Daily Archives

June 28, 2021

ବଦଳିଲେ ମାଲକାନଗିରି ଜିଲ୍ଲାପାଳ । ଖଣି ଲିଜ୍ ଆବଣ୍ଟନ ମାମଲାରେ ବିବାଦକୁ ନେଇ ହଟାଯାଇଥିବା ଚର୍ଚ୍ଚା । ବେଆଇନ ଭାବେ…

କନକ ବ୍ୟୁରୋ : ବଦଳିଲେ ମାଲକାନଗିରି ଜିଲ୍ଲାପାଳ । ମାଲକାନଗିରି ଜିଲ୍ଲାରେ ଲଘୁ ଖଣିଜ ପଦାର୍ଥ ଟେଣ୍ଡର ଫିକ୍ସିଙ୍ଗ ଅଭିଯୋଗ ଆସିବା ପରେ ବିବାଦୀୟ ପରିସ୍ଥିତିରେ ଜିଲ୍ଲାପାଳ ଡାକ୍ତର ୟେଦୁଲା ବିଜୟଙ୍କ ବଦଳି ହୋଇଛି । ତେବେ ବଡ ପ୍ରଶ୍ନ ଉଠୁଛି, ଯେଉଁ ଖଣି ନିଲାମ ପ୍ରକ୍ରିୟାରେ ଅନିୟମିତତା କରି…

ଖୋଲୁଛି ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କ ହତ୍ୟା ପଛର ଗୁମର । ହତ୍ୟା ପଛରେ ରହିଛି ମାଛ ପୋଖରୀ ବିବାଦ,…

କନକ ବ୍ୟୁରୋ : ସାମ୍ନାକୁ ଆସିଛି ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ଧ୍ରୁବରାଜ ନାୟକଙ୍କୁ ହତ୍ୟା ପଛର ରହସ୍ୟ । ସାମାନ୍ୟ ମାଛ ଚୋରିକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ବିବାଦ ହତ୍ୟାକାଣ୍ଡରେ ଶେଷ ହୋଇଛି । ମାଛ ଚୋରି କରିବା ଅଭିଯୋଗରେ ଜେଲ ଯିବା ପାଇଁ ଧ୍ରୁବରାଜଙ୍କୁ ଦାୟୀ କରି…

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା : ଦେଶରେ ୪୦ ହଜାରରୁ ଅଧିକ ବ୍ଲାକ ଫଙ୍ଗସ୍ ମାମଲା । ୩ ହଜାରରୁ ଅଧିକ ଲୋକଙ୍କ…

କନକ ବ୍ୟୁରୋ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କ ସୂଚନା ମୁତାବକ ଏପର୍ଯ୍ୟନ୍ତ ଦେଶରେ ବ୍ଲାକ ଫଙ୍ଗସ୍ ସଂକ୍ରମଣରେ ୪୦,୮୪୫ ଜଣ ସଂକ୍ରମିତ ହୋଇଥିବା ବେଳେ ୩,୧୨୯ ଜଣଙ୍କର ଜୀବନ ଯାଇଛି । କୋଭିଡ-୧୯ କୁ ନେଇ ମନ୍ତ୍ରୀ ସ୍ତରୀୟ ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି କି…

ରାଜ୍ୟରେ ସ୍ଥିର ହୋଇଗଲା କି ଦୈନିକ ସଂକ୍ରମଣ ? ଜୁନ ପ୍ରଥମ ସପ୍ତାହରେ ଦ୍ରୁତ ଗତିରେ ତଳକୁ ଖସୁଥିଲା, ପରେ ପ୍ଲାଟ୍ୟୁ…

କନକ ବ୍ୟୁରୋ : ଗତ କିଛି ଦିନ ହେବ ରାଜ୍ୟର କରୋନାର ଦୈନିକ ସଂକ୍ରମଣ ଏକପ୍ରକାର ସ୍ଥିର ହୋଇଯାଇଛି ।  ଶୀର୍ଷରେ ପହଁଚିବା ପରେ ତଳକୁ ଖସୁଥିଲେ ମଧ୍ୟ ପ୍ରାୟ ଦୁଇ ସପ୍ତାହ ହେଲା ପ୍ରାୟ ତିନି ହଜାର ପାଖରେ ଅଟକି ଯାଇଛି । ଏପରିକି ଜୁନ୍ ମାସ ଶେଷ ସୁଦ୍ଧା ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ…

ମାଟ୍ରିକ୍ ମାର୍କକୁ ନେଇ ତେଜିଲା ବିବାଦ । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ କଲେ ଛାତ୍ରଛାତ୍ରୀ ଓ ଅଭିଭାବକ, ବୋର୍ଡ…

କନକ ବ୍ୟୁରୋ : ବିବାଦ ଘେରରେ ମାଟ୍ରିକ ମାର୍କ । ମାଟ୍ରିକ୍ ପରୀକ୍ଷା ଫଳକୁ ନେଇ ତେଜୁଛି ଅସନ୍ତୋଷ । ମେଧାବୀ ଛାତ୍ରଛାତ୍ରୀଙ୍କୁ ଅପେକ୍ଷାକୃତ କମ୍ ମାର୍କ ଦିଆଯାଇଥିବା ଅଭିଯୋଗ କରି ରାସ୍ତାକୁ ଓହ୍ଲାଇଛନ୍ତି ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ । ସ୍କୁଲ ଗୁଡ଼ିକରୁ ଆରମ୍ଭ ହୋଇଥିବା ପ୍ରତିବାଦ ଏବେ…

ତେଲେଙ୍ଗାନା ସରକାରଙ୍କ ବଡ ଘୋଷଣା । ପ୍ରତି ଦଳିତ ପରିବାରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦିଆଯିବ ୧୦ ଲକ୍ଷ ଟଙ୍କାର ସହାୟତା…

କନକ ବ୍ୟୁରୋ : ରାଜ୍ୟର ଦଳିତ ଲୋକମାନଙ୍କୁ ଆର୍ଥିକ ସହାୟତା ନେଇ ତେଲେଙ୍ଗାନା ସରକାର ବଡ ଘୋଷଣା କରିଛନ୍ତି । ଦଳିତ ଲୋକମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବାକୁ କେ.ସି.ଆର ସରକାର ପ୍ରତି ଦଳିତ ପରିବାରର ବ୍ୟାଙ୍କ ଆକାଉଣ୍ଟରେ ୧୦ ଲକ୍ଷ ଟଙ୍କା ଡିପୋଜିଟ୍ କରିବା ନେଇ ଘୋଷଣା କରିଛନ୍ତି ।…