Daily Archives

June 29, 2021

କରୋନା ଟେଷ୍ଟ କରାନ୍ତୁ, ପିଜା ଖାଆନ୍ତୁ । କୋଭିଡ୍ ପରୀକ୍ଷା କରାଇଲେ ମାଗଣାରେ ମିଳିବ ପିଜା । ଜାଣନ୍ତୁ କେଉଁଠି ମିଳୁଛି…

କନକ ବ୍ୟୁରୋ : କରୋନା ଟେଷ୍ଟ କରାନ୍ତୁ, ପିଜା ଖାଆନ୍ତୁ । କୋଭିଡ୍ ପରୀକ୍ଷା କରାଇଲେ ମାଗଣାରେ ମିଳିବ ପିଜା । କରୋନା ଭାଇରସର ଦ୍ୱିତୀୟ ଲହର ସଂକ୍ରମଣ ପୂରା ବିଶ୍ୱରେ କାୟା ମେଲାଇଥିବା ବେଳେ, ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ପ୍ରାୟତଃ ସବୁ ଦେଶ କଟକଣା ଜାରି କରିଛନ୍ତି । ବିଶେଷ କରି ମାସ୍କ…

ଏଟିଏମକୁ ୧୪୦୦ ଟଙ୍କା ଉଠାଇବାକୁ ଯାଇଥିଲେ ମହିଳା । ଆକାଉଣ୍ଟ ଦେଖି ଉଡିଗଲା ହୋସ୍, ଖାତାରେ ଥିଲା ୭୪୧୭ କୋଟି ଟଙ୍କା ।

କନକ ବ୍ୟୁରୋ : କଥାରେ ଅଛି ଆଲ୍ଲା ଯବ ଦେତା ହେ, ତୋ ଛପର ଫାଡ୍ କେ ଦେତା ହେ... ଫିଲ୍ମର ଏହି ଡାଏଲଗ୍ ଆପଣ ଅନେକ ଥର ଶୁଣିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ସେମିତି ଏକ ସତ କାହାଣୀ କହିବୁ, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ବୃଦ୍ଧା ୧୪୦୦ ଟଙ୍କା ଉଠେଇବା ପାଇଁ ବ୍ୟାଙ୍କକୁ…

ଚିହ୍ନଟ ହେଲା ୮୮୭ଟି ଭୟଙ୍କର ଭାଇରସ । ୩୦ଟି ଭାଇରସ ଆଣିପାରନ୍ତି ମହାମାରୀ, ମଣିଷଙ୍କୁ ହୋଇପାରେ ସଂକ୍ରମଣ । ଅଧ୍ୟୟନରୁ…

କନକ ବ୍ୟୁରୋ : ଚିହ୍ନଟ ହେଲା ୮୮୭ଟି ଭୟଙ୍କର ଭାଇରସ । ୩୦ଟି ଭାଇରସ ଆଣିପାରନ୍ତି ମହାମାରୀ । ମହାମାରୀ କରୋନାର ଭୟ ଥମିନଥିବା ବେଳେ ସାମ୍ନାକୁ ଆସିଛି ଏକ ଭୟଙ୍କର ତଥ୍ୟ । ୮୮୭ଟି ନୂଆ ଭୟଙ୍କର ଭାଇରସ ଚିହ୍ନଟ କରିଛନ୍ତି ବୈଜ୍ଞାନିକ । ଆଉ ସବୁଠାରୁ ଚିନ୍ତାଜନକ କଥା ହେଉଛି, ଏହି ଭାଇରସଗୁଡିକ…

ପେସାରେ ଶିକ୍ଷକ, ହେଲେ ରୁଚି ଗଛ ଲଗାଇବା । ଖାଲି ଜାଗାରେ ଲଗାଇ ଆସୁଛନ୍ତି ଗୋଟିଏ ପରେ ଗୋଟିଏ ଗଛ । ନିଜ ଉଦ୍ୟମରେ…

କନକ ବ୍ୟୁରୋ: ଦୁନିଆରେ ଦିନକୁ ଦିନ ବଢି ଚାଲିବାରେ ଲାଗିଛି ସହର, ନିର୍ମାଣ ହବାରେ ଲାଗିଛି ଅଟାଳିକା । ଆଉ ଏହା ଭିତରେ ଜଙ୍ଗଲ ହେବାକୁ ଲାଗିଛି ନଷ୍ଟ । କୋଉଠି ଗଛ କାଟି ସେହି ସ୍ଥାନକୁ ଅଟାଳିକା ପାଇଁ ପ୍ଲଟ କରାଯାଉଛି ତ ଆଉ କୋଉଠି ଜଙ୍ଗଲରେ ନିଆ ଲଗାଇ ଜଙ୍ଗଲ ଜମିକୁ ଜବର ଦଖଲ କରାଯାଉଛି ।…

କରୋନା ଛଡ଼ାଇ ନେଇଛି ବୃଦ୍ଧ ଦମ୍ପତିଙ୍କ ବଞ୍ଚିବାର ସାହାରା । କଟକଣା ଯୋଗୁଁ ବନ୍ଦ ପଡ଼ିଛି ରୋଜଗାରର ଏକମାତ୍ର ମାଧ୍ୟମ ପାନ…

କନକ ବ୍ୟୁରୋ: ମହାମାରୀ କରୋନା କେଉଁ ପରିବାରର ସର୍ବସ୍ୱ ଛଡାଇ ନେଇଛି ତ ଆଉ କାହାକୁ ଅନାଥ କରି ଦେଇଛି । ଧନୀ ଗରିବ ସମସ୍ତେ କରୋନା ଫାଶରେ ଛନ୍ଦି ହୋଇ ପଡିଥିବା ବେଳେ ଗରିବ ଶ୍ରେଣୀର ଲୋକ ନିଜ ପେଟକୁ ଦି’ଓଳି ଦି’ ମୁଠା ଦାନା ପାଇଁ ଆଉଟୁ ପାଉଟୁ ହେଉଛନ୍ତି । ବୟସର ଅପରାହ୍ନରେ ପାଦ…

ବଢୁଛି ଅମ୍ଲଜାନ ଗଛର ଚାହିଦା, ରାଜଧାନୀ ରାସ୍ତା କଡରେ ଲାଗୁଛି ଲୋକଙ୍କ ଭିଡ । କରୋନା କାଳରେ ଅମ୍ଳଜାନ ଗଛ ଲଗାଉଛନ୍ତି…

କନକ ବୁରୋ: କରୋନା କାଳରେ ଭୟଭୀତ ମଣିଷ । ମହାମାରୀ ମୃତ୍ୟୁର ତାଣ୍ଡବ କରୁଥିବାରୁ ଜୀବନ ଏବେ ତ୍ରାହି ତ୍ରାହି ଡାକୁଛି । ଆଉ ୨ୟ ଲହର ସଂକ୍ରମଣ ସହ ଅକ୍ସିଜେନ ଅଭାବର ଦାରୁଣ ଦେଖାଇ ସାରିଛି । ଅମ୍ଳଜାନ ବିନା ହସ୍ପିଟାଲ ବେଡରେ କେମିତି ମଣିଷ ଛଟପଟ ହେଉଥିଲା ଆଉ ନିଶ୍ୱାସ ବିନା ଜୀବନ ନିରବୀ…