Daily Archives

July 17, 2021

କ୍ୟାବିନେଟ ବୈଠକରେ ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର । ୩ ଜିଲ୍ଲାରେ ପାନୀୟ ଜଳଯୋଗାଣ ପ୍ରକଳ୍ପକ ଅନୁମୋଦନ, ସିଇଟି…

କନକ ବ୍ୟୁରୋ : ସରିଲା କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟ କ୍ୟାବିନେଟ ବୈଠକରେ ଓଡ଼ିଶା ଷ୍ଟେଟ ୱାଇଡ ଏରିଆ ନେଟୱର୍କ ପ୍ରକଳ୍ପର ଅପ-ଗ୍ରେଡେସନକୁ ଅନୁମୋଦନ କରିଛି କ୍ୟାବିନଟ । ରାଜ୍ୟର ଆଇଟି…

ବଢିଲା ଭାରତୀୟ ନୌସେନାର ଶକ୍ତି । ସେନାରେ ସାମିଲ ହେଲା ଆମେରିକା ନିର୍ମିତ ଏମଏଚ୍-୬୦- ଆର ରୋମିଓ ଲଢୁଆ ହେଲିକପ୍ଟର

କନକ ବ୍ୟୁରୋ : ଦେଶର ସୀମା ସୁରକ୍ଷାକୁ ମଜଭୁତ କରିବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି । ଏହି କ୍ରମରେ ଆଜି ଭାରତୀୟ ନୌସେନାରେ ସାମିଲ ହୋଇଛି ଆମେରିକା ନିର୍ମିତ ଏମଏଚ୍-୬୦ ଆରର ୨ ଟି ରୋମିଓ ମଲଟିରୋଲ ହେଲିକପ୍ଟର । ଶୁକ୍ରବାର ନର୍ଦନ ଆଇଲାଣ୍ଡସ୍ଥିତ ଆମେରିକା ନୌସେନା ଘାଟିରେ ଅନୁଷ୍ଠିତ ଏକ…

୧୮ ବର୍ଷ ପରେ ପୁଣି ଫେରିଲା ମଙ୍କିପକ୍ସ ଭୂତାଣୁ । ଆମେରିକାରେ ଜଣେ ବ୍ୟକ୍ତି ଆକ୍ରାନ୍ତ ।

କନକ ବ୍ୟୁରୋ : ପ୍ରାୟ ଦୁଇ ଦଶନ୍ଧି ପରେ ପ୍ରଥମ ଥର ପାଇଁ ଆମେରିକାର ଟେକ୍ସାସରେ ଜଣେ ବ୍ୟକ୍ତି ‘ମଙ୍କିପକ୍ସ’ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଏହି ଭୂତାଣୁ ଏତେ ପ୍ରଭାବୀ ହୋଇନଥିଲେ ମଧ୍ୟ ଏହା ଜଣଙ୍କଠାରୁ ଆଉ ଜଣଙ୍କୁ ବ୍ୟାପିବାର ଆଶଙ୍କା ରହିଛି । ସାରା ବିଶ୍ୱ ଏବେ କରୋନା ଭଳି ଭୂତାଣୁ ସହ…

ବଢିବ କୋଭିସିଲ୍ଡ ଓ କୋଭାକ୍ସିନର ଦାମ । ଅଧିକ ଦାମ ଦେଇ ୬୬ କୋଟି ଖୋରାକ କିଣିବେ ସରକାର

କନକ ବ୍ୟୁରୋ : କୋଭିସିଲ୍ଡ ଓ କୋଭାକ୍ସିନ ଟିକାର ଦାମ ବଢାଇବାକୁ ନିର୍ମାତା କମ୍ପାନୀମାନେ ଦାବି କରିଥିବା ବେଳେ ଏହାକୁ ସରକାର ସ୍ୱୀକାର କରିଛନ୍ତି । ଏହି ଦୁଇଟି ଟିକା ନିର୍ମାତା କମ୍ପାନୀର ଟିକା ଦାମ ବଢାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା…

ମାଧ୍ୟମିକ ପରିଷଦର ବଡ ନିଷ୍ପତ୍ତି । ବୋର୍ଡ ଆପଣାଇବ  ସିସିଇ ବ୍ୟବସ୍ଥା, ଫାଇନାଲ ପରୀକ୍ଷା ନହେଲେ ଏମିତି ମିଳିବ ମାର୍କ?

କନକ ବ୍ୟୁରୋ : ମାଧ୍ୟମିକ ଶିକ୍ଷା ପରିଷଦର ବଡ ନିଷ୍ପତି । ମୂଲ୍ୟାଙ୍କନ ପାଇଁ ପ୍ରଥମଥର ସିସିଇ ବ୍ୟବସ୍ଥା ଆପଣାଇବ ମାଧ୍ୟମିକ ଶିକ୍ଷା ପରିଷଦ । ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଆସେସମେଣ୍ଟର ବ୍ୟବସ୍ଥା ରହିବ । ତେଣୁ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ସବୁ ପରୀକ୍ଷାକୁ ଗୁରତ୍ୱ ଦିଅନ୍ତୁ…

ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ଖୋଲିବାକୁ ଯୋଜନା । ଯଦି ସ୍ଥିତି ଠିକ ରହେ ତେବେ ଅଗଷ୍ଟ ୧୬ରୁ ଖୋଲିବ ନବମ ଶ୍ରେଣୀ ।

କନକ ବ୍ୟୁରୋ: ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ଖୋଲିବାକୁ ଯୋଜନା । ଯଦି ସ୍ଥିତି ଠିକ ରହେ ତେବେ ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ମଧ୍ୟ ଖୋଲାଯିବ । ସେହିପରି ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ସେପ୍ଟେମ୍ବର ୧୫ ପରଠାରୁ କରିବାକୁ ଯୋଜନା କରାଯାଉଛି । ସେହିପରି ସିବିଏସଏଇ ଓ ଅନ୍ୟ ବୋର୍ଡର ମାଟ୍ରିକ…