Daily Archives

July 16, 2021

ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଅନୁରୋଧ । କହିଲେ, ରାଜ୍ୟରେ ରହିଛି କମ ସଂଖ୍ୟକ ଘରୋଇ ହସ୍ପିଟାଲ, ଓଡ଼ିଶା ସରକାରଙ୍କୁ…

କନକ ବ୍ୟୁରୋ: କରୋନା ସଂକ୍ରମଣ ନେଇ ପ୍ରଧାନମନ୍ତ୍ରୀ ସହ ଆଲୋଚନା ବେଳେ ରାଜ୍ୟର ସ୍ଥିତି ସଂପର୍କରେ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ରାଜ୍ୟ ସରକାରଙ୍କୁ ୯୫ ପ୍ରତିଶତ ଟିକା ଓ ଘରୋଇ କ୍ଷେତ୍ରକୁ ୫ ପ୍ରତିଶତ ଟିକା ଦେବାକୁ ଦାବି କରିଛନ୍ତି ନବୀନ । ଏହି ଅନୁପାତରେ…

ଇଞ୍ଜିନିୟରଙ୍କ ଅଜାଣତରେ ଆବାସ ଘର । ଥିଲାବାଲାଙ୍କ ନାଁରେ ଘର କାର୍ଯ୍ୟାଦେଶ ଆଣି ଟଙ୍କା ହଡପ କରୁଛନ୍ତି ଅସାଧୁ ଅଧିକାରୀ…

କନକ ବ୍ୟୁରୋ: ଗରିବ ଲୋକମାନଙ୍କ ପାଇଁ ବିଜୁ ପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା । କୁଡିଆରେ ରହୁଥିବା ଲୋକଙ୍କ ମୁଣ୍ଡ ଉପରେ ଛାତ ଯୋଗାଇବା ପାଇଁ ଯୋଜନା । ହେଲେ ପ୍ରକୃତ ହିତାଧୀକାରି ଘର ପାଇବାରୁ ବଂଚିତ ହେଉଥିବା ବେଳେ ଥିଲାବାଲାଙ୍କ ନାଁରେ ଘର କାର୍ଯ୍ୟାଦେଶ ଆଣି ଟଙ୍କା ହଡପ କରି…

ଦେଶ ପାଇଁ ଗୌରବ ଆଣିଲେ ଆଉଜଣେ ଭାରତୀୟ ମହିଳା । ଅନ୍ତରୀକ୍ଷ ଯିବାକୁ ଥିବା ରକେଟରେ ଇଂଜିନିୟର ଭାବେ ସାମିଲ ହେଲେ ସଂଜଲ…

କନକ ବ୍ୟୁରୋ : ମହାରାଷ୍ଟ୍ରର ଏକ ଛୋଟ ସହର କଲ୍ୟାଣରୁ ଯାଇ ସଂଜଲ ଗାୱଡେ ପ୍ରଥମେ ମର୍କରୀ ମରୀନ ରେସିଂ କାର ଡିଜାଇନ କରିଥିଲେ । ଏହାପରେ ଆମେରିକାରେ ଅନ୍ତରୀକ୍ଷ ଯିବାକୁ ଥିବା ରକେଟ ପ୍ରସ୍ତୁତ କରୁଥିବା ଟିମରେ ଭାଗ ନେଇ ଏବେ ତାଙ୍କ ସ୍ୱପ୍ନ ପୁରା କରିଛନ୍ତି । ଜୁଲାଇ ୨୦ ତାରିଖରେ ବ୍ଲୁ…

କରୋନା ଭୂତାଣୁର ତୃତୀୟ ଲହର ସଂକ୍ରମଣକୁ ନେଇ କେନ୍ଦ୍ରର ଚେତାବନୀ । ଆଗାମୀ ୧୦୦-୧୨୫ ଦିନ ଗୁରୁତ୍ୱପୂର୍ଣ୍ଣ

କନକ ବ୍ୟୁରୋ : କରୋନା ଭୂତାଣୁକୁ ନେଇ କେନ୍ଦ୍ର ପୁଣିଥରେ ଦେଶବାସୀଙ୍କୁ ସତର୍କ କରାଇଛି । ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର କୁହାଯାଇଛି ଆଗାମୀ ୧୦୦-୧୨୫ ଦିନ ବେସ୍ ଗୁରୁତ୍ୱପୂର୍ଣ୍ଣ । କହିରଖୁ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ଦେଶବାସୀଙ୍କୁ କୋଭିଡ କଟକଣା ପାଳନ କରିବାକୁ…

ଲୁହା ଶିକୁଳିରେ ବନ୍ଧା ପଡିଛ ମାଆର ମମତା ମାନସିକ ବିକାରଗ୍ରସ୍ତ ଭେଣ୍ଡିଆ ପୁଅକୁ ବନ୍ଧି ରଖିଛନ୍ତି ବରଗଡର ହାରା ମୁଦୁଲି…

କନକ ବ୍ୟୁରୋ: ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ସହରା ଟିକାର ଅସହାୟ ମହିଳା ହାରା ମୁଦୁଲି । ସମ୍ପୂର୍ଣ୍ଣ ଭୂମିହୀନ, ଘର ନାହିଁ, ଦୁଇ ବର୍ଷ ପୂର୍ବରୁ ସ୍ୱାମୀଙ୍କ ମୃତ୍ୟୁ ହେବା ପରେ ଏବେ ପର ଘରେ ନିଜର ମାନସିକ ବିକାରଗ୍ରସ୍ତ ପୁଅକୁ ନେଇ ଆଶ୍ରୟ ନେଇଛନ୍ତି । ତେବେ ପୁଅର ଅବସ୍ଥା ଏମିତି ଯେ ତାର…

ପରିବା ଗାଁରେ ଶସ୍ତା-ବଜାରରେ ମହରଗ । ଚାଷୀଙ୍କୁ ଡରାଉଛି ପୋଲିସ, ଲାଠି ଭୟରେ ବିକି ପାରୁନି ପରିବା । ବିଲମୁଣ୍ଡକୁ…

କନକ ବ୍ୟୁରୋ: ଚାଷୀଙ୍କୁ ଡରାଉଛି ପୋଲିସ ଲାଠି ,ଭୟରେ ବିକି ପାରୁନି ପନିପରିବା । ଶଢୁଛି ବିଲରେ ଘରେ କୁଇଣ୍ଟାଲ କୁଣଣ୍ଟାଲ ପରିବା । ଲକଡାଉନ ସଟଡାଉନ ଯୋଗୁଁ ଚାଷୀ ବଜାରରେ ବିକି ପାରୁନି ପରିବା । ପୋଲିସ ଭୟରେ ବେପାରୀ ଆସୁ ନାହାନ୍ତି ବିଲ ମୁଣ୍ଡକୁ । ସରକାରଙ୍କ ଚାଷୀ କୋହଳ ନିତି ନିଆଳି…