Daily Archives

July 13, 2021

ଜନସଂଖ୍ୟା ନିୟନ୍ତ୍ରଣ ଆଇନକୁ ନେଇ କେଉଁଠି ସମର୍ଥନ ତ କେଉଁଠି ବିରୋଧ । ସଂଜୟ ରାୱତ କହିଲେ ଏମିତି କଥା

କନକ ବ୍ୟୁରୋ : ଦେଶରେ ଏବେ ଜନସଂଖ୍ୟା ନିୟନ୍ତ୍ରଣ ଆଇନକୁ ନେଇ ରାଜନୈତିକ ଦଳମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଏହାରି ମଧ୍ୟରେ ଶିବସେନା ସାଂସଦ ତଥା ଦଳର ପ୍ରବକ୍ତା ଯୋଗୀଙ୍କ ଜନସଂଖ୍ୟା ନିୟନ୍ତ୍ରଣ ଆଇନକୁ ସମର୍ଥନ ଜଣାଇ ପୁଣିଥରେ ବିଜେପି ଓ ଶିବସେନା ମଧ୍ୟରେ ଥିବା ସଂପର୍କକୁ…

କରୋନା ପାଇଁ ଏବର୍ଷ ବି ବନ୍ଦ ହେଲା ବୋଲବମ୍ ଯାତ୍ରା । ସଂକ୍ରମଣକୁ ଆଖି ଆଗରେ ରଖି ବଡ ନିଷ୍ପତ୍ତି ନେଲେ ରାଜ୍ୟ ସରକାର ।

କନକ ବ୍ୟୁରୋ: କରୋନା ପାଇଁ ଏବର୍ଷ ବି ବନ୍ଦ ହେଲା ବୋଲବମ ଯାତ୍ରା । ରାଜ୍ୟ ସରକାର ଚଳିତ ବର୍ଷ ପାଇଁ ବୋଲବମ୍ ଯାତ୍ରା ଉପରେ ରୋକ୍ ଲଗାଇଛନ୍ତି । ସ୍ପେଶାଲ୍ ରିଲିଫ୍ କମିସନର ଏନେଇ ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରିବା ସହିତ ଶ୍ରାବଣ ମାସରେ କୌଣସି କାଉଡିଆ ଭକ୍ତ ପାଣିଭାର ନେଇପାରିବେ ନାହିଁ…

ଟୋକିଓ ଅଲିମ୍ପିକ ପୂର୍ବରୁ ଦୂତୀ ଚାନ୍ଦଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ । କହିଲେ, ସାରା ଦେଶ ତାଙ୍କୁ ଟୋକିଓ…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟୋକିଓରେ ହେବାକୁ ଥିବା ଅଲିମ୍ପିକରେ ଦେଶର ପ୍ରତିନିଧିତ୍ୱ କରୁଥିବା ଭାରତୀୟ କ୍ରୀଡ଼ାବିତଙ୍କ ସହ କଥା ହୋଇଛନ୍ତି। ଓଡ଼ିଶାରୁ ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଦୌଡରାଣୀ ଦୂତୀ ଚାନ୍ଦଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ କଥା…

ବିଦ୍ୟୁତ ଦରବୃଦ୍ଧି ପ୍ରସଙ୍ଗ ନେଇ ବିଜେପି ସଭାପତିଙ୍କ ପ୍ରେସମିଟ୍ ପରେ ଉତ୍ତର ରଖିଲା ବିଜେଡି । କହିଲେ ବିଜେପି ସଭାପତି…

କନକ ବ୍ୟୁରୋ: ସାମ୍ବାଦିକ ସମ୍ମିଳନୀରେ ବିଦ୍ୟୁତ ଦରବୃଦ୍ଧି ପ୍ରସଙ୍ଗ ଉଠାଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତ ଆଜି ନିଜ ଦଳକୁ ହିଁ ଅଡୁଆରେ ପକାଇ ଦେଇଛନ୍ତି । ପେଟ୍ରୋଲ ଓ ଡିଜେଲ୍ ସମେତ ସାଧାରଣ ଖାଉଟି ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ହେତୁ ସାଧାରଣ ଲୋକେ ତାଙ୍କ ଦଳ ଉପରେ ଏବେ…

ଚୀନ କମ୍ୟୁନିଷ୍ଟ ପାର୍ଟିରେ ସାମିଲ ହୋଇପାରନ୍ତି ଜ୍ୟାକି ଚାନ୍ । ସିପିସିକୁ ନେଇ କହିଲେ ଏମିତି କଥା

କନକ ବ୍ୟୁରୋ : ପ୍ରଖ୍ୟାତ ହଲିଉଡ କଳାକାର ଜ୍ୟାକି ଚାନ ଚୀନ କମ୍ୟୁନିଷ୍ଟ ପାର୍ଟିରେ ଯୋଗ ଦେଇ ପାରନ୍ତି । ଜ୍ୟାକି ଚାନ୍ ପ୍ରଥମରୁ ହଙ୍ଗକଙ୍ଗରେ ଚୀନର ଦମନକାରୀ ନିତୀକୁ ସମର୍ଥନ କରିଥିଲେ । ଏକ ସାମ୍ବାଦିକ ସମ୍ମିଳନୀରେ ଜ୍ୟାକି ଦେଇଥିବା ବୟାନରୁ ଅନୁମାନ କରାଯାଉଛି କି ସେ ଚୀନ କମ୍ୟୁନିଷ୍ଟ…

ଇତିହାସ ରଚିଲେ ଦୀପକ କାବରା । ଅଲମ୍ପିକ ପାଇଁ ଜିମ୍ନାଷ୍ଟିକ ଜଜ୍ ଭାବେ ନିର୍ବାଚିତ ହେବାର ପ୍ରଥମ ଭାରତୀୟ

କନକ ବ୍ୟୁରୋ : ଭାରତରେ ଜିମ୍ନାଷ୍ଟିକ୍ ଜଜ୍ ଭାବେ କାମ କରିଥିବା ଦୀପକ କାବରା ଏବେ ଟୋକିଓ ଅଲମ୍ପିକ୍ସରେ ଆଣ୍ଟିଷ୍ଟିକ ଜିମ୍ନାଷ୍ଟିକରେ ଜଜ୍ ଭାବେ ସାମିଲ ହୋଇଛନ୍ତି । ପ୍ରଥମ ଥର ପାଇଁ ଅଲମ୍ପିକ୍ସରେ ଜଜ୍ ଭାବେ ଭାରତରୁ ଦୀପକ କାବରା ସାମିଲ ହୋଇଛନ୍ତି । ଅଲମ୍ପିକ୍ସ ଗେମର ମୁକାବିଲା ଜୁଲାଇ ୨୩…