Daily Archives

June 30, 2021

ଓଲିଉଡରେ ଝୁଲୁଛି ତାଲା, ଚିନ୍ତାରେ ସିନେ କଳାକାର । ବନ୍ଦ ରହିଛି ସିନେମା ହଲ. କେବେ ଫେରିବ ପୁରଣା ଦିନ ?

କନକ ବ୍ୟୁରୋ : ମହାମାରୀ କରୋନା ଓଡିଆ ଫିଲ୍ମ ଶିଳ୍ପକୁ ବଡ ଧକ୍କା ଦେଇଛି । ସିନେମା ହଲ ବନ୍ଦ, ସୁଟିଂ ବି ବନ୍ଦ । ଫଳରେ ରାଜ୍ୟର ମନୋରଞ୍ଜନ ଶିଳ୍ପରେ ଏକପ୍ରକାର ତାଲା ପଡି ଯାଇଛି । ଏବେ କଳାକାରଙ୍କର ଚାପ ପରେ ସୁଟିଂ ପାଇଁ କଟକଣାକୁ କୋହଳ କରିଛନ୍ତି ସରକାର । ଏହାକୁ ସ୍ୱାଗତ…

ଉଠା ଦୋକାନ ଖୋଲିବାକୁ ଅନୁମତି । ବିକ୍ରି ହେବ ଚା’, ଖୋଲିବ ସେଲୁନ୍ । ୨୦ଜିଲ୍ଲାରେ ବସ ଚଳାଚଳକୁ ଅନୁମତି, ଖୋଲିବ ଦୈନିକ…

କନକ ବ୍ୟୁରୋ : ଗୋଟିଏ ପଟେ ରୋଗର ଭୟ, ଆଉ ଅନ୍ୟପଟେ ପେଟର ଭୋକ । ରୋଗର ଦୁଃଖ ଓ ଭୋକର ଦୁଃଖ ଦୁଇଟି ଯାକ ଅସହ୍ୟ । ଦୀର୍ଘ ଦୁଇ ମାସରୁ ଅଧିକ ସମୟ ହେବ ଲକଡାଉନ କଟକଣା ଲାଗୁ ହେବା ପରେ ଏବେ ରୋଗ ଅପେକ୍ଷା ଭୋକକୁ ବେଶୀ ଭୟ କରୁଛି ସାଧାରଣ ମଣିଷ । ଏହାକୁ ନେଇ ଅସନ୍ତୋଷ ଦାନା ବାନ୍ଧୁଥିବାବେଳେ…

ଡାକ୍ତର ଦିବସରେ ଆସନ୍ତା କାଲି ଦେଶର ଡାକ୍ତର ମାନଙ୍କୁ ସମ୍ବୋର୍ଦ୍ଧିତ କରିବେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ଆସନ୍ତାକାଲି ସାରା ଦେଶରେ ପାଳିତ ହେବ ‘ଡାକ୍ତର ଦିବସ’ । ଏହି ଅବସରରେ ଦେଶର ଡାକ୍ତରମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନ ୩ ଟାରେ ସମ୍ବୋର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରତିବର୍ଷ ଜୁଲାଇ ପହିଲାରେ ଡାକ୍ତର ଦିବସ ପାଳନ କରାଯାଏ । ମାତ୍ର ଚଳିତ ବର୍ଷ ଏହି…

ଜୁଲାଇ ୧୬ ଯାଏଁ ବଢିଲା ଆଂଶିକ ଲକଡ଼ାଉନ୍ । ୨୦ ଜିଲ୍ଲାରେ କଟକଣା କୋହଳ, ଖୋଲିବ ସବୁ ଦୋକାନ, ହଟିଲା ସପ୍ତାହାନ୍ତ…

କନକ ବ୍ୟୁରୋ : ଆସନ୍ତାକାଲି ଆଂଶିକ ଲକଡାଉନ ଅବଧି ଶେଷ ହେଉଥିବାରୁ କଣ ହେବ ? କଟକଣା କୋହଳ ହେବ ନା ପୂର୍ବଭଳି ବଳବତର ରହିବ । ଏହାକୁ ନେଇ ରାଜ୍ୟବାସୀ ଚାହିଁ ରହିଥିବାବେଳେ ଆଂଶିକ ଲକଡାଉନ କଟକଣାକୁ ଜୁଲାଇ ୧୬ ପର୍ଯ୍ୟନ୍ତ ବଢ଼ାଇଛନ୍ତି ସରକାର । କିନ୍ତୁ ସରକାରଙ୍କ ପକ୍ଷରୁ ଅଣାଯାଇଥିବା ନୂଆ…

କଂଗ୍ରେସରେ ସିଦ୍ଧୁଙ୍କୁ ମିଳିପାରେ ବଡ ଦାୟୀତ୍ୱ । ପ୍ରିୟଙ୍କା ଗାନ୍ଧୀଙ୍କ ପରାମର୍ଶରେ ରାଜି ହୋଇଛନ୍ତି ସିଦ୍ଧୁ । ୪୮…

କନକ ବ୍ୟୁରୋ : ପଞ୍ଜାବ କଂଗ୍ରେସରେ ଲାଗି ରହିଥିବା କଳହ ଭିତରେ ନବଜାତସିଂ ସିଦ୍ଧୁଙ୍କୁ ଦଳ କିଛି ବଡ ଦାୟୀତ୍ୱ ଦେଇପାରେ ବୋଲି ଅନୁମାନ କରାଯାଉଛି । ବୁଧବାର ଦିନ ପ୍ରିୟଙ୍କା ଗାନ୍ଧୀଙ୍କ ସହ ବୈଠକ ପରେ ପ୍ରିୟଙ୍କା ଦେଇଥିବା ପରାମର୍ଶରେ ରାଜି ହୋଇଛନ୍ତି ସିଦ୍ଧୁ । ଦଳ ତରଫରୁ ସିଦ୍ଧୁଙ୍କୁ…

ବଲିଉଡର ବରିଷ୍ଠ ଅଭିନେତା ନାସିରୁଦ୍ଦିନ ଶାହା ଅସୁସ୍ଥ । ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ।

କନକ ବ୍ୟୁରୋ : ବଲିଉଡର ବରିଷ୍ଠ ଅଭିନେତା ନାସିରୁଦ୍ଦିନ ଶାହାଙ୍କୁ ନିମୋନିଆ । ମଙ୍ଗଳବାର ଏନେଇ ଜଣାପଡିବା ପରେ ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ରତ୍ନା ପଠକ ଶାହା । ତାଙ୍କ ଫୁସଫୁସରେ ନିମୋନିଆର ଏକ ଛୋଟ…