Daily Archives

July 31, 2021

ମହାପ୍ରଭୁଙ୍କ ରଥର ଚକ ନେବାକୁ ଆଗ୍ରହ ଦେଖାଉନାହାନ୍ତି ସାଧାରଣ ଲୋକ । ବର୍ଷ ବର୍ଷ ଧରି ପଡି ରହିଛି ଶତାଧିକ ଚକ ।…

କନକ ବ୍ୟୁରୋ: ରଥଯାତ୍ରା ପରେ ନଷ୍ଟ ହେଉଛି ମହାପ୍ରଭୁଙ୍କ ରଥ ଚକ ସମେତ ରଥର ବିଭିନ୍ନ ଅଂଶ । ପ୍ରଶାସନ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ମୂଲ୍ୟ ଦେଇ କେହି ଏସବୁକୁ କିଣି ନନେବାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପାଖରେ ଏହା ଖତ ଖାଉଛି । ତେବେ ଏନେଇ ଅସନ୍ତୋଷ ବଢ଼ିବା ପରେ ରଥ ଚକ ସମେତ ଅନ୍ୟାନ୍ୟ…

ନିଜ ସମ୍ପତ୍ତି ଭାବି ବିଧାୟକ ବାଣ୍ଟିଦେଲେ କି କୋଟି କୋଟି ଟଙ୍କା ? ବିନା ଟେଣ୍ଡରରେ ସରକାରୀ ଶିକ୍ଷକ ଥିବା ଜ୍ୱାଇଁଙ୍କ…

ସରକାରୀ ସ୍ତରରେ ଦୁର୍ନୀତି ହୁଏ ଏମିତି ସୁପାରିଶରେ ବିଧାୟକଙ୍କ ଜ୍ୱାଇଁ ପାଉଛନ୍ତି ସରକାରୀ କାମ ବିଧାୟକ କଲେ କ୍ଷମତାର ଅପବ୍ୟବହାର! ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ୧୫ ପୃଷ୍ଠାର ଏକ ଦସ୍ତାବିଜ ଚିତ୍ରକୋଣ୍ଡାର ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ଅସଲ ଚେହେରାକୁ…

କେମିତି ଦୁର୍ନୀତିର ଜାଲ ବୁଣୁଥିଲା ବିରଞ୍ଚି ସାହୁ? ନିଯୁକ୍ତି ନା’ରେ କେମିତି ଲୁଟୁଥିଲା ପୁଳା ପୁଳା ଟଙ୍କା? ପଢନ୍ତୁ…

କେମିତି ଦୁର୍ନୀତିର ଜାଲ ବୁଣୁଥିଲା ବିରଞ୍ଚି ସାହୁ? ନିଯୁକ୍ତି ନା’ରେ କେମିତି ହେଉଥିଲା ଦୁର୍ନୀତି? ସାମ୍ନାକୁ ଆସିଲା ଓଏସଏସସିରେ ଦୁର୍ନୀତି ଗୁମର! ସାଧାରଣ ସରକାରୀ ଚାକିରିଆରୁ କେମିତି କୋଟି କୋଟି ଟଙ୍କାର ମାଲିକ ବନିଲେ ପିଏସ୍ ବିରଞ୍ଚି ସାହୁ, ତାର ଏକ ସାଂଘାତିକ୍ ତଥ୍ୟ…

ସାମନାକୁ ଆସିଲା କୋଟିପତି ପିଏସ୍ ବିରଞ୍ଚିିଙ୍କ କାରନାମା । ଚାକିରି ପାଇଁ କୃତକାର୍ଯ୍ୟ ହୋଇଥିବା ପିଲାଙ୍କ ଠାରୁ…

କନକ ବ୍ୟୁରୋ: ପିଏସଙ୍କ ପାଖକୁ କେଉଁଠୁ ଆସିଲା ପୁଳାପୁଳା ଟଙ୍କା? ସରକାରୀ ଚାକିରିଆରୁ କେମିତି କୁବେର ସାଜିଲେ ବିରଞ୍ଚି? ଜଣେ ସାଧାରଣ ସରକାରୀ ଚାକିରିଆଙ୍କ ପାଖରୁ କୋଟି କୋଟି ଟଙ୍କାର ସମ୍ପତ୍ତିି ଠାବ ହେବା ପରେ ସମସ୍ତଙ୍କ ମନରେ ଏବେ ଏଭଳି ପ୍ରଶ୍ନ ଉଙ୍କିମାରୁଛି । କେବଳ ସେତିକି ନୁହେଁ…

ପ୍ରକାଶ ପାଇଲା ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ । ବିଜ୍ଞାନରେ ପାସହାର ୯୫.୧୫%, ବାଣିଜ୍ୟରେ…

କନକ ବ୍ୟୁରୋ: ପ୍ରକାଶ ପାଇଛି ଚଳିତ ବର୍ଷର ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ । ବୋର୍ଡ ଅଫିସରେ ଉପସ୍ଥିତ ରହି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରେଜଲ୍ଟ ନେଇ ଘୋଷଣା କରିଛନ୍ତି । ତେବେ ଚଳିତ ବର୍ଷ ବିଜ୍ଞାନରେ ୯୫.୧୫ ପ୍ରତିଶତ ପାସହାର ଥିବାବେଳେ ବାଣିଜ୍ୟରେ ପାସହାର…

କଟକ, ଭୁବନେଶ୍ୱର ଓ ପୁରୀ ସହରରେ ଜାରି ରହିଲା ସପ୍ତାହାନ୍ତ ସଟଡାଉନ । ତିନି ସହର ପାଇଁ ସରକାରଙ୍କ ସ୍ୱତନ୍ତ୍ର ଦୃଷ୍ଟି।

ଚିନ୍ତା ବଢ଼ାଉଛି କଟକ, ପୁରୀ, ଭୁବନେଶ୍ୱର ତିନି ସହରରେ ଶନିବାର, ରବିବାର ସଟଡାଉନ କଟକ, ଭୁବନେଶ୍ୱର ଓ ପୁରୀରେ କରୋନା ସ୍ଥିତିକୁ ଦେଖି କିଛି କଟକଣାକୁ ବଳବତ୍ତର ରଖିଛନ୍ତି ରାଜ୍ୟ ସରକାର । ଏହି ତିନି ସହରରେ ସପ୍ତାହାନ୍ତ ସଟଡାଉନ ଜାରି ରହିବ । ମଲ, ହଲ, ହୋଟେଲ, ଢ଼ାବା ଆଦି…