Daily Archives

July 9, 2021

ଦେଶ ପାଇଁ ଆଉ ଏକ ବିପଦ, କେରଳରେ ୧୪ ଜଣଙ୍କ ଠାରେ ‘ଜିକା’ ଭୂତାଣୁ ଚିହ୍ନଟ । କରୋନା କଟକଣା କୋହଳ ପରେ ବଢୁଛି ଦୈନିକ…

କନକ ବ୍ୟୁରୋ : କେରଳରେ ପୁଣି ଆଉ ଏକ ଭୂତାଣୁ ସଂକ୍ରମଣ । ରାଜ୍ୟରେ ୧୪ ଜଣଙ୍କ ଠାରେ ଚିହ୍ନଟ ହୋଇଛି ‘ଜିକା’ ଭୂତାଣୁ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି କି କରୋନା କଟକଣା କୋହଳ ହେବା ପରେ ରାଜ୍ୟରେ ଦୈନିକ ସଂକ୍ରମଣ…

ଚିରାଗ ପାସୱାନଙ୍କୁ ଦିଲ୍ଲୀ ହାଇକୋର୍ଟର ଝଟକା । ଲୋକସଭା ବାଚଷ୍ପତ୍ତିଙ୍କ ନିଷ୍ପତ୍ତି ବିରୋଧରେ କରିଥିବା ଆବେଦନ ଖାରଜ ।

କନକ ବ୍ୟୁରୋ : ଚିରାଗ ପାସୱାନଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ ଝଟକା ଲାଗିଛି । ଚିରାଗ ପାସୱାନଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଦିଲ୍ଲୀ ହାଇକୋର୍ଟ କହିଛନ୍ତି କି ଚିରାଗଙ୍କ ଆବେଦନର କୌଣସି ଆଧାର ନାହିଁ  । ଏହି ମାମଲା ଏବେ ଲୋକସଭା ବାଚଷ୍ପତ୍ତିଙ୍କ ନିକଟରେ ନିକଟରେ…

ରାଇରଙ୍ଗପୁର ବହଳଦା ବ୍ଲକ୍ ଡିବାକଚା ଗାଁ । ସ୍ୱାଧିନତାର ୭ ଦଶନ୍ଧି ପରେ ବି ପହଞ୍ଚି ପାରିନି ମୌଳିକ ସୁବିଧା ।

କନକ ବ୍ୟୁରୋ: ସ୍ୱାଧିନତାର ୭୪ ବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ଆଦିମ ଜନଜାତି । ଆଦିମ ଜନଜାତି ଖଡିଆଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ନେଇ ସରକାରଙ୍କ ମାଳ ମାଳ ଯୋଜନା, ହେଲେ ପକ୍ରୃତ ହିତାଧିକାରୀ ଏହାର ସୁଫଳ ପାଇ ପାରୁନାହାଁନ୍ତି । ଏହାର ଜ୍ୱଳନ୍ତ ଉଦାହାରଣ ଦେଖିବାକୁ ମିଳିଛି…

ଏ ଏମିତି ଜଣେ ସରପଞ୍ଚ ଯିଏ ୫ ବର୍ଷରେ ୫ ଥର ଯାଇଛନ୍ତି ପଞ୍ଚାୟତ ଅଫିସ । କୁଡିଆରେ ରହୁଛନ୍ତି, ପୁଅ ଖଟୁଛନ୍ତି ଦାଦନ ।

କନକ ବ୍ୟୁରୋ: ଝାଟିମାଟି ଘରେ ସରପଞ୍ଚ । ପଂଚାୟତରେ କଣ ହେଉଛି, କେତେ କାମ ଆସୁଛି କେତେ ଟଙ୍କା ଅସୁଛି ସରପଂଚ ପାଖରେ ଖବର ନଥିବା ବେଳେ କେବଳ ନାମକୁ ମାତ୍ର ସରପଞ୍ଚ କରି ପଂଚାୟତ ଚଳାଉଛନ୍ତି ଅଫିସର । ସରପଞ୍ଚ ଙ୍କ ବିନା ଦସ୍ତଖତରେ ମଧ୍ୟ ହେଇଯାଉଛି ଉନ୍ନୟନ ମୂଳକ କାମର ବିଲ । ଝାଟିମାଟି ଘରେ…

ସତର୍କ ନହେଲେ ସଂକ୍ରମଣ ପୁଣି ବଢିବ । ବ୍ରିଟେନ, ଋଷର ଉଦାହରଣ ଦେଇ ବୁଝାଇଲେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ।

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଚାଲିଛି । କଟକଣା ମଧ୍ୟ କୋହଳ ହୋଇଛି । କିନ୍ତୁ ଏହି କୋହଳ କଟକଣା ଭିତରେ ସତର୍କତା ଅବଲମ୍ବନ ନକଲେ ପୁଣିଥିରେ ସଂକ୍ରମଣ ମାଡି ଆସିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ…

ତାଲିକାରେ ନାଁ ଥାଇ ବି ମିଳୁନି ଇନ୍ଦିରା ଆବାସ । ଭଙ୍ଗା ଘର ଛାଡି ସଂପର୍କୀୟଙ୍କ ଘରେ ଆଶ୍ରୟ ନେଇଛନ୍ତି ବାସହରା

କନକ ବ୍ୟୁରୋ: ତାଲିକାରେ ନାଁ ରହିଛି, ତଥାପି ମିଳୁନି ଇନ୍ଦିରା ଆବାସ । ଭଙ୍ଗା ଦଦରା ଅବସ୍ଥାରେ ଚାଳଘର ଛାଡି ବାଧ୍ୟ ହୋଇ ବାପଘରେ ଆଶ୍ରୟ ନେଇଛନ୍ତି ମହିଳା । ଏଦୁଃଖ ହେଉଛି ଢେଙ୍କାନାଳ ଜିଲ୍ଲା ଧଳପଡା ପଞ୍ଚାୟତ ଦର୍ଜନୀ ଗାଁର ରଘୁନାଥଙ୍କ ପରିବାରର । ଥିଲା ବାଲାକୁ ଘର ମିଳୁଛି, ହେଲେ…