Daily Archives

July 4, 2021

ରଥଯାତ୍ରା ନେଇ ପୋଲିସ ଡିଜିଙ୍କ ସମୀକ୍ଷା । ଘରେ ରହି ରଥଯାତ୍ରା ଦେଖିବାକୁ ଦେଲେ ଆହ୍ୱାନ

କନକ ବ୍ୟୁରୋ: ରଥଯାତ୍ରା ନେଇ ସମୀକ୍ଷା କଲେ ପୋଲିସ ଡିଜି । ପୁରୀ ଗସ୍ତ କରି ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ରଥଯାତ୍ରା ବେଳେ କରୋନା ନିୟମ ମାନିବାକୁ ଆହ୍ୱାନ କଲେ ଡିଜିପି । ଘରେ ରହି ଟିଭିରେ ରଥଯାତ୍ରା ଦେଖିବାକୁ ପରାମର୍ଶ ଦେଲେ । ପୁରୀବାସୀ ପୂର୍ବଥର ପରି ସହଯୋଗ କରନ୍ତୁ ।…

ଗ୍ୟାସ ଠାରୁ କ୍ଷୀର ଯାଏଁ ସବୁ ହେଲା ମହଙ୍ଗା । ପକେଟ୍ ଉପରେ ମାଡ଼ କରିବ ଜୁଲାଇ ମାସ ।

କନକ ବ୍ୟୁରୋ : ଜୁଲାଇ ମାସ ଆରମ୍ଭରୁ ବଢିଯାଇଛି ସାଧାରଣ ଲୋକଙ୍କ ଚିନ୍ତା । ମାସ ଆରମ୍ଭରୁ ଲୋକଙ୍କ ପକେଟରେ ଅନେକ ଖର୍ଚ୍ଚର ଭାର ବଢୁଥିବା ପରି ମନେହେଉଛି । ଜୁଲାଇ ପହିଲାରୁ ଏମିତି କିଛି ନୂଆ ନିୟମ ଏବଂ ପରିବର୍ତ୍ତନ ଲାଗୁ ହୋଇଛି, ଯାହା ଲୋକଙ୍କ ପକେଟ ଉପରେ ସିଧା ମାଡ କରୁଛି । ଗୋଟିଏ ପଟେ…

ନାଟକୀୟ ଢଙ୍ଗରେ ମୁଖ୍ୟମନ୍ତ୍ରୀ ପଦ ପାଇବା ପରେ ଶପଥ ନେଲେ ପୁଷ୍କରସିଂ ଧାମୀ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ…

କନକ ବ୍ୟୁରୋ : ଉତ୍ତରାଖଣ୍ଡର ୧୧ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ପୁଷ୍କରସିଂ ଧାମୀ । ସବୁଠାରୁ ବଡକଥା ଧାମୀଙ୍କ ମନ୍ତ୍ରୀମଣ୍ଡଳରେ ମାତ୍ର ଅନ୍ୟ ୨ ଜଣ ମନ୍ତ୍ରୀ ସତପାଲ ମହାରାଜ ଓ ହରକ ସିଂ ରାୱତ ବି ଶପଥ ନେଇଛନ୍ତି । ସେମାନଙ୍କୁ ଉତ୍ତରାଖଣ୍ଡ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟ  ପଦ ଓ…

୧୭ ବର୍ଷ ହେଲାଣି ଖୋଲା ଆକାଶ ତଳେ ଝିଅକୁ ନେଇ ପଡିରହିଛନ୍ତି କୁନିମଣି । ସ୍ୱାମୀ ଆରପାରିକୁ ଚାଲିଗଲା ପରେ ଜୀବନ…

କନକ ବ୍ୟୁରୋ : ଆଖିକୁ ଭଲ ଭାବେ ଦେଖାଯାଉନାହିଁ, କାନକୁ ଭଲସେ ଶୁଣାଯାଉନାହିଁ । ଅଂଟା ନଇଁ ଆସୁଥିବା ବେଳେ କାମ କରିବାକୁ ହାତ ଆଉ ସାଥ୍ ଦେଉନାହିଁ । ତଥାପି ୧୭ ବର୍ଷ ହେଲାଣି ନିଜ ଝିଅକୁ ଧରି ରାସ୍ତା କଡ଼ରେ ଏମିତି ଜୀବନ ଯିଉଁଛନ୍ତି କୁନିମଣି । କୁନିମଣିଙ୍କ କଷ୍ଟର କାହାଣୀ ଶୁଣିଲେ ଆପଣଙ୍କ…

ଅଭାବ ଭିତରେ ଆଶାର ଆଲୋକ ବୁଣିଲେ ବିଶ୍ୱଜିତ୍ । ମାଟ୍ରିକରେ ରଖିଲେ ୯୦%ରୁ ଅଧିକ ମାର୍କ । ଛାତିଫୁଲାଇ ଦେବ କରୋନା କାଳରେ…

କନକ ବ୍ୟୁରୋ : ଗାଁ ପାଇଁ ଗୌରବ ଆଣିଲା ଗରିବ ବାପାର ସୁନା ପୁଅ । କରୋନା କାଳରେ ଚାକିରି ହରାଇଥିବା ଜଣେ ବାପାର ଟପ୍ପର ପୁଅର ଏହି କାହାଣୀ ଶୁଣିଲେ ଯେକେହିବି ଭାବବିହ୍ୱଳ ହୋଇଯିବ । ଅଭାବ ଅନଟନର ଅନ୍ଧାର ଭିତରେ ଆଶାର ଆଲୋକ ବୁଣିଦେଇଛନ୍ତି ବିଶ୍ୱଜିତ୍ । ବାପାଙ୍କ ଅକ୍ଳାନ୍ତ ପରିଶ୍ରମର ମୂଲ…

ଏଟିଏମରୁ ଟଙ୍କା ଉଠାଇବା ବେଳେ ବାହାରିଛି କି ଚିରାଫଟା ନୋଟ୍ ? ବ୍ୟସ୍ତ ହୁଅନ୍ତୁ ନାହିଁ, ଏମିତି କଲେ ଆପଣଙ୍କୁ ମିଳିବ…

କନକ ବ୍ୟୁରୋ : ଏଟିଏମରୁ ବାହାରିଛି କି ଚିରାଫଟା ନୋଟ୍ ? ବ୍ୟସ୍ତ ହୁଅନ୍ତୁ ନାହିଁ, ଜାଣନ୍ତୁ କ’ଣ କରିବେ ? ଆପଣ ଏଟିଏମରୁ ଟଙ୍କା ଉଠାଇବା ବେଳେ କେବେ ଫଟା କିମ୍ବା ଚିରା ନୋଟ୍ ବାହାରିଛି କି ? ଯଦି ନା ତେବେ ହୁଏତ ଆପଣ କେବେ ନା କେବେ ଏହି ସମସ୍ୟାର ସାମ୍ନା କରିପାରନ୍ତି । ଆଜି ଆମେ…