Daily Archives

May 4, 2021

ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୧୧୧୬ ପଜିଟିଭ୍ ଚିହ୍ନଟ । ୪୮,୨୫୬ରେ ପହଞ୍ଚିଲା ରାଜଧାନୀର ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ।

କନକ ବ୍ୟୁରୋ : ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବରରୁ ୧୧୧୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରେ ଏଯାବତ କରୋନା ମାମଲା ୪୮୨୫୬ରେ ପହଞ୍ଚିଛି । ସେହିପରି ଏବେ ବି ୮୯୪୭ଟି ସକ୍ରିୟ…

ଲକଡାଉନ୍ ସମୟରେ ଲୋକଙ୍କ ଘରେ ଯାଇ ଅଭିଯୋଗ ଶୁଣିବ ପୋଲିସ । ହ୍ୱାଟ୍ସଆପ୍ କିମ୍ବା ଇ-ମେଲରେ ପଠାଯିବ ଏଫଆଇଆର୍ କପି ।

କନକ ବ୍ୟୁରୋ: କରୋନା ସମୟରେ ଘରୁ ଯାଇ ଅଭିଯୋଗ ଗ୍ରହଣ କରିବ ପୋଲିସ । ସଂକ୍ରମଣ ସମୟରେ ଅପରାଧିକ ମାମଲାର ଅଭିଯୋଗ ପାଇଁ ଲୋକଙ୍କୁ ଘରୁ ବାହାରିବାକୁ ପଡିବନି । ନିଜେ ଖୋଦ୍ ପୋଲିସ ଯାଇ ଲୋକଙ୍କୁ ଘରୁ ଅଭଯୋଗ ଗ୍ରହଣ କରିବା ସହିତ ଅନଲାଇନ ଜରିଆରେ ମାମଲା ରୁଜୁ କରି ଛାନଭିନ୍ କରିବ ବୋଲି ସୂଚନା…

ଭାରତରେ ନୁହେଁ ୟୁଏଇରେ ଖେଳାଯାଇପାରେ ଟି-୨୦ ବିଶ୍ୱକପ୍ । କେନ୍ଦ୍ର ସରକାରଙ୍କ ସହ ବିସିସିଆଇର ଆଲୋଚନା ।

କନକ ବ୍ୟୁରୋ : ଭାରତରେ ଖେଳାଯାଇନପାରେ ଟି-୨୦ ବିଶ୍ୱକପ । ଚଳିତବର୍ଷ ଭାରତରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ୟୁଏଇରେ ଖେଳାଯାଇପାରେ । ଏସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି, ଆସନ୍ତା ୧ ମାସ ମଧ୍ୟରେ ନିଆଯିବ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତରେ କରୋନା…

ଭାରତରେ ପ୍ରଥମଥର ପଶୁଙ୍କ ଦେହରେ ଚିହ୍ନଟ ହେଲା କରୋନା ଭୂତାଣୁ । ହାଇଦ୍ରାବାଦ ଚିଡିଆଖାନାରେ ୮ ସିଂହ କରୋନା ସଂକ୍ରମିତ

କନକ ବ୍ୟୁରୋ : ସମ୍ଭବତଃ ଏହା ଭାରତର ପ୍ରଥମ ଘଟଣା । ମଣିଷ ପରେ ଭାରତରେ କରୋନାରେ ସଂକ୍ରମିତ ହେଉଛନ୍ତି ପଶୁ । ହାଇଦ୍ରାବାଦର ନେହେରୁ ପ୍ରାଣୀ ଉଦ୍ୟାନରେ ୮ ଟି ସିଂହ ଦେହରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ସେଣ୍ଟର ଫର ସେଲୁଲାର ମୋଲିକୋଲାର ବାୟୋଲୋଜି ର ସୂଚନା ମୁତାବକ ଏହି ୮ ଟି ସିଂହଙ୍କର…

୫ ଯୋଡା ସ୍ପେଶାଲ ଟ୍ରେନ୍ ବାତିଲ । ଉପଯୁକ୍ତ ଯାତ୍ରୀ ନହେବା ଓ କରୋନା ଭାଇରସ ସଂକ୍ରମଣ ପାଇଁ ଟ୍ରେନ୍ ବାତିଲ ।

କନକ ବ୍ୟୁରୋ: ଉପଯୁକ୍ତ ଯାତ୍ରୀ ନହେବା ଏବଂ କରୋନା ଭାଇରସ ସଂକ୍ରମଣକୁ ଦେଖି ୫ ଯୋଡା ଟ୍ରେନ୍ ବାତିଲ । ପୂର୍ବତଟ ରେଳ ପରିସୀମା ମଧ୍ୟରୁ ବିଭିନ୍ନ ସ୍ଥାନକୁ ଯାତ୍ରା କରୁଥିବା ପାଞ୍ଚଟି ସ୍ୱତନ୍ତ୍ର ଟ୍ରେନ୍ ସେବାକୁ ବାତିଲ କରିବା ନେଇ ନିଷ୍ପତ୍ତି ନିଆଯାଇଛି । ପୁରୀ-ଗୁଣୁପୁର-ପୁରୀ ବିଶେଷ…

ଲକଡାଉନରେ ଗଡିବନି ମୋ ବସ୍ । କେବଳ ରେଳ ଷ୍ଟେସନ ଓ ବିମାନ ବନ୍ଦରରୁ ଯୋଗାଇବ ସେବା। 

କନକ ବ୍ୟୁରୋ: ଲକଡାଉନ ସମୟରେ ବନ୍ଦ ରହିବ ମୋ ବସ୍ ସେବା । ଆସନ୍ତାକାଲିଠୁ ସାରା ରାଜ୍ୟରେ ଲକଡାଉନ୍ ଲାଗିବାକୁ ଥିବାବେଳେ ଏହି ସମୟରେ ମୋ ବସ୍ ଚଳାଚଳ କରିବନି ବୋଲି ଟୁଇଟ୍ କରି ସୂଚନା ଦେଇଛି କ୍ରୁଟ୍ । ତେବେ ଯାତ୍ରୀମାନଙ୍କ ସୁବିଧାକୁ ଆଖି ଆଗରେ ରଖି କଟକ ଓ ଖୋର୍ଦ୍ଧାର ରେଳ ଷ୍ଟେସନରେ ବସ…