Daily Archives

May 18, 2021

ରାଜ୍ୟରେ ଆଉ ହେବନି ପ୍ଲାଜମା ଥେରାପି । ଆଗାମୀ ସପ୍ତାହରେ ଦୈନିକ ୭୦ ହଜାର ନମୁନା ପରୀକ୍ଷା

କନକ ବ୍ୟୁରୋ: ଆଗାମୀ ସପ୍ତାହ ମଧ୍ୟରେ ରାଜ୍ୟରେ ଟେଷ୍ଟ ସଂଖ୍ୟା ୭୦ ହଜାରକୁ ବୃଦ୍ଧି କରାଯିବ । ରାଜ୍ୟରେ ମୃତ୍ୟୁହାର ୦.୪୦ରୁ କମି ୦.୩୭ ହୋଇଛି। ଗତ ୧୫ ଦିନର ମୃତ୍ୟୁହାରକୁ ଲକ୍ଷ୍ୟ କଲେ ଏହା ୦.୧୬ ଅଛି, ଯାହାକି ସାରା ଭାରତରେ ସର୍ବନିମ୍ନ । ରାଜ୍ୟରେ ଆଉ ପ୍ଲାଜମାଥେରାପି କରାଯିବ ନାହିଁ…

ରାଜ୍ୟରେ କୋଭିଡ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ, ରାଜ୍ୟରେ କୋଭିଡ ସ୍ଥିତି…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟରେ କୋଭିଡ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗତକାଲି ସର୍ବଦଳୀୟ ବୈଠକରେ ଘୋଷଣା କରିଥିବା କାର୍ୟ୍ୟକ୍ରମର ସଫଳ କାର୍ୟ୍ୟକାରୀତା ସହିତ ରୋଗୀଙ୍କ ଅବସ୍ଥା ସଂପର୍କରେ ସଂପର୍କୀୟଙ୍କୁ ସଠିକ…

କରୋନା ଭିତରେ ବାତ୍ୟାର ଭୟ । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ପ୍ରାରମ୍ଭିକ ସଂକେତ ମିଳୁଥିବା ଭୂ-ବିଜ୍ଞାନ…

କନକ ବ୍ୟୁରୋ: ସୋମବାର ରାତିରେ ଆରବ ମହାସାଗରରେ ଉଠିଥିବା ବାତ୍ୟା ଗୁଜରାଟରେ ମାଡ କରିବା ପରେ ଅନ୍ୟପଟେ ବଙ୍ଗୋପ ମହାସାଗରରେ ଆଉ ଏକ ବାତ୍ୟା ସୃଷ୍ଟି ହେବା ନେଇ ସଂକେତ ମିଳୁଛି । ପୂର୍ବ କେନ୍ଦ୍ରିୟ ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ଆସନ୍ତା ୨୩ ତାରିଖ ବେଳକୁ ଏହି…

ଆସୁଛି ସିଙ୍ଗାପୁର ଷ୍ଟ୍ରେନ୍, ଶିଶୁଙ୍କୁ ରଖନ୍ତୁ ସୁରକ୍ଷିତ । ବିଶ୍ୱ ପାଇଁ ବିପଦ ଆଣିପାରେ ଭୂତାଣୁର ସିଙ୍ଗାପୁର…

କନକ ବ୍ୟୁରୋ: ବିଶ୍ୱ ପାଇଁ ନୂଆ ବିପଦ ଭାବେ ଉଭା ହୋଇଛି କରୋନା ଭୂତାଣୁର ସିଙ୍ଗାପୁର ଷ୍ଟ୍ରେନ । ଭୂତାଣୁର ଏହି ନୂଆ ଷ୍ଟ୍ରେନ ଛୋଟ ପିଲାଙ୍କ ପାଇଁ ଅଧିକ ଭୟଙ୍କର ହୋଇଥିବା ସୂଚନା ମିଳିଛି । ସେପଟେ ସିଙ୍ଗାପୁର ସରକାର ଏହି ଭୂତାଣୁ ପ୍ରଥମେ ଭାରତରେ ଦେଖାଯାଇଥିବା କହିବା ସହ ସ୍କୁଲ କଲେଜକୁ…

ରାଜ୍ୟ ପାଇଁ ଭଲ ଖବର । ଗୋଟିଏ ଦିନରେ ରାଜ୍ୟରେ ସୁସ୍ଥ ହେଲେ ୧୦, ୨୪୨ କରୋନା ଆକ୍ରାନ୍ତ

କନକ ବ୍ୟୁରୋ: ଭୂତାଣୁ ଭିତରେ ରାଜ୍ୟ ପାଇଁ ଭଲ ଖବର । ଆଜି ରାଜ୍ୟରେ ୧୦ ହଜାର ଟପିଛି ସୁସ୍ଥ ସଂଖ୍ୟା । ଆଜି କରୋନାରୁ ସୁସ୍ଥ ହେଲେ ଆଉ ୧୦ ହଜାର ୨୪୨ କରୋନା ପଜିଟିଭ । ତେବେ ଗତ କିଛି ଦିନ ରାଜ୍ୟରେ ସଂକ୍ରମଣ ମଧ୍ୟ ସ୍ଥିର ରହିଛି । ଆଜି ଗୋଟିଏ ଦିନରେ ୧୦,୩୨୧ କରୋନା ପଜିଟିଭ ଚିହ୍ନଟ…

ଭୁବନେଶ୍ୱରରେ ପୁଣି ବଢିଲା ସଂକ୍ରମଣ । ଆଜି ଚିହ୍ନଟ ହେଲେ ୧,୧୫୧ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୮୯୬ ଜଣ

କନକ ବ୍ୟୁରୋ: ଭୁବନେଶ୍ୱର ପୁଣି ସଂକ୍ରମଣ ଉପର ମୁହାଁ ହୋଇଛି । ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୧,୧୫୧ କରୋନା ଆକ୍ରାନ୍ତ । କ୍ୱାରାଣ୍ଟାଇନ ସେଣ୍ଟରୁ ୧୮୪ ଜଣ ଚିହ୍ନଟ ହୋଇଥିବା ବେଳେ ୯୬୭ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୮୯୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି…