Daily Archives

July 18, 2021

ମାଓ ସଂଗଠନକୁ ଶକ୍ତ ଝଟକା । ଡିଜିପିଙ୍କ ଆଗରେ ଆତ୍ମସମର୍ପଣ କଲେ ୩ ମାଓବାଦୀ, ହିଂସାର ପଥ ଛାଡି ମୁଖ୍ୟ ସ୍ରୋତରେ ସାମିଲ…

କନକ ବ୍ୟୁରୋ : ଲାଲଗଡରେ ପୋଲିସ ମହାନିର୍ଦ୍ଦେଶକ । କୋରାପୁଟରେ ଡ଼ିଜିପି ଅଭୟ । ଡ଼ିଜିପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ମାଓବାଦୀଙ୍କ ବୈପାରିଗୁଡ଼ା ଏରିଆ କମିଟିର ହାର୍ଡ଼ କୋର ମାଓନେତ୍ରୀ ତାଲସେ ହୁଇକା । ତାଳସେ ହୁଇକା ନାଁରେ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ତାଲସେର ଘର…

ଅଭାବରେ ପଡି ମେଧାବୀ ଛାତ୍ରୀ ହେଲେ ମଜୁରିଆ । ମାଟ୍ରିକରେ ୮୫ ପ୍ରତିଶତ ମାର୍କ ରଖି ପାସ୍ ହେବା ପରେ କଲମ ନୁହେଁ…

କନକ ବ୍ୟୁରୋ : ଅଭାବ ଭିତରେ ହଜିଗଲା ମାଟ୍ରିକ ସଫଳତାର ଖୁସି । ୮୫ ପ୍ରତିଶତ ମାର୍କ ରଖିଥିଲେ ମଧ୍ୟ ଅଭାବ ଅନଟନ ଯୋଗୁଁ ଆଗକୁ ଉଚ୍ଚ ଶିକ୍ଷା ଆଶା ଯେମିତି ମଉଳିବାରେ ଲାଗିଛି । ପେଟ ପୋଷିବାକୁ ପରଘରେ ମୂଲ ଲାଗିବାକୁ ଯାଉଛନ୍ତି ମେଧାବୀ ଛାତ୍ରୀ । ଆସନ୍ତୁ ଜାଣିବା କେନ୍ଦୁଝର ହାଟଡ଼ିହି ବ୍ଲକ…

ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ତିଆରି ହୋଇଛି ଗୋଷ୍ଠୀ ଶୌଚାଳୟ । ଆନୁସଙ୍ଗିକ ସୁବିଧା ନଥିବାରୁ ଲୋକଙ୍କ କାମରେ ଆସୁନି,…

କନକ ବ୍ୟୁରୋ : କଥାରେ ଅଛି ଗାଁ ପରିମଳ ଧୋବା ତୁଠରୁ । ଗାଁ ମୁଣ୍ଡକୁ ଦେଖିଲେ ପରିଚ୍ଛନତା ଅନୁମାନ କରିହୁଏ । ତେଣୁ ସରକାର ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ପାଇଖାନା ଅଛି, ହେଲେ କାମରେ ଲାଗୁନି । ଆଉ ବାଜିରେ ଲାଗିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ…

ବାପା ଗଲା ପରେ… ଅସହାୟ ମାଆ ମୁଣ୍ଡରେ ବାପଛେଉଣ୍ଡ ଝିଅଙ୍କ ଦାୟିତ୍ୱ । ଅଭାବ ପାଇଁ ବଡ ଝିଅ ପାଠ ଛାଡିଲା. ସାନ…

କନକ ବ୍ୟୁରୋ: ତତଲା ତେଲରେ ବରା ନୁହେଁ ବରଂ ପିଲାଙ୍କ ଭବିଷ୍ୟତ ଛାଣେ ମାଆ । ନିଆଁ ତେଲ ସହ ମାଆ ଯେତେଯେତେ କସରତ କରେ ପିଲାଙ୍କ ପାଠ ପଢା ପାଇଁ ସେତେସେତେ ଫର୍ଚ୍ଚା ହୁଏ ଆଶାର କିରଣ । କାରଣ ବାପା ମଲା ପରେ ମାଆ ହିଁ ସାଜିଛି ବାପା । ଆଉ ଦୁଇ ଝିଅଙ୍କୁ ବଡ ମଣିଷ କରିବାକୁ ମାଆ ବିକୁଛି ବରା ।…

ସପ୍ତାହେ ଭିତରେ ଚୋର ଧରାପଡିଲା । ଚୋରି ହୋଇଥିବା ୫ ଲକ୍ଷ ଟଙ୍କାର ସୁନା ଓ ରୂପା ଜବତ କଲା ବ୍ରଜରାଜନଗର ପୋଲିସ । 

କନକ ବ୍ୟୁରୋ : ବ୍ରଜରାଜନଗର ଥାନା ଅନ୍ତର୍ଗତ ବାଲିପୁଟ ଗ୍ରାମରେ ସନ୍ତୋଷ  ନାଏକଙ୍କ ଘରୁ ଗତ ୧୨ତାରିଖ ରାତିରେ ଚୋରି ହୋଇଥିବା ୫ଲକ୍ଷ ଟଙ୍କା ସହିତ ସୁନା ଓ ରୂପା  ଗହଣାକୁ ଜବତ କରିବାରେ ପୁଲିସ ସଫଳ ହୋଇଛି।  ଏହି ଚୋରି ଘଟଣାରେ ସମ୍ପୃକ୍ତ ଥିବା ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ…

ମୌସୁମୀ ଅଧିବେଶନ ନେଇ ସାଂସଦ ଅପରାଜିତାଙ୍କ ପ୍ରତିକ୍ରିୟା : କହିଲେ, ସଂସଦରେ ଓଡିଶାର ବିଭିନ୍ନ ସମସ୍ୟା ଉପସ୍ଥାପନ…

କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ସଂସଦର ମୌସୁମୀ ଅଧିବେଶନ ବସିବ । ଜୁଲାଇ ୧୯ ତାରିଖରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ । ଏଥିରେ ୧୯ଟି କାର୍ଯ୍ୟଦିବସ ରହିଛି । ତେବେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଉପରେ ସମସ୍ତ ପ୍ରସଙ୍ଗ ଏବଂ ଓଡ଼ିଶାର ବିଭିନ୍ନ ସମସ୍ୟା ଉପସ୍ଥାପନ କରିବି ବୋଲି…