Daily Archives

April 30, 2021

ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା । ଦ୍ୱିତୀୟ ଡୋଜ ନେବା ପାଇଁ ବାଟ ଛାଡନ୍ତୁ ପ୍ରଥମ ଡୋଜ…

କନକ ବ୍ୟୁରୋ: ଦ୍ୱିତୀୟ ଡୋଜ ନେବା ପାଇଁ ବାଟ ଛାଡନ୍ତୁ ପ୍ରଥମ ଡୋଜ ନେବାକୁ ଥିବା ବ୍ୟକ୍ତି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସେହିପରି ଠିକ ସମୟରେ ଦ୍ୱିତୀୟ ଡୋଜ ନ ନେଲେ ଟିକା ଅକାମୀ ହେବାର ରହିଛି ଆଶଙ୍କା ବୋଲି…

ଅକ୍ସିଜେନ୍ ପାଇଁ ଝିଅ ବାହାଘର ସଞ୍ଚିତ ଟଙ୍କା ଦାନ କରିଦେଲେ ଚାଷୀ, କିଏ ଗାଡ଼ି ବିକିଦେଲା ଆଉ କିଏ ମୃତ୍ୟୁ ପୂର୍ବରୁ…

କନକ ବ୍ୟୁରୋ: କୋଭିଡ୍ ଭୂତାଣୁ ଭିତରେ ‘ଅକ୍ସିଜେନ୍’ର ହାହାକାର ଦେଶକୁ ଦୁଃଖ ପରେ ଦୁଃଖ ଦେଇଚାଲିଛି । ଆଉ କରୋନାର ଏହି ଦ୍ୱିତୀୟ ଲହରରେ ଝରୁଥିବା ଲୁହ ପୋଛିବାକୁ ଦେବଦୂତ ସାଜି ଅନେକ ସାହାଯ୍ୟର ହାତ ବଢ଼ାଉଛନ୍ତି । ଆଜି ଆମେ ଆପଣଙ୍କୁ ମହାମାରୀ ବେଳେ ମହାନତାର ମନ୍ଦିର ଭିତରେ ଥିବା କିଛି…

କରୋନା ସ୍ଥିତି ନେଇ ରାଜ୍ୟ ସରକାରଙ୍କ ସୂଚନା । ପଜିଟିଭ୍ ହେଲେ ବ୍ୟସ୍ତ ନହୋଇ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଲେ…

କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା ସଂକ୍ରମଣ ଭିତରେ ଆଜି ପ୍ରେସମିଟ୍ କରି ରାଜ୍ୟର କୋଭିଡ୍ ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଏସସିଏସ୍ ପ୍ରଦୀପ୍ତ ମହାପାତ୍ର । ଏହି ସମୟରେ ସେ ରାଜ୍ୟରେ କରୋନା ସ୍ଥିତି ଅନ୍ୟ ରାଜ୍ୟ ଅପେକ୍ଷା ଭଲ ଥିବା କହିଥିବାବେଳେ ସମସ୍ତ ପ୍ରକାର…

ମେ ୩୧ ଯାଏଁ ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ରୋକ । ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଲଗାଇଲା ଡିଜିସିଏ

କନକ ବ୍ୟୁରୋ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) କରୋନା ଭୂତାଣୁ ମହାମାରୀ ହେତୁ ୩୧ ମେ ୨୦୨୧ ପର୍ୟ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ରୋକ ଲଗାଇଛି । ଡିଜିସିଏ ଦ୍ୱାରା ଏହି ଘୋଷଣା ପରେ ଆସନ୍ତା ମାସ ଶେଷ ପର୍ୟ୍ୟନ୍ତ ସମସ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବ ।…

ସୁଟର ଦାଦି ନାମରେ ଦେଶରେ ପରିିଚିତ ଚନ୍ଦ୍ରୋ ତୋମରଙ୍କ କରୋନାରେ ଦେହାନ୍ତ । ଘରୋଇ ହସ୍ପିଟାଲରେ ହେଉଥିଲେ ଚିକିତ୍ସା

କନକ ବ୍ୟୁରୋ : ଉତ୍ତରପ୍ରଦେଶର ଜଣାଶୁଣା ସୁଟର୍ ଦାଦି ଚନ୍ଦ୍ରୋ ତୋମାରଙ୍କ କରୋନାରେ ଦେହାନ୍ତ । କରୋନାରେ ସଂକ୍ରମିତ ହେବା ପରେ ସୁଟର ଦାଦି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ରାଜ୍ୟ ଓ ଜାତୀୟ ସ୍ତରରେ ବନ୍ଧୁକ ଚଳନାରେ ଦାଦି ଅନେକ ପୁରସ୍କାର ଜିତିଥିଲେ । ସୁଟର ଦାଦି ବାଗପଦ ର…

ଆମେରିକାରୁ ଭାରତକୁ ଆସିଲା ସହାୟତା । କରୋନା ମୁକାବିଲା ପାଇଁ ଭାରତକୁ କୋଭିଡ୍ ସଂରଜାମ ପଠାଇଲା ଆମେରିକା ।

କନକ ବ୍ୟୁରୋ: ଆମେରିକାରୁ ଭାରତକୁ ଆସିଲା ସହାୟତା । ବିଳମ୍ବରେ ହେଲେ ମଧ୍ୟ ମହାମାରୀ କରୋନାର ମୁକାବିଲା କରୁଥିବା ଭାରତକୁ ଘନିଷ୍ଠ ସହଯୋଗୀ ଆମେରିକା ପଠାଇଛି ସହାୟତା । କୋଭିଡ ସଂରଜାମ ଧରି ଦିଲ୍ଲୀ ବିମାନବନ୍ଦରରେ ପହିଚିଛି ଆମେରିକା ବିମାନ ଗ୍ଲୋବ ମାଷ୍ଟର ସି-୧୭ । ଏଥିରେ ୨୦୦ଟି ‘ଡି’…