Daily Archives

July 9, 2021

ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ଟାଉନରେ ଲାଗିବ କର୍ଫ୍ୟୁ । ୧୧ ତାରିଖ ରାତି ୮ଟାରୁ ୧୩ ତାରିଖ ରାତି ୮ଟା ଯାଏଁ…

କନକ ବ୍ୟୁରୋ: ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ଟାଉନରେ ଲାଗିବ କର୍ଫ୍ୟୁ । ୧୧ ତାରିଖ ରାତି ୮ଟାରୁ ୧୩ ତାରିଖ ରାତି ୮ଟା ଯାଏଁ କର୍ଫ୍ୟୁ । ଏହି ସମୟରେ ବଡଦାଣ୍ଡରେ ଗାଡି ଚଳାଚଳ ଉପରେ କଟକଣା । ବଡଦାଣ୍ଡରେ ଔଷଧ ଦୋକାନ ଖୋଲିବା ଉପରେ ମଧ୍ୟ ଲାଗିଛି କଟକଣା । ଏହି ସମୟରେ ବ୍ୟାଙ୍କ ଓ…

ଦାୟିତ୍ୱ ନେଉ ନେଉ ନୂଆ ଫର୍ମୁଲା ଆଣି ଚର୍ଚ୍ଚାରେ ଅଶ୍ୱିନୀ ବୈଷ୍ଣବ । ଏଣିକି ରେଳମନ୍ତ୍ରାଳୟରେ ଦୁଇ ସିଫ୍ଟରେ ହେବ…

କନକ ବ୍ୟୁରୋ: ମୋଦିଙ୍କ ଭିଜନରେ କିଭଳି ରେଳବାଇ ଆଗକୁ ବଢ଼ିବ ଓ କ୍ଷତି ଭରଣା ହେବା ସହ ଲାଭ ହେବ, ସେହି ଲକ୍ଷ୍ୟ ନେଇ କାର୍ଯ୍ୟ ଆରମ୍ଭ କରିଛନ୍ତି ନୂଆ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପ୍ରଥମ ଦିନରେ ନିଜ କାର୍ଯ୍ୟାଳୟରୁ ଆରମ୍ଭ କରିଛନ୍ତିି ପରିବର୍ତନର ନୂଆ ଫର୍ମୁଲା । ଅଧିକାରୀ ଓ କର୍ମଚାରୀଙ୍କ…

୫ ଜିଲ୍ଲାର ସଂକ୍ରମଣ ହାରକୁ ନେଇ ଚିନ୍ତାରେ ରାଜ୍ୟ ସରକାର । ଟୁଇନ୍ ସିଟିର କରୋନା ସଂଖ୍ୟା ଉଦବେଗଜନକ । 

କନକ ବ୍ୟୁରୋ: ରାଜ୍ୟରେ ଟେଷ୍ଟ ପଜିଟିଭ୍ ରେଟ୍ ୪ ପ୍ରତିଶତ ତଳକୁ ଖସିଥିଲେ ବି ଉପକୂଳ ଓ ଉତ୍ତର ଓଡ଼ିଶାର ସ୍ଥିତି ଏବେ ବି ଉଦବେଗଜନକ ରହିଛି । କଟକର ସଂକ୍ରମଣ ହାର ସର୍ବାଧିକ ୭.୯ ପ୍ରତିଶତ ରହିଛି, ଯାଜପୁର ଜିଲ୍ଲାର ସଂକ୍ରମଣ ହାର ମଧ୍ୟ ୭ ପ୍ରତିଶତ ଉପରେ ରହିଛି । ନୟାଗଡ଼ ଓ ବାଲେଶ୍ୱରର…

ନୂଆ ଜାତୀୟ ଶିକ୍ଷା ନୀତିର ଅଗ୍ରଗତି ନେଇ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶିକ୍ଷା ମନ୍ତ୍ରଣାଳୟର…

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ସ୍ୱୟଂଶାସିତ ସଂସ୍ଥା ମାନଙ୍କ ସହିତ ଆଲୋଚନା କରିଛନ୍ତି । ଏହାସହ ନୂଆ ଜାତୀୟ ଶିକ୍ଷା ନୀତି ୨୦୨୦(ଏନଇପି) କାର୍ଯ୍ୟକାରୀର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ଏହି…

ଦେଶରେ ମୋଟ ସଂକ୍ରମଣର ୫୦ ପ୍ରତିଶତ ମହାରାଷ୍ଟ୍ର ଓ କେରଳରୁ ହେଉଛନ୍ତି ଚିହ୍ନଟ । ତୃତୀୟ ଲହରର ମିଳୁଛି କି ସଂକେତ ?

କନକ ବ୍ୟୁରୋ: ଦେଶରେ ସଂକ୍ରମଣ କମି ଜୀବନ ଧାରା ସ୍ୱାଭାବିକ ହେଉଥିବା ବେଳେ, ମହାରାଷ୍ଟ୍ର ଆଉ କେରଳରୁ ଯେଉଁ ଖବର ଆସିଛି ତାହା ଚିନ୍ତାଜନକ । ଏହି ଦୁଇ ରାଜ୍ୟରୁ ସାରା ଦେଶର ୫୩% କେସ୍ ଚିହ୍ନଟ ହୋଇଛି । ମହାରାଷ୍ଟ୍ରରେ ୬୭୪୦କୁ କରୋନା ସଂଖ୍ୟା ଖସିବା ପରେ ଲଗାତର ତିନି ଦିନ ହେଲା ବଢିଚାଲିଛି…

ଆଇପିଏସ ସ୍ତରରେ ଅଦଳବଦଳ । ଅଖିଳେଶ୍ୱର ସିଂ ହେଲେ ଜଗସିଂହପୁର ଏସପି ।

କନକ ବ୍ୟୁରୋ: ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । ଏସ୍ ଦେବଦତ୍ତ ସିଂହ ପୁଲିସ ମୁଖ୍ୟାଳୟରେ ଆଇଜି ଭାବେ ନିଯୁକ୍ତି ପାଇଛନ୍ତି । ପିଏସ୍ ପୁରୁଷୋତ୍ତମ ଦାସଙ୍କୁ ନବରଙ୍ଗପୁର ଏସପି ଦାୟିତ୍ୱ ମିଳିଛି । ବରଗଡ଼ରେ ରାହୁଲ ଜୈନ ଏବଂ ଅଖିଳେଶ୍ୱର ସିଂହ ଜଗତସିଂହପୁରରେ ଏସପି ହୋଇଛନ୍ତି…