Daily Archives

April 30, 2021

ରାଜ୍ୟରେ ଏପ୍ରିଲ ମାସରେ ଏକ ଲକ୍ଷ ଟପିଲା ନୂଆ ମାମଲା । ପ୍ରତି ମିନିଟରେ ସାଢ଼େ ୪ ଜଣରୁ ଅଧିକ ବ୍ୟକ୍ତି ହେଉଛନ୍ତି…

କନକ ବ୍ୟୁରୋ: ରାଜ୍ୟର କରୋନା ଗ୍ରାଫ୍ ତଳକୁ ଖସିବା ନାଁ ନେଉନାହିଁ । କେବଳ ଏପ୍ରିଲ ମାସରେ ୧ ଲକ୍ଷ ୩ ହଜାର ୧୭୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି । ତେବେ ଗତ ୧୦ ଦିନ ହେଲା ସ୍ଥିତି ଅଧିକ ଉତ୍କଟ ହେବାରେ ଲାଗିଛି । ରାଜ୍ୟରେ ଗତ ୨୦ ତାରିଖରେ ୪ ହଜାର ୮୫୧ ଚିହ୍ନଟ ହୋଇଥିଲା । ଏହାପରେ ଆଉ…

କେନ୍ଦ୍ର ସରକାରଙ୍କୁ ପୁଣି ଚିଠି ଲେଖିଲେ ରାଜ୍ୟ ସରକାର । କୋଭିସିଲ୍ଡ ଟିକାର ୨୫ ଲକ୍ଷ ଡୋଜ୍ ଏକାଥରକେ ଯୋଗାଇବାକୁ ଦାବି…

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କୁ ପୁଣି ଚିଠି ଲେଖିଲେ ରାଜ୍ୟ ସରକାର । ରାଜ୍ୟରେ ଟିକାର ଅଭାବ ନେଇ ଚିଠି ଲେଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । କୋଭିସିଲ୍ଡ ଟିକାର ୨୫ ଲକ୍ଷ ଡୋଜ୍ ଏକାଥରକେ ଯୋଗାଇବାକୁ ଦାବି କଲା ଓଡିଶା । #ଓଡିଶା_ମାଗିଲା_୨୫_ଲକ୍ଷ_ଟିକା କେନ୍ଦ୍ର ସରକାରଙ୍କୁ…

ଆଇପିଏଲ ଲଢେଇ: ଟସ ଜିତି ବାଙ୍ଗାଲୋରର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ ଦଳ ।

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପଞ୍ଜାବ କିଙ୍ଗସ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ବାଙ୍ଗାଲୋର ଦଳ । ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ପଞ୍ଜାବ କିଙ୍ଗସ । ଉଭୟ ଦଳ ପାଇଁ ଏହି ମ୍ୟାଚ…

ଦିନ ୨ ପରେ ରାଜ୍ୟରେ ବନ୍ଦ ହେବ ଦୋକାନ ବଜାର! ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲା ରାଜ୍ୟ ବ୍ୟବସାୟୀ ମହାସଂଘ ।…

କନକ ବ୍ୟୁରୋ: ଆସନ୍ତା ସୋମବାରଠାରୁ ରାଜ୍ୟରେ ଦିନ ୨ରୁ ବନ୍ଦ ରହିବ ଦୋକାନ ବଜାର । ଏନେଇ ଆଜି ରାଜ୍ୟ ବ୍ୟବସାୟୀ ମହାସଂଘ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ, ରାଜ୍ୟରେ କରୋନାର ସଂକ୍ରମଣ ବଢୁଥିବା ଦେଖି ବ୍ୟବସାୟୀ ମହାସଂଘ ଦିନ ୨ଟା ପରେ ଦୋକାନ ବଜାର ବନ୍ଦ…

କରୋନା ସଂକ୍ରମିତ ହେଲେ ଦିଲ୍ଲୀ ଉପରାଜ୍ୟପାଳ । ସାମାନ୍ୟ ଲକ୍ଷଣ ଥାଇ ପଜିଟିଭ୍ ଚିହ୍ନଟ

କନକ ବ୍ୟୁରୋ : କରୋନା ଧିରେ ଧିରେ ସମସ୍ତଙ୍କୁ ନିଜ କବଳକୁ ନେବାରେ ଲାଗିଛି । ଏହି କ୍ରମରେ ଦିଲ୍ଲୀର ଉପରାଜ୍ୟପାଳ ଅନିଲ ବୈଜଲ କରୋନା ସଂକ୍ରମିତ ହୋଇଥିବା ଖବର ମିଳିଛି । ସେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସଂଗରୋଧରେ ରହିଛନ୍ତି । ସେ ଗଣମାଧ୍ୟମ ଜରିଆରେ ସୂଚନା ଦେଇ କହିଛନ୍ତି କି…

୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା । ଏହି ୧୦ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

କନକ ବ୍ୟୁରୋ: ରାଜ୍ୟର ଦକ୍ଷିଣ, ଉତ୍ତର ଓ ଆଭ୍ୟନ୍ତରୀଣର ପ୍ରାୟ ୧୦ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ…