Daily Archives

May 20, 2021

ସ୍ଥପତି ରଘୁନାଥ ମହାପାତ୍ରଙ୍କ ପରିବାରରେ ଧ୍ୱଂସର ତାଣ୍ଡବ ରଚିଲା କରୋନା । ଆଜି ଆଖି ବୁଜିଲେ ବଡ ପୁଅ ଯଶୋବନ୍ତ ।…

କନକ ବ୍ୟୁରୋ: କରୋନା ମହାମାରୀ ଗୋଟିଏ ପରିବାରର ଏକାଧିକ ସଦସ୍ୟଙ୍କୁ ଆଗ ପଛ କରି ମଶାଣିକୁ ଡାକିନେବାର ଅନେକ ଖବର ସାମ୍ନାକୁ ଆସୁଛି । ହେଲେ ରାଜ୍ୟର ଏକ ସଂଭ୍ରାନ୍ତ ଶିଳ୍ପୀ ପରିବାରର ତିନି ସଦସ୍ୟ ୧୨ ଦିନ ଭିତରେ ଆଖି ବୁଜିବା ଜାତୀୟ କ୍ଷତି ବୋଲି କୁହାଯାଇପାରେ । ମହାମାରୀ କରୋନାର କାଳ…

କରୋନା ଭିତରେ ଚ୍ୟାଲେଂଜ ହେବ ବାତ୍ୟା ମୁକାବିଲାର ପ୍ରସ୍ତୁତି । ଉପକୂଳ ଜିଲ୍ଲାରେ ହୋଇପାରେ ବହୁ ସଂଖ୍ୟାରେ…

କନକ ବ୍ୟୁରୋ: ଏବେ ସେ ସ୍ଥିତି ନାହିଁ ଯାହା ଫନି ବାତ୍ୟା ସମୟରେ ଥିଲା, କିମ୍ବା ତିତଲି ଆସିବା ସମୟରେ ଥିଲା । ସଂଭାବ୍ୟ ବାତ୍ୟା ‘ୟସ୍’ ଆସିବା ଆଗରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଏତେ ସହଜ ହୋଇନପାରେ । କାରଣ, ମହାମାରୀ ଏବେ ସହରଠୁ ଗାଁ ମୁହାଁ ହୋଇଛି ଏବଂ ସଂକ୍ରମଣ…

ସାଧାରଣ ଲୋକଙ୍କୁ ମିଳୁନି ଭାକସିନ୍, ହେଲେ ଘରେ ବସି ଟିକା ନେଇଗଲେ ମଡେଲ । ଇନଷ୍ଟାଗ୍ରାମରେ ପୋଷ୍ଟ କଲେ ଫଟୋ ।…

କନକ ବ୍ୟୁରୋ: ଏଥିରେ ସନ୍ଦେହ ନାହିଁ ଯେ, ଗ୍ଲାମରର ଆକର୍ଷଣ ରହିଛି । କିନ୍ତୁ ଏତେ ବଡ଼ ପ୍ରଭାବ ରହିଛି, ଆମେ ଜାଣିନଥିଲୁ, ହୁଏତ ଆପଣ ବି ଜାଣିନଥିବେ । ଏହି ମାଡମ୍ ଜଣକ ହେଉଛନ୍ତି ଶ୍ରୁତି ଶିଖା ନାୟକ । ୨୦୧୮ ଏଫ୍ବିବି କଲର୍ସ ଫେମିନା ମିସ୍ ଇଣ୍ଡିଆର ସେମି ଫାଇନାଲ ଲିଷ୍ଟ । ବେଆଇନ୍ ଭାବେ…

୨୨ରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଜନିତ ବାତ୍ୟା କେଉଁଠି କରିବ ମାଡ । ୱିଣ୍ଡି-ଡଟ୍-କମ୍ କହିଲା ୨୬ ତାରିଖ ରାତି…

କନକ ବ୍ୟୁରୋ: ଆଉ ଦୁଇଦିନ ପରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପୁଣି ୨ ଦିନ ପରେ ଅର୍ଥାତ ମେ ୨୪ ତାରିଖରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଦେଖନ୍ତୁ ଏକ ବିଦେଶୀ ପାଣିପାଗ ସଂସ୍ଥା ୱିଣ୍ଡି-ଡଟ-କମ୍ କଣ ପୂର୍ବାନୁମାନ କରିଛି । ମେ ୨୬ ସକାଳ ୬ଟାରେ…

ଭୂତାଣୁ ଭିତରେ ଭଲ ଖବର । ଆଜି ରାଜ୍ୟରେ ସୁସ୍ଥ ହେଲେ ୯,୮୭୦ କରୋନା ଆକ୍ରାନ୍ତ

କନକ ବ୍ୟୁରୋ: ଭୂତାଣୁ ଭିତରେ ରାଜ୍ୟ ପାଇଁ ଭଲ ଖବର । ଆଜି କରୋନାରୁ ସୁସ୍ଥ ହେଲେ ଆଉ ୯ ହଜାର ୮୭୦ କରୋନା ପଜିଟିଭ । ହେଲେ ଯେଉଁ ମାତ୍ରାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତା ଆଗରେ ଏହି ସୁସ୍ଥ ସଂଖ୍ୟା କିଛି ବି ନୁହେଁ । ଯାହାକି ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଆଜି ଖୋର୍ଦ୍ଧାରୁ…

ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା କଲେ ରାଜ୍ୟ ସରକାର । ଜାଣନ୍ତୁ, ଏହାର ଲକ୍ଷଣ ଓ କିପରି କରିବେ ମୁକାବିଲା?

କନକ ବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାବେଳେ ଏବେ ବ୍ଲାକ୍ ଫଙ୍ଗସ୍ ସମସ୍ତଙ୍କ ଚିନ୍ତା ବଢାଇଛି । ରାଜ୍ୟ ସରକାର ମଧ୍ୟ ଏହାର ଭୟାବହତାଙ୍କୁ ଆଖି ଆଗରେ ରଖି ଏହାକୁ ମହାମାରୀ ଭାବେ ଘୋଷଣା କରିଛନ୍ତି । ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏନେଇ ସୂଚନା ଦେଇଥିବାବେଳେ ଏବେ ନଜର…