Daily Archives

April 28, 2021

ଟିକାକରଣ ପାଇଁ ଯୁବବର୍ଗଙ୍କ ମଧ୍ୟରେ ଅହେତୁକ ଆଗ୍ରହ । ଗୋଟିଏ ମିନିଟରେ ପଞ୍ଜିକରଣ ପାଇଁ ଉଦ୍ୟମ କଲେ ୨୭ ଲକ୍ଷ । କିଛି…

କନକ ବ୍ୟୁରୋ: କରୋନା ସଂକ୍ରମଣ ବିପଦଜନକ ଗତିରେ ମାଡି ଚାଲିଥିବା ବେଳେ ଆଜି ଟିକା ନେବା ପାଇଁ ସାରା ଦେଶର ବ୍ୟଗ୍ରତା ସାମ୍ନାକୁ ଆସିିଥିଲା । ଆଜି ଅପରାହ୍ଣ ୪ଟାରେ ୧୮ରୁ ଅଧିକ ବର୍ଷର ଯୁବଗୋଷ୍ଠୀ ଟିକା ନେବା ପାଇଁ ଆରମ୍ଭ ହୋଇଥିଲା ରେଜିଷ୍ଟ୍ରେସନ ପ୍ରକ୍ରିୟା । କୋ ୱିନ୍ ଆପ୍କୁ ଯାଇ…

ଭୁବନେଶ୍ୱରରେ ହଜାରେ ଟପିଲା କୋଭିଡ୍ ସଂକ୍ରମଣ । ଦିନକରେ ଚିହ୍ନଟ ହେଲେ ୧୦୪୪ ନୂଆ ସଂକ୍ରମିତ ।

କନକ ବ୍ୟୁରୋ: ଭୁବନେଶ୍ୱରରେ ହଜାରେ ଟପିଲା କରୋନା ସଂକ୍ରମଣ । ସାରା ରାଜ୍ୟରେ କୋଭିଡ୍ ସଂକ୍ରମଣର ଭୟ ଭିତରେ ରାଜଧାନୀରୁ ଏତେ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେବା ଏବେ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ଭିତରୁ ୨୧୯ ଜଣ କ୍ୱାରେଣ୍ଟାଇନରୁ…

୪୮ ଘଣ୍ଟା ପାଇଁ ସିଲ୍ ହେଲା ମାର୍କେଟ ବିଲ୍ଡିଂ । କୋଭିଡ୍ ନିୟମ ଠିକ ଭାବେ ପାଳନ ହେଉନଥିବାରୁ ସିଲ୍ । ମାର୍କେଟ…

କନକ ବ୍ୟୁରୋ: କୋଭିଡର ଦ୍ୱିତୀୟ ଲହର ଓ ସଂକ୍ରମଣ ବଢୁଥିବା ଭିତରେ ସିଲ୍ ହେଲା ଭୁବନେଶ୍ୱରର ମାର୍କେଟ ବିଲ୍ଡିଂ । କୋଭିଡ୍ ନିୟମ ପାଳନ ନହେଉଥିବା କାରଣରୁ ବିଏମସି ଓ କମିସନରେଟ୍ ପୋଲିସ ମିଳିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ୨ ଦିନ ପାଇଁ ଏହାକୁ ସିଲ୍ କରିଛନ୍ତି । ଆଗାମୀ ଦୁଇ…

ରାଜ୍ୟ ସରକାରମାନଙ୍କ ପାଇଁ ଖୁସି ଖବର । ରାଜ୍ୟ ପାଇଁ କୋଭିସିଲ୍ଡ ଟିକାର ଦର କମାଇଲା ସେରମ ଇନଷ୍ଟିଚ୍ୟୁଟ୍

କନକ ବ୍ୟୁରୋ : ଗୋଟିଏ ଟିକାର ୩ ଟି ଦରକୁ ନେଇ ଲାଗି ରହିଥିବା ବିବାଦ ଭିତରେ କୋଭିସିଲ୍ଡ ଟିକା ଉତ୍ପାଦନକାରୀ କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ ରାଜ୍ୟ ସରକାରମାନଙ୍କ ପାଇଁ ଖୁସି ଖବର ଆଣିଛି । ଇନଷ୍ଟିଚ୍ୟୁଟ୍ ପକ୍ଷରୁ ସୂଚନା ଦିଆଯାଇଛି କି ରାଜ୍ୟମାନଙ୍କୁ କୋଭିସିଲ୍ଡ ଟିକାର ପ୍ରତ୍ୟେକ ଡୋଜ୍…

ଅକ୍ସିଜେନ ଯୋଗାଣ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ ନିଷ୍ପତ୍ତି । ପିଏମ୍ କେୟାର୍ସ ଫଣ୍ଡରୁ କିଣାଯିବ ୧ ଲକ୍ଷ ଅକ୍ସିଜେନ…

କନକ ବ୍ୟୁରୋ : ଦେଶରେ ବଢୁଥିବା କରୋନା ସଂକ୍ରମଣ ଭିତରେ ଅକ୍ସିଜେନର ଅଭାବ ଏବେ ସରକାରଙ୍କୁ ଚିନ୍ତାରେ ପକାଇଛି । ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ କେୟାର୍ସ ଫଣ୍ଡରୁ ୧ ଲକ୍ଷ ପୋର୍ଟେବଲ ଅକ୍ସିଜେନ କନସେନଟ୍ରେଟର କିଣିବାକୁ ମଞ୍ଜୁରୀ ଦେଇଛନ୍ତି । ବୁଧବାର ଦିନ…

ରାଜଧାନୀ ଭୁବନେଶ୍ୱରରେ ବଢୁଛି କରୋନା ସଂକ୍ରମଣ । ବିଏମସି କମିଶନର କହିଲେ, ଜ୍ୱର ହେଉଥିଲେ ବି ଲୋକେ କରୁନାହାନ୍ତି…

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ବଢ଼ିବଢ଼ି ଚାଲିଛି । ଏପରି ସମୟରେ ବିଏମସି କମିଶନର କହିଛନ୍ତି ଯେ, ଲୋକେ ସଚେତନ ନହେଲେ କଡ଼ା ପଦକ୍ଷେପ ନେବାକୁ ପ୍ରଶାସନ ବାଧ୍ୟ ହେବ । ଲୋକଙ୍କ ଜ୍ୱର ହେଉଥିଲେ ବି ସେମାନେ ପରୀକ୍ଷା କରୁନାହାଁନ୍ତି । ଅନେକ ସ୍ଥାନରେ ଲୋକ କରୋନା ନିୟମକୁ…