Daily Archives

July 7, 2021

ମୋଦୀଙ୍କ ଟିମରେ ସାମିଲ ହେଲେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ । ଜ୍ୟୋତିରାଦିତ୍ୟ ସିନ୍ଧିଆ ବି ହେଲେ…

କନକ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରିବା ସହିତ ତମାମ ବଡ ବଡ ନେତାମାନେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ବିଶେଷକରି ମଧ୍ୟପ୍ରଦେଶ ରାଜ୍ୟନୀତିରେ ଗୁରୁତ୍ୱ ରଖୁଥିବା ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଆସାମର ପୂର୍ବତନ…

କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଲେ ଅଶ୍ୱିନୀ ବୈଷ୍ଣବ । ରାଷ୍ଟ୍ରପତି ରାମନାଥ କୋବିନ୍ଦ କରାଇଲେ ପଦ ଓ ଗୋପନୀୟତାର ଶପଥ…

କନକ ବ୍ୟୁରୋ: ଆଜି ମୋଦୀ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ହେବା ସହିତ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଅଶ୍ୱିନୀ ବୈଷ୍ଣବ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତେବେ ତାଙ୍କୁ କ୍ୟାବିନେଟରେ କେଉଁ ବିଭାଗ ମିଳୁଛି ତା ଉପରେ ସମସ୍ତଙ୍କର ନଜର…

ହାଇତି ରାଷ୍ଟ୍ରପତି ଜୋଭେନେଲ ମୋଇସଙ୍କୁ ହତ୍ୟା । ସୂଚନା ଦେଲେ ଅନ୍ତରୀଣ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ହାଇତିର ରାଷ୍ଟ୍ରପତି ଜୋଭେନେଲ ମୋଇସଙ୍କୁ ହତ୍ୟା କରାଯାଇଛି । ବୁଧବାରଦିନ ତାଙ୍କ ନିଜ ବାସଭବନରେ ହତ୍ୟା ହୋଇଥିବା ନେଇ ସୂଚନା ଦେଇଛନ୍ତି ହାଇତିର ଅନ୍ତରୀଣ ପ୍ରଧାନମନ୍ତ୍ରୀ । କହିରଖୁ କି ଏବେ ପ୍ରାଥମିକ ସୂଚନା ପୋର୍ଟ-ଓ-ପ୍ରିନ୍ସରୁ ବାହାରକୁ ଆସିଛି । ଏହା ମଧ୍ୟରେ ପତ୍ରକାର…

ମୋଦୀଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ୨ ହେଭିୱେଟ! ମନ୍ତ୍ରୀପଦରୁ ଇସ୍ତଫା ଦେଲେ ପ୍ରକାଶ ଜାଭଡେକର ଓ ରବିଶଙ୍କର…

କନକ ବ୍ୟୁରୋ : ମୋଦୀଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ଦୁଇ ହେଭିୱେଟ । ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଦୁଇ ହେଭିୱେଟ ମନ୍ତ୍ରୀ ପ୍ରକାଶ ଜାଭଡେକର ଓ ରବିଶଙ୍କର ପ୍ରସାଦ ଇସ୍ତଫା ଦେଇଛନ୍ତି । ଆଇଟି ଓ ଆଇନ ମନ୍ତ୍ରୀ ଥିବା ରବିଶଙ୍କର ପ୍ରସାଦ ନିଜ ପଦରୁ ଇସ୍ତଫା ଦେଇଥିବା ବେଳେ ଜଙ୍ଗଲ…

ଅଶ୍ୱିନୀଙ୍କୁ ମିଳିପାରେ କ୍ୟାବିନେଟ ପାହ୍ୟା! ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇପାରନ୍ତି…

କନକ ବ୍ୟୁରୋ : ସନ୍ଧ୍ୟା ୬ଟାରେ ମୋଦୀଙ୍କ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ହେବ । ତେବେ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ଓଡିଶାର ଅଶ୍ୱନୀ ବୈଷ୍ଣବଙ୍କୁ ମିଳିପାରେ କ୍ୟାବିନେଟ୍ ପାହ୍ୟା । ମୋଦୀଙ୍କ ଦ୍ୱିତୀୟ ପାଳିରେ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣରେ ଓଡ଼ିଶାରୁ ୨ ଜଣଙ୍କୁ ସ୍ଥାନ ମିଳିଛି । ରାଜ୍ୟସଭା…

କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣରେ ଚିରାଗଙ୍କୁ ଝଟକା । କକା ପଶୁପତି ପାରସ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ପରେ…

କନକ ବ୍ୟୁରୋ : କେବେ ନିଜକୁ ପ୍ରଧାନମନ୍ତ୍ରୀଙ୍କ ହନୁମାନ କହୁଥିବା ଏଲଜେପି ନେତା ଚିରାଗ ପାସୱାନଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ପରେ ଝଟକା ଲାଗିଛି । ତାଙ୍କୁ ଛାଡି ତାଙ୍କ କକା ପଶୁପତି କୁମାର ପାରସଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି । ଏହାକୁ ନେଇ କ୍ଷୋଭ ପ୍ରକାଶ…