Daily Archives

April 30, 2021

ମହାମାରୀରେ ଔଷଧ ମାଫିଆ ସକ୍ରିୟ । ଉତରାଖଣ୍ଡରେ ନକଲି ରେମଡ଼ିସିଭିର କାରଖାନା ଉପରେ ଦିଲ୍ଳୀ କ୍ରାଇମବ୍ରାଂଚର ଚଢାଉ ।

କନକ ବ୍ୟୁରୋ: କରୋନା ମହାମାରୀ ସମୟରେ ବି ଜୀବନ ସହ ଚାଲିଛି ସାଂଘାତିକ ଖେଳ । କରୋନା ସଂକ୍ରମଣରେ ପ୍ରତିଦିନ ସାରାଦେଶରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଥିବାବେଳେ, ଜୀବନରକ୍ଷାକାରୀ ଔଷଧ କରାଯାଉଛି ଜାଲି । ଅଧିକ ଲାଭର ଲୋଭରେ ସକ୍ରିୟ ହୋଇପଡିଛନ୍ତି ମେଡିସିନ ମାଫିଆ । ଏଭଳି ଏକ ସାଂଘାତିକ…

କରୋନା ମୃତ୍ୟୁ ନେଇ କର୍ଣ୍ଣାଟକରୁ ଆସିଲା ସାଂଘାତିକ ସତ । କୌଣସି ରୋଗରେ ଆକ୍ରାନ୍ତ ନଥାଇ ୩୦ ପ୍ରତିଶତ କରିଛନ୍ତି…

କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହରରେ ମୃତ୍ୟୁ ହାର ଚିନ୍ତା ଜନକ ଭାବେ ବଢିଛି । କର୍ଣ୍ଣାଟକରେ କରୋନା ଜନିତ ମୃତ୍ୟୁକୁ ନେଇ ନୂଆ ତଥ୍ୟ ଆସିଛି । ପୂର୍ବରୁ ଏକାଧିକ ଜଟିଲ ରୋଗରେ ପୀଡିତ ବ୍ୟକ୍ତି ସଂକ୍ରମିତ ହେଲେ ମୃତ୍ୟୁ ସମ୍ଭାବନା ଅଧିକ ବୋଲି ବିଶେଷଜ୍ଞ କହୁଥିଲେ । ହେଲେ କର୍ଣ୍ଣାଟକରେ ୩୦…

କରୋନା ନେଇଗଲା ୩ ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନ । ଆଜତକର ବରିଷ୍ଠ ସାମ୍ବାଦିକ ରୋହିତ ସରଦନା, ପୂର୍ବତନ ଆଟରନି ଜେନେରାଲ…

କନକ ବ୍ୟୁରୋ: ଦଙ୍ଗଲରୁ ଦସ୍ତକ୍ । ବିତର୍କରୁ ଖବର ଉପସ୍ଥାପନା । ଲୋକପ୍ରିୟ ହିନ୍ଦୀ ନ୍ୟୁଜ୍ ଚ୍ୟାନେଲ ଆଜତକର ଚର୍ଚ୍ଚିତ ଚେହେରା, ରୋହିତ ସରଦାନାଙ୍କ ଦେହାନ୍ତ, ସାରା ଭାରତର ଗଣମାଧ୍ୟମକୁ ଦୋହଲାଇ ଦେଇଛି । ଆଖି ଆଗରେ ଘଟୁଥିବା ମୃତ୍ୟୁ ପରେ ବି ଯଦି କେହି କୁହନ୍ତି, ଗଣମାଧ୍ୟମ କରେନାକୁ ନେଇ…

ସୁନ୍ଦରଗଡ଼ରୁ ଆସିଲା କରୋନା ମୃତ୍ୟୁର ସାଂଘାତିକ୍ କାହାଣୀ । ଭାଇ ଜାଣିପାରିଲାନି, ଭାଇର ମୃତ୍ୟୁ, ହସ୍ପିଟାଲ…

କନକ ବ୍ୟୁରୋ: କୋଭିଡ କେୟାର ସେଂଟରରେ ପଜିଟିଭ ଚିହ୍ନଟ ହୋଇଥିବା ଭାଇର ଚିକିତ୍ସା ଚାଲିଥିଲା । ଆକ୍ରାନ୍ତଙ୍କୁ ପ୍ରତିଦିନ ଖାଦ୍ୟ ଦେଇଆସନ୍ତି ତାଙ୍କ ଭାଇ । ଖାଦ୍ୟ ଦେବା ସମୟରେ ହସ୍ପିଟାଲ କର୍ମଚାରୀ କୁହନ୍ତି, ଭାଇ ଭଲ ଅଛନ୍ତି । କିନ୍ତୁ ହଠାତ ଆକ୍ରାନ୍ତଙ୍କ ସହିତ ଫୋନରେ ଯୋଗା ଯୋଗା…

ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ପାଇବେ ଅତିରିକ୍ତ ୫ କେଜି ଚାଉଳ । ମେ ଓ ଜନ ମାସରେ ଅତିରିକ୍ତ ଚାଉଳ ଯୋଗାଇବାକୁ…

କନକ ବ୍ୟୁରୋ: ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ପାଇବେ ଅତିରିକ୍ତ ୫ କେଜି ଚାଉଳ । ମେ ଓ ଜନ ମାସରେ ଅତିରିକ୍ତ ଚାଉଳ ଯୋଗାଇବାକୁ ଘୋଷଣା । ମାଗଣାରେ ଏହି ଚାଉଳ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ଘୋଷଣା…

କେନ୍ଦ୍ର ସରକାରଙ୍କ ଟିକା ପରିଚାଳନା ଉପରେ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ । ଟିକାର ଭିନ୍ନ ଭିନ୍ନ ଦାମ ନେଇ ମାଗିଲେ…

କନକ ବ୍ୟୁରୋ: ମେ’ ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଥିବା ବେଳେ ଟିକାର ଘୋର ଅଭାବ ସୃଷ୍ଟି ହୋଇଛି । ଗୋଟିଏ ପଟେ ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଛି, ଅନ୍ୟପଟେ ଟିକାର ଅଭାବ, ଫଳରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ପ୍ରବଳ ଭିଡ଼…