Daily Archives

July 27, 2021

ସାରକୁ ନେଇ ଚାଷୀଙ୍କ ପ୍ରତିବାଦ । ରାସ୍ତାକୁ ଓହ୍ଲାଇଲେ ଶହ ଶହ ଚାଷୀ, କହିଲେ ଚଢ଼ା ଦରରେ ବିକ୍ରି ହେଉଛି ସାର, ଆଉ…

କନକ ବ୍ୟୁରୋ : ସାର ପାଇଁ ଚାଷୀଙ୍କ ରାସ୍ତା ଅବରୋଧ । ସାର ଅଭାବକୁ ନେଇ ନବରଙ୍ଗପୁର ଉମରକୋଟରେ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଚାଷ ପାଇଁ ସାରର ଅଭାବ ଦେଖାଦେଇଥିବାରୁ ଏହାକୁ ବିରୋଧ କରି ରାସ୍ତା ଅବରୋଧ କରିଥିବା ଚାଷୀଙ୍କ ସହ ସାମିଲ ହୋଇଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ । ବର୍ଷାର…

ଦିଲ୍ଲୀରେ ମୋଦୀ-ମମତା ଭେଟଘାଟ । ବଡ ଦାବି ରଖିଲେ ମମତା, ପ୍ରଧାନମନ୍ତ୍ରୀ ଉତ୍ତର ଦେଖିବା ନିଶ୍ଚୟ ଦେଖିବା ।

କନକ ବ୍ୟୁରୋ : ଦିଲ୍ଲୀରେ ମମତା-ମୋଦୀ ଭେଟଘାଟ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକକଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମୋଦୀଙ୍କୁ ଭେଟିଛନ୍ତି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ଦିଲ୍ଲୀରେ ମୋଦୀଙ୍କ ସହ ମମତାଙ୍କର ଏହା ପ୍ରଥମ ବୈଠକ । ଏହି ବୈଠକରେ…

ତାଳଗଛରେ ପିଟିହେଲା କାର । ମାଆ ସହ ଚାଲିଗଲା ୨ ଝିଅଙ୍କ ଜୀବନ

କନକ ବ୍ୟୁରୋ: କେସିଙ୍ଗା ଥାନା ଏନଏଚ ୨୬ ଚାଞ୍ଚି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟି ହୋଇଗଲା କାର । କାର ଗଛରେ ପିଟିହେବାରୁ ମାଆ ସହ ୨ ଛୁଆଙ୍କ ମୃତ୍ୟୁ ହୋଇଛି । ସେହିପରି ବାପା ମଧ୍ୟ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି…

ଆସନ୍ତାମାସରୁ ଆରମ୍ଭ ହୋଇପାରେ ଛୋଟ ପିଲାଙ୍କ ଟିକାକରଣ । ବିଜେପିର ସଂସଦୀୟ ଦଳ ବୈଠକରେ ସୂଚନା ଦେଲେ ସ୍ୱାସ୍ଥ୍ୟ…

କନକ ବ୍ୟୁରୋ : ଦେଶରେ ଟିକାକରଣ ଆଗେଇ ଚାଲିଥିବା ବେଳେ ପିଲାମାନଙ୍କ ପାଇଁ ଏଯାଏଁ କୌଣସି ଟିକା ଆସି ନାହିଁ । ସେପଟେ ଏନେଇ ନୂଆ ଖବର ସାମ୍ନାକୁ ଆସିଛି । ଆସନ୍ତାମାସରୁ ଛୋଟ ପିଲାଙ୍କୁ ଟିକାକରଣ କରାଯାଇପାରେ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ।…

୪ବର୍ଷ ବୟସ କୁନିପିଲାର କମାଲ । କବିତା ଗାନ, ନିର୍ଭୁଲ ଭାବେ ଶୂନ୍ୟ ସ୍ଥାନ ପୂରଣ ଓ ମୌଳିକ ଗଣିତରେ ପାରଙ୍ଗମ ଆରବ,…

କନକ ବ୍ୟୁରୋ : ବୟସ ମାତ୍ର ୪ବର୍ଷ । କିନ୍ତୁ ଏହି କମ ବୟସରେ ଅନେକ ପ୍ରତିଭାର ଅଧିକାରୀ । ବ୍ରହ୍ମପୁର ନିଳାଚଳ ନଗରର ୪ବର୍ଷୀୟ ଆରବ ପଟ୍ଟନାୟକ ଦାସ ନିଜର ପ୍ରତିଭା ବଳରେ ଇଣ୍ଡିଆ ବୁକ୍ ଅଫ ରେକର୍ଡ୍ସରେ ନିଜ ନାଁ ସାମିଲ କରିପାରିଛନ୍ତି । ୩୦ରୁ ଅଧିକ ଛନ୍ଦୋବୋଧ କବିତା ଗାନ, ନିର୍ଭୁଲ ଭାବେ…

କାଠ ମାଫିଆଙ୍କ କବଜାରେ ସମୁଦ୍ର କୂଳର ଝାଉଁ ଜଙ୍ଗଲ । ବୃକ୍ଷ ଶୁନ୍ୟ ହେଉଛି ପାରାଦୀପର ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳ,…

କନକ ବ୍ୟୁରୋ : କାଠ ମାଫିଆଙ୍କ କବଜାରେ ସମୁଦ୍ର କୂଳର ଝାଉଁ ଜଙ୍ଗଲ । ନିରବ ଦ୍ରଷ୍ଟା ସାଜିଛନ୍ତି ବନବିଭାଗ । ବୃକ୍ଷ ଶୂନ୍ୟ ହେଉଛି ପାରାଦୀପର ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳ । ଲକଡାଉନ୍ ଓ ସଟଡାଉନର ଫାଇଦା ନେଇ କାଠ ମାଫିଆ ଲୁଟି ନେଉଛନ୍ତି ସମୁଦ୍ର କୂଳର ଝାଉଁ ଜଙ୍ଗଲ । ସେପଟେ କର୍ମଚାରୀ ରହୁ…