Daily Archives

July 15, 2021

ପ୍ରଥମ ଡୋଜ୍ ଟିକାନେଲେଣି ୯୦ ପ୍ରତିଶତ ରାଜଧାନୀବାସୀ । ତଥାପି କାହିଁକି ଖୋଲୁନି ଭୁବନେଶ୍ୱର?

କନକ ବ୍ୟୁରୋ: ରାଜ୍ୟ ସରକାର ପୁଣି ଆଂଶିକ ତାଲାବନ୍ଦ ଅବଧିକୁ ବଢାଇ ଦେଇଛନ୍ତି । ହେଲେ ‘କ୍ୟାଟାଗୋରୀ –ବି’ରେ ଥିବା ଭୁବନେଶ୍ୱରରେ କଟକଣା ଜାରି ରହିବ । ସପ୍ତାହାନ୍ତ ସଟଡାଉନ ସମେତ ଅପରାହ୍ନ ୫ଟା ପରେ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ । କିନ୍ତୁ ପ୍ରଶ୍ନ ହେଉଛି ଦେଶର ଅନ୍ୟ ବଡ ସହର…

ରାଷ୍ଟ୍ରୀୟ ରାଜନୀତିରେ ମମତା । ଜୁଲାଇ ୨୫ ରେ ଦିଲ୍ଲୀରେ ବିରୋଧୀଦଳ ନେତାଙ୍କୁ ସାକ୍ଷାତ କରିବା ନେଇ ଅଟକଳ

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିପୁଳ ସଂଖ୍ୟାରେ ବିଜୟ ପରେ ଏବେ ରାଷ୍ଟ୍ରୀୟ ରାଜନୀତି ପ୍ରତି ଇଚ୍ଛା ପ୍ରକାଶ କରିଛନ୍ତି ମମତା ବାନାର୍ଜୀ । ତୃତୀୟଥର ମୁଖ୍ୟମନ୍ତ୍ରୀ ହେବା ପରେ ଜୁଲାଇ ୨୫ ତାରିଖରେ ସେ ପ୍ରଥମଥର ପାଇଁ ଦିଲ୍ଲୀ ଆସୁଛନ୍ତି ବୋଲି ସୂଚନା ମିଳିଛି । ଏହି…

ଆଗାମୀ ୩ଦିନ ଯାଏଁ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ କରାଇଲା…

କନକ ବ୍ୟୁରୋ: ଆଗାମୀ ୩ଦିନ ଯାଏଁ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ସୁବର୍ଣ୍ଣପୁର, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର ଓ ମୟୁରଭଞ୍ଜ । ଉକ୍ତ ଜିଲ୍ଲାଗୁଡ଼ିକୁ କାଳବୈଶାଖୀ ପାଇଁ ୟେଲୋ…

ଗୁଜୁରାଟରେ ଅତ୍ୟାଧୁନିକ ରେଲୱେ ଷ୍ଟେସନ । ଉପରେ ୫ ଷ୍ଟାର ହୋଟେଲ, ତଳେ ରେଲୱେ ଷ୍ଟେସନ । ଆସନ୍ତା କାଲି ପ୍ରଧାନମନ୍ତ୍ରୀ…

କନକ ବ୍ୟୁରୋ: ରେଲୱେ ଷ୍ଟେସନ କହିଲେ ଆମ ମନକୁ ଆସିଥାଏ ପ୍ଲାଟଫର୍ମ, ଆଉ କେତୋଟି ହାତଗଣତି ଦୋକାନ । ହେଲେ ଆମେ ଆପଣଙ୍କୁ ଏମିତି ଏକ ରେଲୱେ ଷ୍ଟେସନ ଦେଖାଇବୁ ଯାହା ହୁଏତ ଆପଣ ଆଗରୁ କେବେ ବି ଦେଖି ନଥିବେ । କାରଣ ରେଲୱେ ଷ୍ଟେସନରେ ଏଭଳି ଅତ୍ୟାଧୁନିକ ସେବା ଦେଶରେ କେଉଁଠି ବି ନାହିଁ । ତଳେ…

ଉପ-ବାଚଷ୍ପତିଙ୍କ କାର ଉପରକୁ ଆକ୍ରମଣ ଘଟଣା । ୧୦୦ କୃଷକଙ୍କ ନାମରେ ରାଜଦ୍ରୋହ ମାମଲା ରୁଜୁ କଲା ହରିଆଣା ପୋଲିସ

କନକ ବ୍ୟୁରୋ : ହରିଆଣା ବିଧାନସଭାର ଉପ-ବାଚଷ୍ପତିଙ୍କ କାର ଉପରକୁ ଆକ୍ରମଣ ଘଟଣାରେ ୧୦୦ ଜଣ କୃଷକଙ୍କ ଉପରେ ରାଜଦ୍ରୋହ ମାମଲା ରୁଜୁ କରିଛି ରାଜ୍ୟ ପୋଲିସ । ଅଭିଯୋଗ ହୋଇଥିଲା କି ବିବାଦିତ କୃଷି ଆଇନକୁ ବିରୋଧ କରିବା କ୍ରମରେ ଡେପୁଟି ସ୍ପିକର ରଣବୀର ଗଙ୍ଗବାଙ୍କ ଗାଡି ଉପରକୁ ୧୦୦ ରୁ ଅଧିକ…

ବଦଳିଲା ନାଇଟ କର୍ଫ୍ୟୁ ସମୟ । ଜାଣନ୍ତୁ କାଟାଗୋରୀ-ଏ ଓ କାଟାଗୋରୀ-ବି ଜିଲ୍ଲାରେ କେତେଟାରୁ କେତେଟା ହେବ ନାଇଟ କର୍ଫ୍ୟୁ…

କନକ ବ୍ୟୁରୋ: ରାଜ୍ୟରେ ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନ ଜାରି ହୋଇଛି । ଏହାସହ ନାଇଟ କର୍ଫ୍ୟୁ ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି । କାଟାଗୋରୀ-ଏ ଜିଲ୍ଲାରେ ରାତି ୮ଟାରୁ ସକାଳ ୬ଟା ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ । ସେହିପରି କାଟାଗୋରୀ-ବି ଜିଲ୍ଲାରେ ସନ୍ଧ୍ୟା ୫ଟାରୁ ସକାଳ ୬ଟା ଯାଏଁ…