ହାତ ଥିବା…

୨୦୧୨ ବିବାଦୀୟ ପଶ୍ଚାତଗାମୀ ଟ୍ୟାକ୍ସ ଆଇନକୁ ସମାପ୍ତ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର, କ୍ୟାବିନେଟ ଦେଲା ମଞ୍ଜୁରୀ

କନକ ବ୍ୟୁରୋ : ସରକାର ପୂର୍ବ ପ୍ରଚଳିତ ଏକ ବିବାଦୀୟ ପଶ୍ଚାତଗାମୀ ଟ୍ୟାକ୍ସ ନିୟମକୁ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ୨୦୧୨ ରେ ପାରିତ ବିବାଦୀୟ ପଶ୍ଚାତଗାମୀ ଟ୍ୟାକ୍ସ ଆଇନ ଫଳରେ କିୟନ ଓ ଭୋଡାଫୋନ ଭଳି କମ୍ପାନୀମାନେ ମାମଲା ଦାଖଲ କରିଥିଲେ । କେନ୍ଦ୍ର କ୍ୟାବିନେଟ ଏଭଳି ଏକ ବିବାଦୀୟ…

ସକାଳୁ ସକାଳୁ ସାରା ଦେଶରେ ଖେଳିଗଲା ଶିହରଣ । ହକି ଦଳ ମେଡାଲ ଜିତିବା ପରେ ଖୁସିରେ ଝୁମିଲା ଦେଶ । ଦୁଇ ଓଡ଼ିଆ…

କନକ ବ୍ୟୁରୋ : ହକିରେ ହଜି ଯାଇଥିବା ଗୌରବକୁ ପୁଣିଥରେ ଫେରିପାଇଛି ଭାରତ । ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ପାଇବା ପରେ ସାରା ଦେଶରୁ ଛୁଟିଛି ଶୁଭେଚ୍ଛାର ସୁଅ । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ମନପ୍ରୀତ ସିଂହଙ୍କ ନେତୃତ୍ୱରେ…

ଟୋକିଓରେ ଲେଖାହେଲା ନୂଆ ଇତିହାସ । ୪୧ ବର୍ଷ ପରେ ଖୁସି ଆଣିଦେଲା ଶେଷ ୬ ସେକେଣ୍ଡର ଚମକପ୍ରଦ ହକି । ଜର୍ମାନୀକୁ ମାତ୍…

କନକ ବ୍ୟୁରୋ : ଯାହାକୁ ୪୧ ବର୍ଷ ଧରି ଚାହିଁ ରହିଥିଲେ ଦେଢ଼ ଶହ କୋଟି ଭାରତୀୟ । ଟୋକିଓ ଅଲିମ୍ପିକ୍ସରେ ବ୍ରୋଂଜ ପଦକ ହାସଲ କରି ନୂଆ ଇତିହାସ ରଚିଛି ଭାରତ । ୧୯୮୦ ମସ୍କୋ ଅଲିମ୍ପିକ୍ସରେ ଭାରତ ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ ୪ ଦଶନ୍ଧି ଧରି ଜାତୀୟ ଖେଳ ହକିରେ ପଦକ ପାଇବାକୁ ସମର୍ଥ ହୋଇନଥିଲା…

କୁବେର ପିଏସ ବିରଞ୍ଚିଙ୍କ ବଢିଲା ଅଡୁଆ । ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ପୁରୀରେ ଏକାଧିକ ପ୍ଲଟ୍ ହାତେଇଥିବା ସୂଚନା…

କନକ ବ୍ୟୁରୋ : ଷ୍ଟାଫ୍ ସିଲେକ୍ସନ କମିସନ ବିରୋଧରେ ଲମ୍ବିଚାଲିଛି ଅଭିଯୋଗର ଫର୍ଦ୍ଦ । ସେ କିଭଳି ବିଭିନ୍ନ ଲୋକଙ୍କ ଜରିଆରେ ଚାକିରୀ ଆଶାୟୀଙ୍କଠାରୁ ଲାଞ୍ଚ ନେଉଥିଲେ, ଆଉ ଟଙ୍କା ନଦେଲେ ଚାକିରୀ ହେଉନଥିଲା ସେନେଇ ଆଜି ପୁରୀର ଜଣେ ଯୁବକ ଅଭିଯୋଗ ଆଣିଛନ୍ତିି । ଏଥିସହ କିଛି ଯୁବକ ଚାକିରୀ…

ନିଅଣ୍ଟିଆ ଟିକା ସମସ୍ୟା ଭିତରେ ଖୁସି ଖବର, ଅକ୍ଟୋବର ସୁଦ୍ଧା ଦେଶକୁ ମିଳିପାରେ ଆଉ ୪ଟି କରୋନା ଟିକା

କନକ ବ୍ୟୁରୋ : ଦେଶରେ କରୋନା ବିରୋଧୀ ଲଢେଇରେ ମୁଖ୍ୟ ଅସ୍ତ୍ର ସାଜିଛି ଟିକା । ହେଲେ ଦେଶରେ ନିଅଣ୍ଟିଆ ଟିକା ସମସ୍ୟା ଏବେ ସମସ୍ତଙ୍କୁ ହତାଶ କରିଛି । ଏହାରି ମଧ୍ୟରେ ଏକ ଖୁସି ଖବର ଆସିଛି । କୁହାଯାଇଛି କି ଭାରତରେ ପର୍ଯ୍ୟାପ୍ତ ଟିକା ଆବଣ୍ଟନ ନେଇ ଥିବା ସମସ୍ୟ ଅକ୍ଟୋବର ମାସରେ ସମାପ୍ତ…