Daily Archives

August 3, 2021

ବଲିଉଡ୍ ସିଙ୍ଗର ହନି ସିଂହଙ୍କ ବିରୋଧରେ ଥାନାରେ ଏତଲା । ଘରୋଇ ହିଂସାର ଅଭିଯୋଗ ଆଣିଲେ ପତ୍ନୀ ଶାଲିନୀ ତଲୱାର

କନକ ବ୍ୟୁରୋ: ବଲିଉଡ୍ ସିଙ୍ଗର ତଥା ରାପର ହନି ସିଂହଙ୍କ ବିରୋଧରେ ଥାନାରେ ଏତଲା । ତାଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣିଲେ ପତ୍ନୀ ଶାଲିନି ତଲୱାର । କେବଳ ହନି ସିଂହ ନୁହଁନ୍ତି ତାଙ୍କ ପରିବାର ଲୋକଙ୍କ ବିରୋଧରେ ମଧ୍ୟ ଅଭିଯୋଗ କରିଛନ୍ତି ଶାଲିନି । ଯାହାକୁ ନେଇ ଦିଲ୍ଲୀ ତିଶ ହଜାରି…

କରୋନା କମିଛି, ହେଲେ ଟଳିନି ସଂକଟ । ଦେଶର ୮ଟି ଜିଲ୍ଳାରେ ୧ ପ୍ରତିଶତ ଉପରେ ଆର୍-ଭାଲ୍ୟୁ

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ କମିଥିଲେ ବି ଟଳିନି କରୋନା ସଂକଟ । ଏନେଇ ଆଜି ସତର୍କ କରିଛନ୍ତି କେନ୍ଦ୍ର ସରକାରଙ୍କ କୋଭିଡ୍ ଟାକ୍ସ ଫୋର୍ସ ମୁଖ୍ୟ ଭିକେ ପଲ୍ । କହିଛନ୍ତି , ଏବେ ବି ଦେଶର ୪୪ଟି ଜିଲ୍ଲାରେ କରୋନା ସଂକ୍ରମଣ ହାର ଅଧିକ ରହିଛି । କରୋନାର ଦ୍ୱିତୀୟ ଲହର ଯାଇ ନାହିଁ । ଗତ…

ଦୁର୍ନୀତିଗ୍ରସ୍ତ ପିଏସ୍ ବିରଞ୍ଚି ସାହୁଙ୍କୁ ୪ ଦିନିଆ ରିମାଣ୍ଡରେ ନେଲା ଭିଜିଲାନ୍ସ । ଆଜି ଓଏସଏସସି ଅଫିିସ୍ ଯାଇ ଦୁଇ…

କନକ ବ୍ୟୁରୋ: ଓଡ଼ିଶା ଷ୍ଟାଫ୍ ସିଲେକ୍ସସନ୍ କମିଶନରେ ଯଦି ସବୁ କିଛି ଠିକ୍ଠାକ୍ ଚାଲିଥାନ୍ତା, ଜଣେ ପରେ ଜଣେ ପରୀକ୍ଷାର୍ଥୀ ନିଜର ଅଭିଯୋଗ ନେଇ ଏମିତି ଫେରାଦ୍ ହେଉନଥାନ୍ତେ । ବିରଂଚିଙ୍କ ଦୁର୍ନୀତିର ଗୁମର ଖୋଲୁଥିବା ବେଳେ ଭିଜିଲାନ୍ସ ପାଖରେ ଫେରାଦ୍ ହୋଇଛନ୍ତି ଜଣେ ପରୀକ୍ଷାର୍ଥୀ, ଯିଏ…

ଚମକାଇ ଦେଲା କରୋନା କାଳର ପରୀକ୍ଷାଫଳ । ସିବିଏସଇ ଭୁବନେଶ୍ୱର ଜୋନରେ ପାସ ହାର ୯୯ ଦଶମିକ ୬୨ ପ୍ରତିଶତ

କନକ ବ୍ୟୁରୋ: ବିନା ପରୀକ୍ଷାରେ ପ୍ରକାଶ ପାଇଛି ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ । ଚଳିତ ବର୍ଷ ପାସ ହାର ପୂର୍ବର ସମସ୍ତ ରେକର୍ଡଙ୍କୁ ଭାଙ୍ଗି ଦେଇଛି । ସର୍ବ ଭାରତୀୟ ସ୍ତରରେ ପାସ ହାର ୯୯ ଦଶମିକ ୪ ପ୍ରତିଶତ ରହିଛି । ଭୁବନେଶ୍ୱର ଜୋନରେ ପାସ ହାର ରହିଛି ୯୯ ଦଶମିକ ୬୨ ପ୍ରତିଶତ । ବଡ…

ଭାରତ-ଚୀନ ସୀମା ବିବାଦ : ସେନା ସ୍ତରୀୟ ବୈଠକରେ ନିଷ୍ପତ୍ତି, ଗୋଗ୍ରା ହାଇଟସରୁ ସେନା ପ୍ରତ୍ୟାହାର କରିବେ ଉଭୟ ଦେଶ

କନକ ବ୍ୟୁରୋ : ଭାରତ ଓ ଚୀନ ମଧ୍ୟରେ ପ୍ରକୃତ ସୀମା ରେଖା (ଏଲଏସି)କୁ ନେଇ ପୂର୍ବବର୍ଷରୁ ଲାଗି ରହିଥିବା ବିବାଦ ଏବେ ଟିକେ ଥମିବ ବୋଲି ଆଶା କରାଯାଉଛି । ଉଭୟ ଦେଶର ସେନା ସ୍ତରୀୟ ବୈଠକ ପରେ ଏଭଳି ଆଶା କରାଯାଇଛି । ବୈଠକ ପରେ ମିଳିଥିବା ସୂଚନା ମୁତାବକ ଗୋଗ୍ରା ହାଇଟସ ଅଞ୍ଚଳରୁ ଉଭୟ ଦେଶ…

କୋଭିଡ଼ ମୃତ୍ୟୁରେ ସରକାରଙ୍କ ସତ୍ୟପାଠକୁ ନେଇ ସନ୍ତୁଷ୍ଟ ହେଲେନି ହାଇକୋର୍ଟ । ପୁନଃ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ

କନକ ବ୍ୟୁରୋ: କୋଭିଡ଼ ମୃତ୍ୟୁରେ ସରକାରଙ୍କ ସତ୍ୟପାଠକୁ ନେଇ ସନ୍ତୁଷ୍ଟ ହେଲେନି ହାଇକୋର୍ଟ । ପୁନଃ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସରକାରଙ୍କୁ ଭରଷାଯୋଗ୍ୟ ତଥ୍ୟ ଦେବାକୁ କହିଛନ୍ତି ହାଇକୋର୍ଟ । ଏହାକୁ ନେଇ କଂଗ୍ରେସ ପ୍ରେସମିଟ କରିଛି । କୋଭିଡ଼ ମୃତ୍ୟୁ ତଥ୍ୟ ସରକାର…