Daily Archives

July 27, 2021

କାହାର ମଙ୍ଗଳ କରୁଛନ୍ତି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ? ଗୋଟିଏ ସଂସ୍ଥାକୁ ଟେକିଦେଲେ ସବୁ ଟେଣ୍ଡର, ୱାଟର ଫିଲ୍ଟର ଓ…

କନକ ବ୍ୟୁରୋ : କାହାର ମଙ୍ଗଳ କରୁଛନ୍ତି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ । ବାଲେଶ୍ୱର ଜିଲ୍ଲାରେ ଏବେ ଏହି ଚର୍ଚ୍ଚା ଚାଲିଛି । କେମିତି ଅଫିସର ମାନେ ମାଲାମାଲ ହେଉଛନ୍ତି, ତାର ଏକ ଚିତ୍ର ସାମ୍ନାକୁ ଆସିଛି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁସୁମମାଳା ମିଶ୍ରଙ୍କ ନାଁରେ ସାଂଘାତିକ ଅଭିଯୋଗ…

ପୂରଣ ହେଲା ଦୀର୍ଘ ଦିନର ଦାବି । ଏଣିକି ଟ୍ରେନରେ କଟକରୁ ବାଙ୍ଗାଲୋର ଯିବାକୁ ମିଳିବ ସୁବିଧା । 

କନକ ବ୍ୟୁରୋ :  ଟ୍ରେନରେ ଏଣିକି କଟକରୁ ବାଙ୍ଗାଲୋର ଯିବାର ସୁବିଧା ମିଳିବ। ଏଥିପାଇଁ ଦୀର୍ଘ ଦିନରୁ ହୋଇ ଆସୁଥିବା ଦାବି ଶେଷରେ ପୂରଣ ହୋଇଛି। କଟକ ସହରବାସୀଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଦାବି ହୋଇ ଆସୁଥିବା ବେଳେ ସାଂସଦ ସୁବାସ ସିଂହ ଏ ପ୍ରସଙ୍ଗ ଗଲା ମାର୍ଚ୍ଚ ୧୯ ତାରିଖରେ ସଂସଦରେ…

ଭାରତୀୟ କ୍ରିକେଟର କୃନାଲ ପାଣ୍ଡ୍ୟା କରୋନା ପଜିଟିଭ । ଘୁଞ୍ଚିଲା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ

କନକ ବ୍ୟୁରୋ: ଭାରତୀୟ କ୍ରିକେଟର କୃନାଲ ପାଣ୍ଡ୍ୟା କରୋନା ପଜିଟିଭ । କରୋନା ପଜିଟିଭ ହେବା ପରେ ଘୁଞ୍ଚିଲା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ । ରିପୋର୍ଟ ନଆସିବା ଯାଏଁ ସଙ୍ଗରୋଧରେ ରହିବେ ଅନ୍ୟ ଖେଳାଳି । ଅନ୍ୟ ଖେଳାଳିଙ୍କ ନମୁନା ନେଗେଟିଭ ଆସିବା ପରେ ମ୍ୟାଚ ଖେଳାଯିବ । ତେବେ…

ଭୋକରେ ରହିବି, ଦୁଃଖରେ ରହିବି ପଛେ ପାଠପଢାରେ ହେଳା କରିବିନି… ପାଠ ପାଇଁ କେତେ ଯେ କଷ୍ଟ କରୁଛି ଗରିବ ଝିଅ…

କନକ ବ୍ୟୁରୋ: ଦୂର ପାହାଡ ତଳେ ଦାରିଦ୍ର୍ୟତରା ଗାଁ । ପାହାଡିଆ ଗାଁରେ ପାଠ ପାଇଁ ସଙ୍ଘର୍ଷ କରେ ଗରିବର ଝିଅ । ମାଟି ଆଜବେଷ୍ଟର ଘର ଭିତରୁ ପାଠର ସ୍ୱପ୍ନ ଦେଖେ ବାପଛେଉଣ୍ଡ ଝିଅ । ଜୀବନରେ ଯେତେ କଷ୍ଟ ହେଉ, ଯେତେ ଝଡ ଝଞ୍ଜା ଆସୁ.. ସେ ହାରିବନି, ଡରିବନି, ପଛକୁ ଫେରିବନି... ଅଭାବ ଭିତରେ ବି…

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା । ଆସନ୍ତା ମାସରେ ୧୨-୧୮ ବର୍ଷ ପିଲାଙ୍କୁ କୋଭିଡ ଟିକାକରଣ

କନକ ବ୍ୟୁରୋ: ଭାରତରେ ଆସନ୍ତା ମାସରେ ହେବ ଶିଶୁଙ୍କ କୋଭିଡ ଟିକାକରଣ । ବିଜେପିର ସଂସଦୀୟ ବୈଠକରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ । ୧୨ ରୁ ୧୮ ବର୍ଷ ପିଲାଙ୍କୁ ଏହି ଟିକାକରଣ ହେବ । ଆଗକୁ ପିଲାଙ୍କ ଭବିଷ୍ୟତ ଦୃଷ୍ଟିରୁ ବିଦ୍ୟାଳୟକୁ ସମ୍ପୂର୍ଣ୍ଣ…

ନିଶା କାରବାରକୁ ନେଇ ଗ୍ୟାଙ୍ଗୱାର ପେରେ କମିଶନରେଟ ପୋଲିସର ସତର୍କତା । ତଡ଼ିପାର ହେବେ ପେଶାଦାର ଅପରାଧୀ

କନକ ବ୍ୟୁରୋ: ଅଭ୍ୟାସଗତ ପେଷାଦାର ଅପରାଧୀଙ୍କ ବିରୋଧରେ ତଡ଼ିପାର ପାଇଁ ସିପିଙ୍କୁ ସୁପାରିଶ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି । ଏହି ଅପରାଧୀମାନେ ଭବିଷ୍ୟତରେ ଅପରାଧ ଘଟାଇବାର ଆଶଙ୍କା ରହୁଛି । ତେଣୁ ସେମାନଙ୍କୁ ତଡ଼ିପାର କରିବା ପାଇଁ ଯୋଜନା କରୁଛି କମିଶନରେଟ ପୋଲିସ୍ ।…