Daily Archives

April 29, 2021

ଖାକିରେ ଲାଗିଲା କଳଙ୍କ । ହାୱାଲା ମାମଲାରେ ସଂପୃକ୍ତି ଅଭିଯୋଗରେ ସ୍ପେଶାଲ ସ୍କ୍ୱାର୍ଡର ସବ୍ଇନସ୍ପେକ୍ଟର ବିଜୟ କୁମାର…

କନକ ବ୍ୟୁରୋ: ପୋଲିସ ସ୍କାନରରେ ପୋଲିସ ଏବଂ ସନ୍ଦେହ ଘେରରେ ସ୍ପେଶାଲ ସ୍ୱାର୍ଡ ଅଫିସର ସବଇନସ୍ପେକ୍ଟର ବିଜୟ କୁମାର ଦାସ । ଅପରାଧ ରୋକିବା ପାଇଁ ତିଆରି ହୋଇଛି ସ୍ପେଶାଲ ସ୍କ୍ୱାର୍ଡ ଆଉ ନିଯୁକ୍ତ ହୋଇଥାନ୍ତି ଏହିପରି ଅଫିସର । କିନ୍ତୁ ଏବେ ସେହି ଅଫିସରଙ୍କୁ ନେଇ ବଢୁଛି ସନ୍ଦେହ ।…

ଆସିଲା ଏଗଜିଟ୍ ପୋଲ: ପଶ୍ଚିମବଙ୍ଗରେ ମମତା ମାରିବେ କି ହ୍ୟାଟ୍ରିକ? ପଢନ୍ତୁ କାହା ସପକ୍ଷରେ ସି ଭୋଟର ସର୍ଭେ?

କନକ ବ୍ୟୁରୋ: ଆସିଲା ବୁଥ୍ ବାହୁଡା ମତ । ଏବିପି ଓ ସି-ଭୋଟର ସର୍ଭେରେ ପଶ୍ଚିମବଙ୍ଗରେ ଟିଏମସି ପୁଣି ଗଢିପାରେ ସରକାର । ୧୫୨ରୁ ୧୬୪ ସିଟ୍ ହାତେଇପାରେ ଟିଏମସି, ସେପଟେ ବିଜେପି ଖାତାକୁ ଆସିପାରେ ୧୦୯ରୁ ୧୨୧ ଆସନ । କଂଗ୍ରେସକୁ ୧୪ରୁ ୨୫ଟି ସିଟ୍ ମିଳିବାର ସମ୍ଭାବନା ରହିଛି ବୋଲି ସର୍ଭେରେ…

ରାଜ୍ୟରେ ଢ଼େଉ ଭଳି ଉପର ତଳ ହେଉଛି କରୋନା । ୨୪ ଘଂଟାରେ ୭ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ।

କନକ ବ୍ୟୁରୋ: ରାଜ୍ୟର କରୋନା ଗ୍ରାଫ୍ ଉପରକୁ ଉଠିବାରେ ଲାଗିଛି । ଗତ ୮ ଦିନ ଧରି ରାଜ୍ୟରେ ୬ ହଜାର ଉପରେ ରହିଛି ସଂକ୍ରମଣ । ଏପ୍ରିଲ ୨୧ରୁ ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରୁ ୬ ହଜାରରୁ ସାଢ଼େ ୬ ହଜାର ପର୍ଯ୍ୟନ୍ତ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ହେଲେ ୨୭ ତାରିଖରେ ରାଜ୍ୟରୁ ୮୩୮୬…

ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଲା କଟକଣା କଡାକଡିର ଚିତ୍ର । ସିଲ୍ ହେଲା ଭୁବନେଶ୍ୱର କୋର୍ଟ କମ୍ପ୍ଲେକ୍ସ । ହୀରାକୁଦରେ…

କନକ ବ୍ୟୁରୋ: କରୋନା ଯେତେବେଳେ ବଢ଼ୁଛି, କଟକଣାକୁ କଡ଼ାକଡ଼ି କରିବା ପ୍ରଶାସନ ପାଇଁ ବାଧ୍ୟବାଧକତା ପାଲଟି ଯାଇଛି।ରାଜ୍ୟର ବିଭିନ୍ନି ସ୍ଥାନରୁ ଆଜି କଟକଣା କଡାକଡି ହେବା ନେଇ ଅନେକ ଚିତ୍ର ଆସିଛି । ପ୍ରଥମତଃ ଭୁବନେଶ୍ୱରରେ କୋର୍ଟ କମ୍ପେ୍ଲକ୍ସ୍କୁ ସିଲ କରାଯାଇଥିବା ବେଳେ ହୀରାକୁଦରେ…

ରାଜସ୍ଥାନକୁ ମାତ୍ ଦେଲା ମୁମ୍ବାଇ । ୭ ୱିକେଟରେ ରୟାଲ୍ସକୁ ହରାଇଲା ରୋହିତବାହିନୀ ।

କନକ ବ୍ୟୁରୋ: ଆଜି ଏକ ହାଇଭୋଲଟେଜ୍ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ମାତ୍ ଦେଇଛି ମୁମ୍ବାଇ । ରୋହିତବାହିନୀ ୭ ୱିକେଟରେ ସାମସନ ବାହିନୀକୁ ପରାଜୟ ଭେଟିଦେଇଛି । ମୁମ୍ବାଇ ପକ୍ଷରୁ କ୍ୱିଣ୍ଟନ ଡି କକ୍ ଆଜି ମ୍ୟାଚ୍ ବିଜୟୀ ଇଂନିସ ଖେଳିବା ସହିତ ଧୂଆଁଧାର ୭୦ ରନ୍ କରିଛନ୍ତି । ଆଜି ଟସ୍ ଜିତି…

ଆଇପିଏଲ ଟକ୍କର: ଟସ ଜିତି ଦିଲ୍ଲୀର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ କୋଲକାତା 

କନକ ବ୍ୟୁରୋ: ଆଜିର ଆଇପିଏଲ ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ଓ ଦିଲ୍ଲୀ କ୍ୟାପିଟାଲ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଦିଲ୍ଲୀ । ତେଣୁ ପ୍ରଥମେ ବ୍ୟାଟିଂ ପାଇଁ ମୈଦାନକୁ ଆସିବ କୋଲକାତା ନାଇଟ ରାଇଡର । ଏହି ମ୍ୟାଚ ଉଭ୍ୟ ଦଳ ପାଇଁ ବେଶ…