Daily Archives

July 10, 2021

କ୍ରୀଡା ପ୍ରଶିକ୍ଷକ ନାଗରାଜନଙ୍କ ଉପରେ ୭ ମହିଳା କ୍ରୀଡାବିତଙ୍କ ଅଭିଯୋଗ । ଫିଜିଓଥେରାପି ବାହାନାରେ କରୁଥିଲେ ଅଶାଳୀନ…

କନକ ବ୍ୟୁରୋ : କ୍ରୀଡା ପ୍ରଶିକ୍ଷକ ପି. ନାଗରାଜନଙ୍କ ଉପରେ ଅନେକ ମହିଳା କ୍ରୀଡାବିତ ଯୌନ ଉତ୍ପୀଡନ ଭଳି ଅଭିଯୋଗ ଆଣୁଛନ୍ତି । ଏନେଇ ତାଙ୍କ ବିରୋଧରେ ପୂର୍ବରୁ ବି ଯାଂଚ ଚାଲିଛି । ପୋଲିସର କହିବା ମୁତାବକ ଅଭିଯୁକ୍ତ ପ୍ରଶିକ୍ଷକ ଜଣଙ୍କ ଅନେକ ବର୍ଷ ହେବ ଏଭଳି କାରନାମା କରୁଛନ୍ତି । ଏହାରି…

ସାଆନ୍ତେଙ୍କ ପାଇଁ ସଜେଇ ହେଉଛି ଶ୍ରୀକ୍ଷେତ୍ର । ଆଉ ଦିନକ ପରେ ରଥାରୁଢ ହେବେ ମହାପ୍ରଭୁ । ରଥ-ପଥ ପ୍ରସ୍ତୁତିରେ…

କନକ ବ୍ୟୁରୋ: ସାଆନ୍ତେଙ୍କ ପାଇଁ ସଜେଇ ହେଉଛି ଶ୍ରୀକ୍ଷେତ୍ର । କରୋନା କଟକଣା ଭିତରେ ରଥାରୁଢ ହେବେ ମହାବାହୁ । ଭାଇ-ଭଉଣୀଙ୍କୁ ସାଥିରେ ଧରି ଗୁଣ୍ଡିଚା ମନ୍ଦିରକୁ ଯିବେ କାଳିଆ ଠାକୁର । ଏଥିପାଇଁ ପ୍ରସ୍ତୁତି କରୁଛି ପୁରୀ ପ୍ରଶାସନ । ଆଉ ଦିନକ ପରେ ରଥାରୁଢ ହେବେ ଚତୁର୍ଦ୍ଧା ବିଗ୍ରହ ।…

ପାନ ବେପାରୀଙ୍କୁ ପୋଲିସ ଡର । କରୋନା ଖାଇଗଲା ପାନ ବ୍ୟବସାୟ । ଚାଷ ପ୍ରତି ବିମୁଖ ହେଉଛନ୍ତି ଚାଷୀ ।

କନକ ବ୍ୟୁରୋ: ପାନ ବେପାରୀଙ୍କୁ ପୋଲିସ ଡର । କରୋନା ଖାଈଗଲା ପାନ ବ୍ୟବସାୟ । ଚାଷ ପ୍ରତି ବିମୁଖ ହେଉଛନ୍ତି ଚାଷୀ । କାରଣ ଦୀର୍ଘ ୨ ବର୍ଷ ହେଲା କରୋନା ଯୋଗୁଁ ଉପକୂଳ ଓଡିଶାର ପାନଚାଷୀ ପାନ ବିକ୍ରୀ କରି ପାରୁନାହାନ୍ତି । କେତେବେଳେ ଲକଡାଉନ୍ ପୁଣି କେତେବେଳେ ସଟଡାଉନ ଯୋଗୁଁ ହାଟ ବଜାର ବନ୍ଦ…

ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କ ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ । ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ଦୁଇ ଆତଙ୍କବାଦୀ…

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାର କବାରିଗାମ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ପ୍ରଥମେ ଆତଙ୍କବାଦୀ ମାନେ ପୋଲିସ ଓ ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ କରିଥିବା ବେଳେ…

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଜ୍ଞାନିକଙ୍କ ସୂଚନା । ଅଗଷ୍ଟ ମାସ ସୁଦ୍ଧା ଆପତକାଳୀନ ବ୍ୟବହାର ସୂଚିରେ ସାମିଲ ହୋଇପାରେ…

କନକ ବ୍ୟୁରୋ : ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭିଡ ନିରୋଧୀ ଟିକା କୋଭାକ୍ସିନକୁ ଆପତକାଳୀନ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୪ ରୁ ୬ ସପ୍ତାହ ମଧ୍ୟରେ ମଞ୍ଜୁରୀ ପ୍ରଦାନ କରିପାରେ । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରମୁଖ ବୈଜ୍ଞାନିକ ସୋମ୍ୟା ବିଶ୍ୱନାଥନ୍ ସୂଚନା ଦେଇଛନ୍ତି…

ଆବାସ ଯୋଜନାକୁ ନେଇ ବିଜେପି-ବିଜେଡି କଳି ଭିତରେ ସାମ୍ନାକୁ ଆସିଛି ଠିକାଦାରଙ୍କ ଚଂଚକତା । ଉମରକୋଟରେ ହିତାଧିକାରୀଙ୍କ…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେପି-ବିଜେଡି କଳି ଭିତରେ ସାମ୍ନାକୁ ଆସିଛି ଠିକାଦାରଙ୍କ ବଡଧରଣ ଚଂଚକତା । ଯୋଗ୍ୟ ହିକାଧିକାରୀଙ୍କ ଆବାସ ନିର୍ମାଣରେ ଦୁର୍ନୀତି ଅଭିଯୋଗ କରି ବିଜେପି ବ୍ଲକ ଅଫିସ ଘେରାଉ କରୁଛି । ଆଉ ଏତିକି ବେଳେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍…