Daily Archives

June 26, 2021

ଦେଶରେ କରୋନାର ଡେଲଟା ପ୍ଲସ ଭାରିଆଣ୍ଟର ପ୍ରକୋପ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମୀକ୍ଷା ବୈଠକ । ଦେଖୁଛନ୍ତି…

କନକ ବ୍ୟୁରୋ : ଦେଶରେ ଚାଲିଥିବା କରୋନା ନିରୋଧୀ ଟିକାକରଣ ଅଭିଯାନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ଏହି ବୈଠକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଚାଲିଥିବା ବେଳେ ବୈଠକରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର…

ବିଦେଶକୁ ଯାଉଥିଲେ ବଡ ଖବର । ଏଣିକି ଟିକା ପ୍ରମାଣପତ୍ରରେ ସଂଯୁକ୍ତ କରିପାରିବେ ପାସପୋର୍ଟ ନମ୍ବର ।

କନକ ବ୍ୟୁରୋ : ଏଣିକି ବିଦେଶ ଯାତ୍ରୀମାନେ କୋ-ୱିନ୍ ସାଇଟରେ ନିଜର ଟିକାକରଣ ପ୍ରମାଣପତ୍ରକୁ ପାସପୋର୍ଟ ସହ ଲିଙ୍କ୍ କରିପାରିବେ । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଫଳରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଅନ୍ୟ କାରଣ ପାଇଁ ବିଦେଶ ଯାତ୍ରା କରୁଥିବା ଲୋକମାନେ ଉପକୃତ ହୋଇପାରିବେ । ଆରୋଗ୍ୟ ସେତୁ ଆପର…

ରାଫେଲର ନୂଆ ରେକର୍ଡ । ଅବିରତ ଭାବେ ୧୨ ଘଂଟା ଉଡି ଯାତ୍ରାକଲା ୧୭ ହଜାର କିଲୋମିଟର

କନକ ବ୍ୟୁରୋ : ଯୁଦ୍ଧ ବିମାନ ରାଫେଲର ଶକ୍ତିକୁ ନେଇ ସବୁବେଳେ ଚର୍ଚ୍ଚା ଚାଲିଛି । ଏହି କ୍ରମରେ ରାଫେଲ ଯୁଦ୍ଧ ବିମାନ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଅବିରତ ଭାବେ ୧୨ ଘଂଟା ଉଡି ୧୭ ହଜାର କିଲୋମିଟର ଯାତ୍ରା କରିଛି ଏହି ଯୁଦ୍ଧ ବିମାନ । ଏହା ପୂର୍ବରୁ କୌଣସି ରାଫେଲ ଯୁଦ୍ଧ ବିମାନ ଗୋଟିଏ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା । ସୂଚନା ଦେଲା ପାଣିପାଗ ବିଭାଗ ।

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରେ ଝଡବର୍ଷା ସହ ବଜ୍ରପାତ ହୋଇପାରେ । ପାଣିପାଗ ବିଭାଗର ସୂଚନା ମୁତାବକ ଏହି ସବୁ ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି,…

କରୋନା ଚିକିତ୍ସାରେ ହେଉଥିବା ଖର୍ଚ୍ଚ କିମ୍ବା କରୋନା ମୃତ୍ୟୁରେ ମିଳୁଥିବା ସହାୟତା ରାଶି ଉପରେ ନିଆଯିବ ନାହିଁ ଆୟ କର

କନକ ବ୍ୟୁରୋ : କରୋନା ଜନିତ ମୃତ୍ୟୁରେ କେନ୍ଦ୍ର ସରକାର ୪ ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ଅସମର୍ଥ ବୋଲି ସୁପ୍ରିମ କୋର୍ଟକୁ ଜଣାଇଛନ୍ତି । ହେଲେ କରୋନା ଚିକିତ୍ସାରେ ହେଉଥିବା ଖର୍ଚ୍ଚ କିମ୍ବା କରୋନା ସଂକ୍ରମଣ ଫଳରେ ହେଉଥିବା ମୃତ୍ୟୁରେ ମୃତକଙ୍କ ପରିବାରକୁ ଯଦି ସହାୟତା ରାଶି ମିଳୁଛି…

ଅଜଣା ହେଉ କି ଅସହାୟ… ବିପଦ ବେଳେ ସାହାଯ୍ୟର ହାତ ବଢାନ୍ତି, ଶେଷ ଯାତ୍ରାରେ ସାମିଲ ହୁଅନ୍ତି । କୋକେଇ ତିଆରି…

କନକ ବ୍ୟୁରୋ: ଏ କୋକେଇ କେଉଁ ନିଜ ଲୋକ ପାଇଁ ବନ୍ଧା ହେଉନି କି ନିଜ ସମ୍ପର୍କୀୟଙ୍କ ପାଇଁ ବାନ୍ଧୁ ନାହାନ୍ତି ଏ ବ୍ୟକ୍ତି । ପର ପାଇଁ. ନିରାଶ୍ରୟ ପାଇଁ, ଅସହାୟଙ୍କ ପରିଜନ ପାଇଁ ବନ୍ଧା ହେଉଛି । ଯେଉଁମାନଙ୍କ କେହି ନାହିଁ ତାଙ୍କର କୁନା ଭାଇ ଅଛନ୍ତି । କିଏ ଡାକୁ କି ନଡାକୁ, ବିପଦରେ…