Daily Archives

May 27, 2021

ବାତ୍ୟା ବିପଦ ଟଳିଯିବା ପରେ କରୋନା ସଂକ୍ରମଣ ରୋକିବାକୁ ପ୍ରୟାସ । ବାତ୍ୟା ଆଶ୍ରୟସ୍ଥଳରୁ ଫେରିଥିବା ଲୋକଙ୍କ ଉପରେ ନଜର…

କନକ ବ୍ୟୁରୋ: ବାତ୍ୟା ମୁହଁରୁ ତଳିଆ ଅଂଚଳର ଲୋକଙ୍କୁ ବଂଚାଇବା ପାଇଁ ପ୍ରାୟ ୭ ଲକ୍ଷ ଲୋକଙ୍କୁ ଯୁଦ୍ଧକାଳୀନ ଭିତିରେ ସ୍ଥାନାନ୍ତର କରିଥିଲା ପ୍ରଶାସନ । କରୋନା କାଳରେ ବାତ୍ୟା ବିତ୍ପତି ପ୍ରଶାସନକୁ ଚିନ୍ତାରେ ପକାଇଥିଲା । ଗୋଟିଏ ପଟେ ସାମାଜିକ ଦୂରତା ଭଳି କରୋନା ନିୟମ କଡ଼ାକଡ଼ି ପାଳନ କରିବା,…

ଏବେ ବି ସ୍ପଷ୍ଟ ବାରି ହେଉଛି ବାତ୍ୟା ବିପର୍ଯ୍ୟୟର ପଦ ଚିହ୍ନ । ଉଜୁଡ଼ା ଘରକୁ ସଜାଡୁଛି ବିପନ୍ନ, ପାଣି ଘେରରେ ଶହ ଶହ…

କନକ ବ୍ୟୁରୋ: ବାତ୍ୟା ସହିତ ଆସିଥିବା ବର୍ଷା ଓ ପବନ ସବୁ କିଛି ଛାରଖାର କରିଦେଇଛି । ମାଟିଘର ଭାଙ୍ଗି ଯାଇଛି, କୁଡ଼ିଆ ଉଡି ଯାଇଛି । ଆଉ ଗାଁ ମାଡ଼ି ଆସିଛି ପାଣି । ବାଲେଶ୍ୱର ଶ୍ରଦ୍ଧାପୁର ପଂଚାୟତ ଖଡ଼ିବିଲ ଗାଁର ପ୍ରାୟ ଶହେ ପରିବାରର ଏହି ସମାନ ଅବସ୍ଥା । ବାତ୍ୟା ସିନା ଚାଲିଯାଇଛି ହେଲେ…

ବାତ୍ୟା ପରେ ଓଡ଼ିଶାକୁ ବନ୍ୟା ଚିନ୍ତା । ବିପଦ ସଙ୍କେତ ଉପରେ ବୈତରଣୀ । ଯାଜପୁର, ଭଦ୍ରକ, କେନ୍ଦୁଝର ଓ କେନ୍ଦ୍ରାପଡାରେ…

କନକ ବ୍ୟୁରୋ: ବାତ୍ୟା ସରିଲା । କିନ୍ତୁ ପ୍ରବଳ ବର୍ଷାରେ ଫୁଲୁଛି ନଦୀ । ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି । ପ୍ରଭାବିତ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବାରୁ ଏଭଳି ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି । ବାତ୍ୟା ପ୍ରଭାବରେ ୧୪୬ଟି ବ୍ଲକରେ ସର୍ବାଧିକ ବର୍ଷା ହୋଇଛି ।…

ଜୁନ୍ ଦ୍ୱିତୀୟ ସପ୍ତାହରେ ଭାରତରେ ଉପଲବ୍ଧ ହେବ ସ୍ପୁଟନିକ-ଭି ଟିକା । ଆପୋଲ ହସ୍ପିଟାଲ ମାଧ୍ୟମରେ ଟିକାକରଣ ପାଇଁ…

କନକ ବ୍ୟୁରୋ : କରୋନା ମହାମାରୀ ବିରୋଧରେ ଚାଲିଥିବା ଲଢେଇରେ ଏବେ ଭାରତରେ ପୁଣି ଏକ ଭ୍ୟାକ୍ସିନ ଉପଲବ୍ଧ ହେବ । ଋଷ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କୋଭିଡ ଟିକା ସ୍ପୁଟନିକ୍ – ଭି ଭାରତରେ ଜୁନ୍ ଦ୍ୱିତୀୟ ସପ୍ତାହରୁ ଉପଲବ୍ଧ ହେବ ବୋଲି କୁହାଯାଇଛି । ଆରମ୍ଭରୁ ଏହି ଭ୍ୟାକ୍ସିନ ଆପୋଲ…

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପୁନରୁଦ୍ଧାର ସମୀକ୍ଷା । ୭ ଦିନ ମଧ୍ୟରେ ଘରଭଙ୍ଗା କ୍ଷତିର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ।

କନକ ବ୍ୟୁରୋ : ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିବା ପରେ ବାତ୍ୟା ପୁନରୁଦ୍ଧାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭ ଦିନ ମଧ୍ୟରେ ପ୍ରଭାବିତ ଜିଲ୍ଲା ଗୁଡିକରେ ଘରଭଙ୍ଗା କ୍ଷତିର ଆକଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।  ସମସ୍ତ ମରାମତି ଓ ପୁନରୁଦ୍ଧାର…

ଚିକିତ୍ସା ବିଜ୍ଞାନ ସ୍ତମ୍ଭିଭୂତ । କରୋନା ନେଗେଟିଭ ଥିବା ମା’ ପେଟରୁ ଜନ୍ମ ନେଲା କରୋନା ପଜିଟିଭ୍ ସନ୍ତାନ ।

କନକ ବ୍ୟୁରୋ : କରୋନା ମହାମାରୀର ଦ୍ୱିତୀୟ ଲହର ଯେତେ ଅଧିକ ଲୋକଙ୍କ ଜୀବନ ନେଉଛି ତା ଠାରୁ ଅଧିକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଘଟାଉଛି । ଏବେ ଏଭଳି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଘଟିଛି ବାରଣାସୀର କାଶୀ ହିନ୍ଦୁ ବିବି ଠାରେ ଥିବା ସୁନ୍ଦର ଲାଲ ହସ୍ପିଟାଲରେ । ହସ୍ପିଟାଲରେ ଡେଲିଭରୀ…