Daily Archives

July 8, 2021

ଆକାଶ ଛୁଆଁ ତେଲ ଦର । ପେଟ୍ରୋଲ ଓ ଡିଜେଲର ଦାମ କମାଇବାରେ ସମର୍ଥ ହେବେ କି ନୂଆ ତୈଳ ମନ୍ତ୍ରୀ । ଜାଣନ୍ତୁ କ’ଣ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଜୁଲାଇ ୭ ତାରିଖରେ ମନ୍ତ୍ରୀ ମଣ୍ଡଳରେ ବଡ ଧରଣର ଅଦଳ ବଦଳ କରିଛନ୍ତି । ଏହି କ୍ରମରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବଦଳରେ ପ୍ରଧାନମନ୍ତ୍ରୀ ହରଦୀପ୍ ସିଂ ପୁରୀଙ୍କୁ ତୈଳ ମନ୍ତ୍ରଣାଳୟର ଦାୟିତ୍ୱ ଦେଇଛନ୍ତି । ପୁରୀ ଏମିତି ସମୟରେ ତୈଳ ମନ୍ତ୍ରଣାୟର ଦାୟିତ୍ୱ…

ପୁଣି ତେଜିଲା ବର୍ଷା-ଅନୁଭବ ବିବାଦ । ବର୍ଷାଙ୍କ ବିରୋଧରେ ଅଭିଯୋଗ ଆଣି ପୁରୀଘାଟ ଥାନାରେ ଅଭିଯୋଗ କଲେ ଅନୁଭବ । 

କନକ ବ୍ୟୁରୋ: ଓଲିଉଡର ଚର୍ଚ୍ଚିତ ଯୋଡି ଅନୁଭବ-ବର୍ଷା ବିବାଦ ଲାଗି ରହିଥିବାବେଳେ ଆଜି ଏହି ଘଟଣାକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ଅନୁଭବ ଆଜି ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ବିରୋଧରେ ବର୍ଷା ଷଡଯନ୍ତ୍ର…

ବାବା ରାମଦେବଙ୍କୁ ଟକ୍କର ଦେବାକୁ ମୈଦାନରେ ତେଜ ପ୍ରତାପ । ଲାଲୁ ଓ ରାବଡୀଙ୍କ ନାମରେ ଖୋଲିଲେ ସ୍ୱଦେଶୀ ଭଣ୍ଡାର ।

କନକ ବ୍ୟୁରୋ : ଲାଲୁ ଯାଦବଙ୍କ ବଡପୁଅ ତଥା ଆରଜେଡି ନେତା ଏବେ ବାବା ରାମଦେବଙ୍କୁ ଟକ୍କର ଦେବେ । ବାବା ରାମଦେବଙ୍କ ପତଞ୍ଜଳୀ ଭଳି ତେଜ ପ୍ରତାପ ବଜାରକୁ ଦେଶୀ ପ୍ରଡକ୍ଟ ଆଣିଛନ୍ତି । ସେ ପ୍ରଥମେ ଧୂପ ଓ କସମେଟିକ୍ ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି । ବଜାରରେ ଏହି ପ୍ରଡକ୍ଟକୁ ଏଲ.ଆର (ଲାଲୁ,…

କୂଅ ଖୋଳି ଖାଇଗଲେ ପୁଳାପୁଳା ଟଙ୍କା । ସୁନ୍ଦରଗଡ କୁତ୍ରା ବ୍ଲକ୍ ଅଞ୍ଚଳରୁ ଆସିଲା କୂଅ ଖୋଳାରେ ଦୁର୍ନୀତି ଅଭିଯୋଗ । 

କନକ ବ୍ୟୁରୋ: ଜମିକୁ ପାଣି ଆଉ ଶ୍ରମିକଙ୍କୁ ରୋଜଗାର ଲକ୍ଷ୍ୟରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ସାରା ଦେଶରେ ଡଗ୍ ୱେଲ ବା କୂଅ ଖୋଳା କାମ ଚାଲିଛି । ଆଉ କରୋନା ମହାମରୀ ସମୟରେ ଗ୍ରାମାଞ୍ଚଳର ଲୋକଙ୍କୁ ଏହା ହିଁ ରୋଜଗାରର ଏକ ମାଧ୍ୟମ ପାଲଟିଛି । ତେବେ ଏହି ଯୋଜନାରେ…

ଜମ୍ମୁ-କାଶ୍ମୀର : କୁଲଗ୍ରାମ ନିକଟରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ୨୪ ଘଂଟା ମଧ୍ୟରେ ୫…

କନକ ବ୍ୟୁରୋ : ଜମ୍ମୁ-କଶ୍ମୀରର କୁଲଗ୍ରାମ ନିକଟରେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ହୋଇଛି । ଏଥିରେ ୨୪ ଘଂଟା ମଧ୍ୟରେ ୫ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି । ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ କାଶ୍ମୀରର ଆଇଜିପି ବିଜୟ କୁମାର କହିଛନ୍ତି କି ୨୪ ଘଂଟା ମଧ୍ୟରେ…

କରୋନା ଛଡାଇ ନେଲା ଜୀବନ । ଋଣ ବୋଝ ସହି ନପାରି ପୂରା ପରିବାର ପିଇ ଦେଲେ ବିଷ ।

କନକ ବ୍ୟୁରୋ: କରୋନା ବୁଡାଇଦେଲା ଜୀବିକା ।  କାମ ନ ମିଳିବାରୁ  ଋଣ ଭାର ସହିନପାରି  ବିଷ ପିଇଦେଲେ ପୂରା ପରିବାର ।  ସ୍ୱାମୀ-ସ୍ତ୍ରୀ  ବିଷ ପିଇବା ପରେ  ୯ ବର୍ଷର ଝିଅକୁ ବି ଦେଇଦେଲେ ବିଷ  । ବାଲେଶ୍ୱର ରେମୁଣା ବ୍ଲକ  ବାଲିଆ ଅଞ୍ଚଳରୁ ଆସିଛି ଏଭଳି ଏକ ଖବର । ସୂଚନା ଅନୁସାରେ,  ବାଲିଆ…