Daily Archives

July 3, 2021

ଭାରତ ସହ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛି ଚୀନ । ଲଦାଖ ସୀମାରେ ବଢାଉଛି ସୈନ୍ୟ ସଂଖ୍ୟା । ଜବାବ୍ ଦେବାକୁ ସୀମାରେ ୫୦…

କନକ ବ୍ୟୁରୋ : ଭାରତ ଓ ଚୀନ ମଧ୍ୟରେ ଲାଗିଥିବା ସୀମା ବିବାଦକୁ ମେଣ୍ଟାଇବାକୁ ଚୀନ ଓ ଭାରତ ମଧ୍ୟରେ ଅନେକଥର ବୈଠକ ହୋଇ ସାରିଛି । ହେଲେ ଏହି ବୈଠକରୁ କିଛି ନିଷ୍କର୍ସ ବାହାରିପାରି ନଥିବା ବେଳେ ଏବେ ଲଦାଖ ସୀମାରେ ପୁଣିଥରେ ଚୀନ ସେନା ଠୁଳ କରୁଥିବା ସୂଚନା ମିଳିଛି । ଚୀନର ଏଭଳି କାର୍ଯ୍ୟକୁ…

ଘରେ ହୋଇଛି କମଣ୍ଡଳୁ ଚାଷ । ବୈଜ୍ଞାନିକ ପଦ୍ଧତିରେ କିଲର ପ୍ଲାଣ୍ଟ ଲଗାଇ ଚର୍ଚ୍ଚାରେ ସମ୍ବଲପୁରର ସୁବ୍ରତ ନାଥ । 

କନକ ବ୍ୟୁରୋ: ସାଧାରଣତଃ ଆମେ ବହିରେ ପଢିଛେ କମଣ୍ଡଳୁ ବା କିଲର ପ୍ଲାଂଟର କଥା । ହେଲେ ଏହି କିଲର ପ୍ଲାଂଟକୁ ନିଜ ଘରେ ଲଗାଇ ଚର୍ଚ୍ଚାକୁ ଆସିଛନ୍ତି ସମ୍ବଲପୁରର ପ୍ରକୃତି ପ୍ରେମୀ ସୁବ୍ରତ ନାଥ । ବିଭିନ୍ନ ପ୍ରକାରର ଫୁଲ, ଉଦ୍ଭିଦ ଉପରେ ସଉକ ରଖୁଥିବା ସୁବ୍ରତ ଏବେ କିଲର ପ୍ଲାଂଟ ଲଗାଇଛନ୍ତି ।…

ବର୍ତ୍ତମାନ ରାଜ୍ୟରେ ଗର୍ଭବତୀଙ୍କୁ ଦିଆଯିବନି ଟିକା । ଜିଲ୍ଲାପାଳ, ମ୍ୟୁନିସିପାଲ କମିସନର ଓ ସିଡିଏମଓଙ୍କୁ ସ୍ୱାସ୍ଥ୍ୟ…

କନକ ବ୍ୟୁରୋ: ବର୍ତ୍ତମାନ ପରିପ୍ରେକ୍ଷୀରେ ରାଜ୍ୟର ଗର୍ଭବତୀ ମହିଳାଙ୍କୁ କରୋନା ଟିକା ଦିଆଯିବ ନାହିଁ । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିସନର ଓ ସିଡିଏମ୍‌ଓଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ଏହା ପୂର୍ବରୁ ଗର୍ଭବତୀଙ୍କୁ ଟିକା ଦିଆଯିବା…

ଅନଲାଇନ୍ ପାଠ ପଢିବା ପାଇଁ ଆଦିବାସୀ ଝିଅର ସଂଘର୍ଷ । ଜଙ୍ଗଲରୁ ମହୁଲ, ଟୋଲ ବିକି ନିଜ ପାଇଁ କିଣିଲେ ସ୍ମାର୍ଟଫୋନ୍ ।

କନକ ବ୍ୟୁରୋ: ଅନଲାଇନରେ ପାଠ ପଢିବା ପାଇଁ ସଂଘର୍ଷ । ନିଜ ପରିବାରର ଆର୍ଥିକ ଅକ୍ଷମତାକୁ ପଛରେ ପକାଇ ନିଜେ ଅର୍ଥ ରୋଜଗାର କରି ସ୍ମାର୍ଟଫୋନ କିଣି ପାଠ ପଢୁଛନ୍ତି ଦଶମ ଶ୍ରେଣୀର ଆଦିବାସୀ ଛାତ୍ରୀ । ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି ଏମିତି ଜଣେ ଛାତ୍ରୀଙ୍କ ସଂଘର୍ଷ କାହାଣୀ ।…

କଟକଣା ଭିତରେ ଖୋଲିଲା କୁଚିଣ୍ଡା ସାପ୍ତାହିକ ହାଟ । ରୋଜଗାର ଆଶାରେ ଆସିଲେ ଚାଷୀ ଓ ବେପାରୀ । ହେଲେ ଭୂତାଣୁ ଭୟରେ…

କନକ ବ୍ୟୁରୋ: କରୋନା ମହାମାରୀକୁ ନେଇ ସାରା ରାଜ୍ୟରେ ଲକଡାଉନ, ସଟଡାଉନ ଭଳି ପରିସ୍ଥିତି ପରେ ଅନେକ ଜିଲ୍ଲାରେ କଟକଣା କୋହଳ କରାଯାଇଛି । ସପ୍ତାହନ୍ତ ସଟଡାଉନ୍ ହଟି ଯାଇଥିବା କରୋନା କଟକଣା ଭିତରେ ଦୋକାନ, ବଜାର ଖୋଲିଛି । ସପ୍ତାହିକ ହାଟି ବି ଖୋଲିଛି । ହେଲେ ଏହି ଅନଲକ୍ ପ୍ରକ୍ରିୟାରେ…

ଦୁଇଥର ବିଧାୟକ ପରେ ଏବେ ଉତ୍ତରାଖଣ୍ଡର ସବୁଠାରୁ କମ ବୟସରେ ମୁଖ୍ୟମନ୍ତ୍ରୀ ହେଲେ ପୁଷ୍କରସିଂ ଧାମୀ । ଜାଣନ୍ତୁ…

କନକ ବ୍ୟୁରୋ : ଆଜି ଉତ୍ତରାଖଣ୍ଡର ୧୧ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ୪୬ ବର୍ଷିୟ ପୁଷ୍କରସିଂ ଧାମୀ । ରାଜ୍ୟରେ ୪ ମାସ ମଧ୍ୟରେ ଧାମୀ ତୃତୀୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ୪ ମାସ ପୂର୍ବରୁ ତ୍ରୀବେନ୍ଦ୍ର ସିଂଙ୍କ ଇସ୍ତଫା ପରେ ତୀରଥସିଂ ରାୱତ ମୁଖ୍ୟମନ୍ତ୍ରୀ ଭାବେ ଶପଥ…