Daily Archives

May 26, 2021

ବାତ୍ୟା ଦେଖାଉଥିଲା ଚକମା । ପବନର ବେଗ କମ୍ ରହିବାରୁ ବଡ଼ କ୍ଷୟକ୍ଷତିରୁ ବର୍ତିଗଲା ଓଡ଼ିଶା, ପ୍ରତିକୂଳ ପାଣିପାଗ ଯୋଗୁଁ…

କନକ ବ୍ୟୁରୋ : ବାତ୍ୟା ୟାସ୍, ଓଡ଼ିଶା ଉପକୂଳ ଅତିକ୍ରମ କରିଯାଇଛି । ଆଉ ଓଡ଼ିଶା ପାଇଁ ଟଳି ଯାଇଛି ଏକ ବଡ଼ ବିପଦ । ବାତ୍ୟାର ପ୍ରଭାବରେ ଧନଜୀବନ ହାନୀର ଯେତେ ବଡ଼ ଆଶଙ୍କା କରାଯାଉଥିଲା, ସୌଭାଗ୍ୟ ବଶତଃ ସେତେ ବଡ଼ ଧରଣର କ୍ଷୟକ୍ଷତି ହୋଇନାହିଁ । ବାତ୍ୟାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ…

ବାଲେଶ୍ୱର ବାହାନଗା ଉପକୂଳରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ୟାସ୍ । ୧୩୦ କିଲୋମିଟର ବେଗରେ ବହିଲା ପବନ, ୨୪ କିଲୋମିଟର…

କନକ ବ୍ୟୁରୋ : ବାତ୍ୟା ୟାସକୁ ନେଇ ଯେଉଁ ଆକଳନ କରାଯାଉଥିଲା ଏବଂ ବଡ଼ ଆକାରରେ ଉପକୂଳକୁ ମାଡ଼ କରିବ ବୋଲି କୁହାଯାଉଥିଲା, ପ୍ରକୃତରେ ଗତକାଲି ଦ୍ୱିପହର ଠାରୁ ଏହା ନିଜର ରୂପରେ ପରିବର୍ତନ କରିଥିଲା । ଏବଂ କାଲିଠାରୁ ଭାରତୀୟ ପାଣିପାଗ ବିଭାଗ କହୁଥିଲା, ୧୬୫ କିମ୍ବା ୧୭୦ ନୁହେଁ ଏହା ୧୩୦…

ଆସନ୍ତାକାଲି ସକାଳୁ ଓଡିଶା ଛାଡିବ ‘ୟାସ୍’ । ପ୍ରେସମିଟରେ ସୂଚନା ଦେଲେ ଏସଆରସି ପ୍ରଦୀପ ଜେନା ।

କନକ ବ୍ୟୁରୋ: ବାତ୍ୟା ୟାସ୍ ଆଜି ଲ୍ୟାଣ୍ଡଫଲ୍ କରିବା ପରେ ଏନେଇ ତାଜା ଅପଡେଟ୍ ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ତାଙ୍କ କହିବା ମୁତାବକ ବାତ୍ୟା ଏବେ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ରହିଛି । ଆଗାମୀ କେଇ ଘଣ୍ଟା ଭିତରେ ଏହା ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ । ତେବେ ଏହାର ପ୍ରଭାବରେ…

ବାତ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ରିଲିଫ୍ ଘୋଷଣା । ୭ ଦିନର ରିଲିଫ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ବାତ୍ୟା ୟାସ୍ ଆଜି ଉତ୍ତର ଓଡିଶାରେ ତାଣ୍ଡବ ରଚିବା ପରେ ଏବେ ବାତ୍ୟା ପୀଡିତଙ୍କ ପାଇଁ ୭ ଦିନର ରିଲିଫ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟା ୟାସ୍ ନେଇ ସ୍ଥିତି ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ଏହି ବଡ ଘୋଷଣା କରିଛନ୍ତି । ତେବେ ପାଣି ଘେରରେ ଥିବା ୧୨୮ ଗାଁକୁ…

ଓଡିଶା ପାଇଁ ଟଳିଗଲା ବଡ ବିପଦ । ବର୍ତ୍ତମାନ ଯାଏ ମିଳିଥିବା ସୂଚନା ଅନୁସାରେ ବେଶି କ୍ଷୟକ୍ଷତି ଘଟାଇନାହିଁ ବାତ୍ୟା…

କନକ ବ୍ୟୁରୋ: ଓଡିଶା ପାଇଁ ଟଳିଗଲା ବଡ ବିପଦ । ବର୍ତ୍ତମାନ ଯାଏ ମିଳିଥିବା ସୂଚନା ଅନୁସାରେ ବେଶି କ୍ଷୟକ୍ଷତି ଘଟାଇନାହିଁ ବାତ୍ୟା ‘ୟାସ’ । ରେମୁଣା- ବାହାନଗା- ସଦର ମଧ୍ୟରେ ଲ୍ୟାଣ୍ଡଫଲ କରିଥିଲା ବାତ୍ୟା ୟାସ୍ । ସକାଳ ୯ଟାରୁ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ପ୍ରାୟ ୪ଘଂଟା…

ବାତ୍ୟା ପରେ ରାଜ୍ୟରେ ବଢିପାରେ ସଂକ୍ରମଣ । କରୋନା ସଂକ୍ରମଣ ବୃଦ୍ଧି ନେଇ ଆଶଙ୍କା ପ୍ରକାଶ କଲେ ବରିଷ୍ଠ ଡାକ୍ତର ଅଶୋକ…

କନକ ବ୍ୟୁରୋ: ବାତ୍ୟା ୟାସ୍ ଏବେ ଉତ୍ତର ଓଡିଶାରେ ତାଣ୍ଡବ ରଚିବା ସହିତ ଲ୍ୟାଣ୍ଡଫଲ୍ କରିସାରିଛି । ଓଡିଶା ସରକାର ମଧ୍ୟ ଏହାକୁ ମୁକାବିଲା କରିବା ସହିତ ଏବେ ଉଦ୍ଧାର କାର୍ଯ୍ୟରେ ଲାଗିପଡିଛନ୍ତି । ହେଲେ ବାତ୍ୟା ଯିବା ପରେ ରାଜ୍ୟରେ କରୋନା ସଂକ୍ରମଣ ବଢିପାରେ ବୋଲି ଆଶଙ୍କା ପ୍ରକାଶ…