Daily Archives

June 26, 2021

କଟକଣା ଆଳରେ ଗତବର୍ଷ ପରି ଏବର୍ଷ ବି ଠକି ଦେଲା କାଳିଆ । ଭଗବାନଙ୍କୁ ଭକ୍ତର ଅଭିମାନ ଭରା ଅଭିଯୋଗ, ଆର ସନକୁ ଯଦି କପଟ…

କନକ ବ୍ୟୁରୋ: ଶୂନଶାନ ଶ୍ରୀକ୍ଷେତ୍ର, ଖାଁ ଖାଁ ବଡଦାଣ୍ଡ । ନୀଳାଚଳ ଧାମରେ ବହୁଛି ନିରବତାର ପବନ । ନା କୋଳହଳ ଅଛି, ନା ଘଂଟ ଘଂଟା ବାଜୁଛି ନା ବି ପଡୁଛି ହରିବୋଲ ହୁଳହୁଳି... ନାଚୁନି ନର୍ତ୍ତକୀ, ନାଚୁନି ଦେବଦାସୀ । ବଡଦାଣ୍ଡ ସାରା ଖାଲି ବାଜୁଛି ବିରହର ବାଜଣା । ଶ୍ରୀମନ୍ଦିର ଗାଉଛି…

ଏବେ ବିପଦ ମୁହଁରେ ଛାତି ପତେଇ ଛିଡା ହେଉଛି ବଣ । ଆଗକୁ ବାତ୍ୟା ପାଟିରେ ବିଲୀନ ହୋଇଯିବ ହେନ୍ତାଳ ବଣ ?

କନକ ବ୍ୟୁରୋ: ଜଙ୍ଗଲ ମରୁଛି, ଜୁଆର ମାଡୁଛି । ହଜିବାକୁ ବସିଲାଣି ହେନ୍ତାଳ ବଣ ! ସର୍ବନାଶ ହେଲାଣି ସୁରକ୍ଷା କବଚ ? ଯେବେଯେବେ ସମୁଦ୍ର ଉଗ୍ରରୂପ ଧାରଣ କରିଛି । ଭୟଙ୍କର ରୂପ ନେଇ ସ୍ଥଳ ଭାଗକୁ ମାଡି ଆସିଛି । ଆଉ ବାତ୍ୟା ବିକଟାଳ ଗର୍ଜନ କରି ବଡ ବଡ ଜୁଆର ସହ ପ୍ରଳୟ ସୃଷ୍ଟି କରିଛି…

ଗାଁରେ ନାହିଁ ନେଟୱାର୍କ, ପାହାଡ ଉପରେ ଅନଲାଇନ୍ ପାଠ । ୟୁ-ଟ୍ୟୁବରେ ପାଠ ପଢିବା ପାଇଁ ଗାଁ ଠାରୁ ୨ କିଲୋମିଟର ଦୂରକୁ…

କନକ ବ୍ୟୁରୋ: ଗାଁରେ ନାହିଁ ନେଟୱାର୍କ । ଗାଁ ଠାରୁ ୨ କିମି ଦୂରକୁ ଗଲେ ପାହାଡ ନିକଟରେ ଆସୁଛି ସିଗନାଲ । ଅନଲାଇନ ପାଠ ପଢିବାକୁ ହେଲେ ଚଡିବାକୁ ପଡୁଛି ପାହାଡ଼ । ପୂର୍ବରୁ ଅନଲାଇନ ଶିକ୍ଷାର ଏପରି ବିକଳ ଚିତ୍ର ଅନେକ ଦେଖିଛେ । ଏଥର ଆସିଛି ଦୁର୍ଗମ ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଟିଟିମିରି…

ରହସ୍ୟମୟ ଗାଁ । ଏହି ଗାଁରେ ଜନ୍ମ ହୁଅନ୍ତି ଯାଆଁଳା ଶିଶୁ । ପ୍ରତି ଘରେ ମିଳିବେ ଯାଆଁଳା ଭାଇ ଭଉଣୀ । ଦେଖନ୍ତୁ ଭାରତର…

କନକ ବ୍ୟୁରୋ: ଭାରତରେ ଅନେକ ସ୍ଥାନ ରହିଛି ଯାହା ରହସ୍ୟରେ ଭରି ରହିଛି । ଏଭଳି କିଛି ସ୍ଥାନ ଉପରୁ ଅନେକ ସମୟରେ ପରଦା ଉଠିଯାଇଛି । ହେଲେ ଆଉ କିଛି ସ୍ଥାନ ରହିଛି ଯାହା ଏବେ ବି ରହସ୍ୟ ଘେରରେ ରହିଛି । ତେବେ ଆଜି ଆମେ ଏମିତି ଏକ ରହସ୍ୟମୟ ଗାଁ କଥା କହିବୁ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ…

ପଶ୍ଚିମବଙ୍ଗରେ ଖୁବଶୀଘ୍ର ଲଂଚ୍ ହେବାକୁ ଯାଉଛି ‘ଷ୍ଟୁଡେଣ୍ଟ କ୍ରେଡିଟ କାର୍ଡ’ । ଉଚ୍ଚଶିକ୍ଷା ପାଇଁ ତୁରନ୍ତ ମିଳିବ ୧୦…

କନକ ବ୍ୟୁରୋ : ପଶ୍ଚିମବଙ୍ଗ କ୍ୟାବିନେଟ୍ ଗୁରୁବାର ଦିନ ଷ୍ଟୁଡେଣ୍ଟ କ୍ରେଡିଟ୍ କାର୍ଡ ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି   । ଏହି କାର୍ଡ ସହାୟତାରେ ଛାତ୍ର ଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିପାରିବ । ଏନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି…

ଆହୁରି ଶକ୍ତିଶାଳୀ ହେବା ଲକ୍ଷ୍ୟରେ ଆମେରିକା । ସମୁଦ୍ର ଭିତରେ କଲା ଭୟଙ୍କର ବିସ୍ଫୋରଣ । ସମୁଦ୍ରରେ ଆସିଲା ବଡ଼ ଭୂକମ୍ପ…

କନକ ବ୍ୟୁରୋ : ଆମେରିକାର ଭୟଙ୍କର ବିସ୍ଫୋରଣ । ସମୁଦ୍ରରେ ଆସିଲା ବଡ଼ ଭୂକମ୍ପ । ଚୀନ୍, ଋଷିଆ ଏବଂ ଇରାନ୍ ଭଳି ଦେଶ ସହ ଆମେରିକାର ସମ୍ପର୍କ କେମିତି, ତାହା ସାରା ବିଶ୍ୱ ଜାଣିଛି । ଆଉ ଏପରିସ୍ଥିତିରେ ପ୍ରତିରକ୍ଷା କ୍ଷେତ୍ରରେ ନିଜକୁ ଅଧିକ ଶକ୍ତିଶାଳୀ କରିବାକୁ ପ୍ରୟାସ ଜାରି ରଖିଛି ଆମେରିକା…