Daily Archives

May 25, 2021

ୟାସ୍ ବାତ୍ୟାର ସୃଷ୍ଟି ହୋଇଛି ଆଖି । ଆଖିର ବ୍ୟାସାର୍ଦ୍ଧ ୩୫ରୁ ୪୦ କିଲୋମିଟର । ଡପଲର ରାଡାରରୁ ଜଣାପଡିଲା ବାତ୍ୟାର…

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅତି ଭୀଷଣ ରୂପ ଧାରଣ କରି ଓଡିଶା ମୁହାଁ ହେଉଛି । ଏହାରି ଭିତରେ ବାତ୍ୟାର ଆଖି ସୃଷ୍ଟି ହୋଇଥିବା ଜଣାପଡିଛି । ଏହି ଆଖିର ବ୍ୟାସାର୍ଦ୍ଧ ୩୫ରୁ ୪୦ କିମି ଭିତରେ ରହିଛି । ଯାହାକି ପାରଦୀପ ଡପଲର ରାଡାରରୁ ଜଣାପଡିଛି । ତେବେ…

ବାତ୍ୟା ପାଇଁ ଓଡ଼ିଶାରେ ବ୍ୟାପକ ସ୍ଥାନାନ୍ତରଣ ଜାରି । କେନ୍ଦ୍ରାପଡ଼ା ରାଜନଗରରୁ ଆସିଲା ସ୍ଥାନାନ୍ତରଣର ବିରଳ ଚିତ୍ର ।…

କନକ ବ୍ୟୁରୋ: ବିପର୍ଯ୍ୟୟ ସହ ମୁକାବିଲା ଏତେ ସହଜ ନୁହେଁ । ଏଥିରେ ପ୍ରତିଟି ମଣିଷର ସହଯୋଗ ଦରକାର । ବାତ୍ୟା, ବନ୍ୟା ଭଳି ବଡ଼ ବଡ଼ ବିପଦକୁ ଓଡ଼ିଶା ଅତିକ୍ରମ କରିଯିବା ପଛରେ ହୁଏତ, ଏହି ଭଳି ଛୋଟ ଛୋଟ ପ୍ରୟାସ ରହିଛି । ଏହି ଦୃୃଶ୍ୟ ପଛରେ କେବଳ ସରକାରୀ ଦାୟିତ୍ୱ ନାହିଁ, ବରଂ ବ୍ୟକ୍ତିଗତ…

ଆସନ୍ତାକାଲି ଭୁବନେଶ୍ୱରରେ ବନ୍ଦ ରହିବ ଟିକାକରଣ । ୨୬ ତାରିଖରେ ଟିକା ନେବାକୁ ଥିବା ବ୍ୟକ୍ତି ୨୯ ତାରିଖରେ ନେବେ…

କନକ ବ୍ୟୁରୋ: ବାତ୍ୟା ୟାସ୍ ହେତୁ ଆସନ୍ତାକାଲି ବିଏମସି ଅଂଚଳ ବା ଭୁବନେଶ୍ୱରରେ ବନ୍ଦ ରହିବ ଟିକାକରଣ । ବାତ୍ୟା ପାଇଁ ଗୋଟିଏ ଦିନ ଟିକାକରଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଭୁବନେଶ୍ୱର ମହାନଗର ନିଗମ । ତେବେ ଆସନ୍ତାକାଲି ଟିକା ନେବାକୁ ଥିବା ବ୍ୟକ୍ତିମାନେ ୨୯ ତାରିଖରେ ଟିକାକରଣ…

ସ୍ଥଳଭାଗ ଅତିକ୍ରମ ସମୟରେ ବହୁ ଉପରକୁ ଉଠିବ ସମୁଦ୍ର ଜୁଆର । ୪ ମିଟର ଯାଏଁ ଉଚ୍ଚାରେ ଉଠିବ ଜୁଆର । ପଢନ୍ତୁ କେଉଁଠି…

କନକ ବ୍ୟୁରୋ: ବାତ୍ୟା ୟାସ୍ ସ୍ଥଳଭାଗ ଛୁଇଁବା ପରେ ମାଡି ଆସିବ ସମୁଦ୍ର ପାଣି  । ପାଣିପାଗ ବିଭାଗ ଏମିତି ଆକଳନ କରିବା ପରେ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ଯଦି ସମୁଦ୍ର ପାଣି ମାଡି ଯାଏ ତେବେ ବ୍ୟାପକ କ୍ଷୟକ୍ଷତି ଘଟାଇବ । ଏହାକୁ ଦୃଷ୍ଟିରେ ରଖି ସମୁଦ୍ର…

ଓଡ଼ିଶାର ଦୁଇ ଜୈବ ମଣ୍ଡଳକୁ ବାତ୍ୟା ବଡ଼ ବିପଦ । ଲ୍ୟାଣ୍ଡଫଲ ସମୟରେ ଭିତରକନିକାରେ ପଡ଼ିପାରେ ବାତ୍ୟାର ବଡ଼ ପ୍ରଭାବ ।…

କନକ ବ୍ୟୁରୋ: ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇ ଉପକୂଳ ଆଡକୁ ମାଡ଼ି ଆସୁଥିବା ବାତ୍ୟା ‘ୟାସ’ର ପ୍ରଭାବରେ କ୍ଷତିଗ୍ରସ୍ତ ହୋଇପାରେ ଦୁଇଟି ପ୍ରମୁଖ ଜୈବମଣ୍ଡଳ । ପାଣିପାଗ ବିଭାଗର ଆକଳନ ଅନୁସାରେ ବାସୁଦେବପୁରରୁ ବାହାନଗା ମଧ୍ୟରେ ସ୍ଥଳଭାଗ ଉପରେ ମାଡ଼ ହେବ ୟାସ । ଲ୍ୟାଣ୍ଡଫଲ ଅଂଚଳ ପାଖାପାଖି…

ଲ୍ୟାଣ୍ଡଫଲ ସମୟରେ ଘଣ୍ଟା ପ୍ରତି ୧୫୫ରୁ ୧୬୫ ବେଗରେ ବହିବ ପବନ । ୧୮୫କୁ ଯାଇପାରେ ପବନର ଝଟକା । ସ୍ଥଳଭାଗ ଛୁଇଁବା ପରେ…

କନକ ବ୍ୟୁରୋ: ବାତ୍ୟା ଆସିଲେ ସବୁଠୁ ଅଧିକ କ୍ଷତି କରିଥାଏ ପବନ । ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ଯଦି ପବନର ବେଗ ଅଧିକ ହୁଏ ତେବେ କ୍ଷୟକ୍ଷତି ସର୍ବାଧିକ ହୋଇଥାଏ । ତେବେ ବାତ୍ୟା ୟାସ୍ ସ୍ଥଳଭାଗ ଛୁଇଁବା ପୂର୍ବରୁ ଏହାର ପ୍ରଭାବ ଉପକୂଳବର୍ତ୍ତୀ ଜିଲ୍ଲା କେନ୍ଦ୍ରାପଡା, ଜଗତସିଂହପୁର,…