Daily Archives

June 1, 2021

ଚାଲିଗଲେ ଓଡ଼ିଶା ଫୁଟବଲର ଦ୍ରୋଣାଚାର୍ଯ୍ୟ । ଚିକିତ୍ସାଧୀନ ଅବସ୍ଥାରେ କିମ୍ବଦନ୍ତୀ ଫୁଟବଲ କୋଚ୍ ନନ୍ଦକିଶୋର…

କନକ ବ୍ୟୁରୋ : ଓଡିଶାର ଫୁଟବଲକୁ ଜାତୀୟ ସ୍ତରରେ ପରିଚୟ ଦେଇଥିବା ଖ୍ୟାତନାମା ଫୁଟବଲ କୋଚ୍ ନନ୍ଦକିଶୋର ପଟ୍ଟନାୟକ ଆଉ ନାହାନ୍ତି । କରୋନା ଅନେକ ଲୋକଙ୍କୁ ଏଭଳି ଛଡାଇ ନେଉଥିବା ବେଳେ ନନ୍ଦକିଶୋର ପଟ୍ଟନାୟକ କରୋନାର ଶିକାର ହୋଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।…

ସାଧାରଣ ଲୋକ ଫାଇନ ଗଣନ୍ତି, ଅପରାଧୀ ଏଠି ଛୁରୀ ମାରନ୍ତି । ରାଜଧାନୀରେ ପଦାକୁ ବାହାରିବାକୁ ଲାଗୁଛି ଡର । ପ୍ରଶ୍ନ…

କନକ ବ୍ୟୁରୋ : ଭୁବନେଶ୍ୱରର ନୟାପଲ୍ଲୀ ମର୍ଣ୍ଣିଂ ୱାକ୍ କରୁଥିବା ମହିଳାଙ୍କୁ ଛୁରାମାଡ ଘଟଣା, ସାରା ରାଜ୍ୟରେ ଚର୍ଚ୍ଚା ପାଲଟିଛି । କେମିତି ସ୍ପଷ୍ଟ ଦିବାଲୋକରେ ସକାଳ ୬ଟା ୩୦ରେ ମହିଳାଙ୍କୁ ଛୁରା ମାରି ଦୁର୍ବୃତ୍ତ ଜଣକ ଆରାମରେ ଦୌଡି ପଳାଇ ଯାଇଛି, ତାକୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଛି ।…

ବୁଲି ବୁଲି କରୋନା ସ୍ଥିତି ପରଖୁଛନ୍ତି କେନ୍ଦ୍ରମନ୍ତ୍ରୀ । ପିପିଇ କିଟ୍ ପିନ୍ଧି ଅନୁଗୁଳର କୋଭିଡ୍ ହସ୍ପିଟାଲ ବୁଲିଲେ…

କନକ ବ୍ୟୁରୋ: କେମିତି ଅଛି କୋଭିଡ୍ ହସ୍ପିଟାଲର ସ୍ଥିତି ? ପିପିଇ କିଟ୍ ପିନ୍ଧି ସ୍ଥିତି ପରଖିଲେ, ରୋଗୀଙ୍କ ସମ୍ପର୍କରେ ପଚାରି ବୁଝିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନୁଗୁଳରେ ୨୭୦ ଶଯ୍ୟା ବିଶିଷ୍ଟ କୋଭିଡ୍ ସେଣ୍ଟରର ଲୋକାର୍ପଣ ପରେ ବଳରାମ ପ୍ରସାଦ ସ୍ଥିତ ଇଏସଆଇ ହସ୍ପିଟାଲରେ…

ସ୍ଥିର ରହିଛି ଓଡ଼ିଶାରେ ସଂକ୍ରମଣ । ଡିଏମଇଟି କହିଲେ, ବିଳମ୍ବରେ ଶୀର୍ଷକୁ ଯାଇଥିବାରୁ ଖସିବା ପାଇଁ ଲାଗିବ ସମୟ ।

କନକ ବ୍ୟୁରୋ : ଓଡିଶାର କରୋନା ସଂକ୍ରମଣ ହାର ଆଜି ୧୪ ପ୍ରତିଶତ ରହିଛି । ଅର୍ଥାତ୍ ଶହେ ଜଣଙ୍କୁ ପରୀକ୍ଷା କଲେ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସରକାରଙ୍କ ପକ୍ଷରୁ କୁହାଯାଇଛି, ଓଡିଶାରେ ସଂକ୍ରମଣ ଡେରିରେ ଶୀର୍ଷକୁ ଯାଇଥିବାରୁ କମିବା ପାଇଁ ମଧ୍ୟ ସମୟ ଲାଗୁଛି । ସଂକ୍ରମଣ ବଢିବା…

ବାତିଲ ହେଲା ସିବିଏସଇ ଦ୍ୱାଦଶ ପରୀକ୍ଷା । ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ପରେ ବଡ ନିଷ୍ପତ୍ତି ।

କନକ ବ୍ୟୁରୋ: ସିବିଏସଇ ପରୀକ୍ଷା ନେଇ ବର୍ତ୍ତମାନ ସମୟରେ ସବୁଠାରୁ ବଡ ଖବର । ବାତିଲ ହେଲା ସିବିଏସଇ ପରୀକ୍ଷା । ରଦ୍ଦ ହେଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା । ପ୍ରଧାନମନ୍ତ୍ରୀଙ୍କ ସହ ସିବିଏସଇର ବୈଠକ ପରେ ବଡ ନିଷ୍ପତ୍ତି । ପିଲାଙ୍ଗ ସୁରକ୍ଷାକୁ ପ୍ରାଥମିକତା ଦେଇ ନିଷ୍ପତ୍ତି…

ଗୋଟିଏ ଦିନରେ ଦିଆଯିବ କୋଟିଏ ଟୀକା । ବର୍ଷ ଶେଷ ସୁଦ୍ଧା ୧୦୮ କୋଟି ଲୋକଙ୍କର ହେବ ଟୀକାକରଣ, ଆଇସିଏମଆର ମୁଖ୍ୟଙ୍କ ବଡ…

କନକ ବ୍ୟୁରୋ : ଜୁଲାଇ ଅଧାରୁ ଅବା ଅଗଷ୍ଟ ଆରମ୍ଭରୁ ଦେଶରେ ଦିନକୁ ୧ କୋଟି ଟୀକାକରଣ ହୋଇପାରିବ । ଆଇସିଏମଆର ମୁଖ୍ୟ ଡାକ୍ତର ବଳରାମ ଭାର୍ଗବ୍ ଏହି ସୂଚନା ଦେଇ କହିଛନ୍ତି, ବର୍ଷ ଶେଷ ସୁଦ୍ଧା ୧୦୮ କୋଟି ଲୋକଙ୍କୁ ଟୀକାକରଣ କରାଯିବ । ବର୍ତ୍ତମାନ ଉଭୟ ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ୍…