Daily Archives

June 28, 2021

ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ । କନ୍ଧମାଳରୁ ଆସିଲା ସରକାରୀ ବ୍ୟବସ୍ଥାର ବିକଳ…

କନକ ବ୍ୟୁରୋ : ରାଜ୍ୟର ଉପାନ୍ତ ଓ ଦୁର୍ଗମ ଇଲାକାରେ ଗର୍ଭବତୀ ମହିଳାଙ୍କ ନିକଟରେ ଆମ୍ବୁଲାନ୍ସ ସେବା ସହଜରେ ପହଞ୍ଚି ପାରୁନାହିଁ । ଭଲ ରାସ୍ତା ନଥିବାରୁ ଗର୍ଭବତୀମାନେ ଡାକ୍ତରଖାନାରେ ପହଞ୍ଚିବାରେ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ବାରମ୍ବାର ଏପରି ଘଟଣାର ପୁନରାବୃତ୍ତି ଘଟୁଛି । ଏଭଳି…

କମାଲ କଲେ ବରଗଡ଼ର ଚାଷୀ । ଗୋଟିଏ ଗଛରେ ଫଳାଇଲେ ୧୦୦ ପ୍ରଜାତିର ସୁଆଦିଆ ଆମ୍ବ ।

କନକ ବ୍ୟୁରୋ : ଗୋଟିଏ ଗଛରେ ୧୦୦ ପ୍ରଜାତିର ଆମ୍ବ । କମାଲ କଲେ ବରଗଡ଼ର ଚାଷୀ । ଆମ୍ବ ଖାଇବାକୁ କିଏବା ଭଲନପାଏ । ଆମ୍ବ ସମସ୍ତଙ୍କର ପ୍ରିୟ ଫଳ । ତେବେ ଆପଣ ଅନେକ ପ୍ରଜାତିର ଆମ୍ବ ଦେଖିଥିବେ । କିନ୍ତୁ ଆମ୍ବକୁ ନେଇ ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବୁ, ଯାହା ଜାଣିଲେ ହୁଏତ ଆପଣ…

ପୁଣି ବିବାଦ ଘେରରେ ଟ୍ୱିଟର । କାଶ୍ମୀର ଓ ଲଦାଖ ନଥାଇ ଜାରିକଲା ଭାରତୀୟ ମାନଚିତ୍ର

କନକ ବ୍ୟୁରୋ : କେନ୍ଦ୍ର ସରକାର ଓ ଟ୍ୱିଟର ମଧ୍ୟରେ ଚାଲିଥିବା ବିବାଦ ଆଉପାଦେ ଆଗକୁ ବଢିଛି । ଏକ ବିବାଦୀୟ ମାନଚିତ୍ର ଜାରି କରି ଟ୍ୱିଟର ପୁଣି ବିବାଦ ଘେରକୁ ଆସିଛି । ଟ୍ୱିଟର ତରଫରୁ ଜାରି କରାଯାଇଥିବା ମାନଚିତ୍ରରେ ଲଦାଖ ଓ କାଶ୍ମୀରକୁ ଅଲଗା ଦେଶ ଭାବେ ଚିହ୍ନିତ କରାଯାଇଛି । ସୂଚନା…

ବଂଶଧାରା ଜଳ ବିବାଦ: ସୁପ୍ରିମକୋର୍ଟଙ୍କ ରାୟ ପରେ ଓଡିଶାର ପ୍ରଭାବିତ ଅଂଚଳ ଅନୁଧ୍ୟାନ କଲେ ଆନ୍ଧ୍ର ଟିମ୍ । ହେଲେ ଓଡିଶା…

କନକ ବ୍ୟୁରୋ: ବଂଶଧାରା ଜଳ ବିବାଦକୁ ନେଇ  ସୁପ୍ରିମକୋର୍ଟଙ୍କ ରାୟ ପରେ ଓଡିଶାର ପ୍ରଭାବିତ ଅଂଚଳ ଅସନ୍ତୋଷ ବଢୁଛି । ଗତ ୨୧ ତାରିଖରେ କୋର୍ଟଙ୍କ ରାୟ ଆସିବା ପରେ ଆନ୍ଧ୍ରର ପ୍ରତିନିଧି ଦଳ ଗଜପତି ଜିଲ୍ଲା କାଶିନଗର ବ୍ଲକର ପ୍ରଭାବିତ ହେବାକୁ ଥିବା ଅଂଚଳର ସ୍ଥିତି  ଅନୁଧ୍ୟାନ କରିଛନ୍ତି ।…

ସାଇବର କ୍ରାଇମରୁ କେମିତି ରହିବେ ସତର୍କ ? ଅନଲାଇନ୍ ଠକେଇରୁ ବର୍ତ୍ତିବେ କେମିତି ? ସତର୍କ କରାଇଲା ଭାରତୀୟ ଷ୍ଟେଟ୍…

କନକ ବ୍ୟୁରୋ : ଏସବିଆଇ ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା । ସାଇବର କ୍ରାଇମରୁ କେମିତି ରହିବେ ସତର୍କ ? ଅନଲାଇନ୍ ବ୍ୟାଙ୍କିଂ ଏବଂ ଡିଜିଟାଲ୍ ଟ୍ରାଞ୍ଜାକସନ୍ ଅତ୍ୟନ୍ତ ନିରାପଦ ଏବଂ ସହଜ ପଦ୍ଧତି । କିନ୍ତୁ ଏଥିରେ ବେଳେ ବେଳେ ଠକାମିର ଶିକାର ହେବାର ଆଶଙ୍କା ରହିଥାଏ । ଏଭଳି ପରିସ୍ଥିତିରେ…

ଓଡିଶା ଆସିଲା ଋଷିଆ ଟିକା । ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ଉପଲବ୍ଧ ହେଉଛି ସ୍ପୁଟନିକ୍ ଭି ଟିକା । ୧୧ଶହ ୪୫ ଟଙ୍କାରେ…

କନକ ବ୍ୟୁରୋ: କରୋନା ଲଢେଇର ପ୍ରମୁଖ ଅସ୍ତ୍ର ହେଉଛି ଟିକା । ରାଜ୍ୟରେ ଲୋକଙ୍କ ଦୁଇଟି ଟିକା ତଥା କୋଭାକସିନ୍ ଓ କୋଭିସିଲ୍ଡ ଦିଆଯାଉଛି । ହେଲେ ଏବେ ଓଡିଶାରେ ମିଳୁଛି ଋଷିଆ ଟିକା । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସ୍ପୁଟନିକ୍-ଭି ଟିକା ଉପଲବ୍ଧ ହେଉଛି । ୧୧ଶହ ୪୫ ଟଙ୍କାରେ…