Daily Archives

June 26, 2021

କରୋନା କାଳରେ କୃଷକଙ୍କ ଆନ୍ଦୋଳନ । ୮ ମାସରେ ପହଞ୍ଚିଲା କୃଷି ଆଇନ ବିରୋଧରେ କୃଷି ଆନ୍ଦୋଳନ, ଟିକାୟତ କହିଲେ ଜାରି ରହିବ…

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ଦେଶରେ କୃଷକ ଆନ୍ଦୋଳନ ଆଜି ୮ ମାସରେ ପହଞ୍ଚିଚି । ଦିଲ୍ଲୀ ସୀମାରେ ୮ମାସ ଧରି କୃଷକମାନେ ଆନ୍ଦୋଳନରେ ବସିଛନ୍ତି । ଆଜି ଆନ୍ଦୋଳନର ୭ମାସ ପୂରଣ ଅବସରରେ ଚାଷୀମାନେ ଅଲଗା ଅଲଗା ରାଜ୍ୟରେ…

ପଜିଟିଭ, ନେଗେଟିଭର ଖେଳରେ ଫସିଯାଉଛନ୍ତି ସାଧାରଣ ଲୋକ । କୋଭିଡ ପରୀକ୍ଷା ପରେ ଗର୍ଭବତୀ ମହିଳାଙ୍କ ରିପୋର୍ଟ ଆସିଲା…

କନକ ବ୍ୟୁରୋ : ପଜିଟିଭ, ନେଗେଟିଭର ଖେଳରେ ଫସି ଯାଉଛନ୍ତି ସାଧାରଣ ଲୋକ । ନିଆଳି ସୁନିଦା ଗାଁରେ କୋଭିଡ ପରୀକ୍ଷା ପରେ ଗର୍ଭବତୀ ମହିଳାଙ୍କ ରିପୋର୍ଟ ଆସିଲା ପଜିଟିଭ । ୩ ଦିନ ପରେ ହସ୍ପିଟାଲରେ କିନ୍ତୁ ରିପୋର୍ଟ ବାହାରିଲା ନେଗେଟିଭ, ମୋବାଇଲକୁ ମେସେଜ ଆସିଲା ପଜିଟିଭ୍ । ଏପରି ଡବଲ୍…

କରୋନା ଯୋଗୁଁ ପିଲାଙ୍କ ଉପରେ ପଡୁଛି ପ୍ରଭାବ । ୧୫ ମାସ ହେଲାଣି ବନ୍ଦ ରହିଛି ସ୍କୁଲ, ଘରୁ ବାହାରି ପାରୁନାହାନ୍ତି…

କନକ ବ୍ୟୁରୋ : ପିଲାଙ୍କ ଉପରେ ପଡୁଛି କରୋନାର ପ୍ରଭାବ । ପ୍ରାୟ ୧୫ ମାସ ହେଲା ପିଲା ସ୍କୁଲ ଯାଉନାହାନ୍ତି । ଆଉ ଘରେ ରହି ଅନଲାଇନରେ ପାଠ ପଢୁଛନ୍ତି । ବାହାରକୁ ଗଲେ ଭୂତାଣୁର ସଂକ୍ରମଣ ଭୟ ଥିବାରୁ ଘରେ ରହୁଛନ୍ତି ପିଲା । ଆଉ ଏଭଳି ସ୍ଥିତିରେ ଘରେ ଅଧିକାଂଶ ସମୟ ଟିଭି ଓ ମୋବାଇଲରେ…

ଅଧା ଓଡ଼ିଶାରୁ ଆସିଲା ଚାଷୀ ଦୁର୍ଦ୍ଦଶାର ସାଂଘାତିକ ଚିତ୍ର । ମଣ୍ଡିରେ ପଡି ପଡ଼ି ଧାନ ହୋଇଗଲାଣି ଗଜା, ୧୨ ଦିନିଆ ଟୋକନ…

କନକ ବ୍ୟୁରୋ : ସାରା ରାଜ୍ୟରେ ହିନସ୍ତା ହେଉଛନ୍ତି ଅନ୍ନଦାତା । ଜମିରେ ଖଟି ଫସଲ ଫଳାଇଛନ୍ତି, ଅମଳ କରି ବିକ୍ରି ଉଦ୍ଦେଶ୍ୟରେ ମଣ୍ଡିକୁ ଆଣିଛନ୍ତି । ହେଲେ ପ୍ରଶାସନ ଓ ମିଲରଙ୍କ ମଧୁଚନ୍ଦ୍ରିକାରେ ଫସି ଯାଇଛନ୍ତି ରବି ଋତୁରେ ଧାନ ଚାଷ କରିଥିବା ଚାଷୀ । ୧୨ ଦିନିଆ ଟୋକନ ଅବଧି ପାଇଁ ବ୍ରିକି…

ଡରାଉଛି ‘ଡେଲଟା ପ୍ଲସ୍’ କରୋନା ଭୂତାଣୁ । କଣ୍ଟେନମେଣ୍ଟ ଜୋନ୍ କରିବାକୁ କେନ୍ଦ୍ରର ନିର୍ଦ୍ଦେଶ । ଏପଟେ ରାଜ୍ୟରେ ପ୍ରଥମ…

କନକ ବ୍ୟୁରୋ : ତୃତୀୟ ଲହର ଆଶଙ୍କା ଭିତରେ କରୋନା ଭୂତାଣୁର ନୂଆ ପ୍ରଜାତି ଡେଲଟା ପ୍ଲସ ଭେରିଆଂଟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । କରୋନା ଭୂତାଣୁର ଏହି ନୂଆ ପ୍ରଜାତି ତୃତୀୟ ଲହରର କାରଣ ହେବ ନାହିଁ ତ ? ଏମିତି ପ୍ରଶ୍ନ ବି ମନରେ ଉଙ୍କି ମାରୁଛି । କାରଣ, ଦ୍ୱିତୀୟ ଲହରରେ ସାରାଦେଶରେ…

ଆସନ୍ତାକାଲି ଲେହ ଗସ୍ତରେ ଯିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସୁରକ୍ଷା ବ୍ୟବସ୍ଥାର କରିବେ ଯାଞ୍ଚ ।

କନକ ବ୍ୟୁରୋ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର ଲେହ-ଲଦାଖ ଗସ୍ତରେ ଯାଉଛନ୍ତି । ସେଠାରେ ସେ ସେନାର ସ୍ଥିତି ପରଖିବା ସହିତ ବିଭିନ୍ନ ସଡକ, ବ୍ରିଜର ଉଦଘାଟନ କରିବେ । ରାଜନାଥଙ୍କ ଏହି ଗସ୍ତକୁ ଏବେ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି, କାରଣ ଗତ ସପ୍ତାହରେ ହିଁ…