Daily Archives

April 28, 2021

ମହାରାଷ୍ଟ୍ରରେ ବଢ଼ିଲା ଲକଡାଉନ ଅବଧି । ମେ ୧୫ ପର୍ଯ୍ୟନ୍ତ ଲାଗୁ ହେବ କଟକଣା । ସେପଟେ ଗୋଆରେ ବି ଲାଗୁ ହେଲା ୪ଦିନିଆ…

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଆଉ ୧୫ ଦିନ ବଢ଼ିଲା ଲକଡାଉନ ଅବଧି । ଅର୍ଥାତ ମେ ୧୫ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ଜାରି ରହିବ ଲକଡାଉନ କଟକଣା । କ୍ୟାବିନେଟ୍ ମିଟିଂ ପରେ ଏହି ଘୋଷଣା କରିଛନ୍ତି ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ । ଏହି ସମୟରେ ପୂର୍ବଭଳି କେବଳ କେତେକ ଜରୁରୀକାଳୀନ…

ରାତାରାତି କୋଟିପତି ହେବାର ସ୍ୱପ୍ନ ଦେଖିଲେ ୩ ପୁଲିସ୍ କର୍ମଚାରୀ । କୋଟିଏ ଦେଲେ ଦେଢ଼ କୋଟି ମିଳିବ କହି କରଞ୍ଜିଆର…

କନକ ବ୍ୟୁରୋ: ରାତାରାତି କୋଟିପତି ହେବାର ସ୍ୱପ୍ନ ଦେଖି ଫସିଛନ୍ତି କମିଶନରେଟ ପୁଲିସର ୩ କର୍ମଚାରୀ । କୋଟିଏକୁ ଦେଢକୋଟି ଟଙ୍କା କରିଦେବାର ଲୋଭ ଦେଖାଇ କରଞ୍ଜିଆର ଜଣେ ବ୍ୟବସାୟୀଙ୍କୁ ଡକାଇଥିଲେ ୩ କର୍ମଚାରୀ  ଆଉ ତାଙ୍କ ସାମିଲ ହୋଇଥିଲେ ୬ ଜଣ ।  କିନ୍ତୁ ସବୁ ଫସର ଫାଟିଯାଇଛି , ପୁଲିସ…

ପଶ୍ଚିମ ଓଡ଼ିଶାରୁ ଆସିଲା କରୋନାର ଦୁଇ କରୁଣ ଚିତ୍ର । ବାପାର ଶବକୁ ସାଇକେଲରେ ବୋହିଲା ପୁଅ । ସେପଟେ ଶଗଡ଼ରେ ବୁହା ହୋଇ…

କନକ ବ୍ୟୁରୋ: ଜୀବନ କୋଳାହଳ, ମୃତ୍ୟୁ ନିରବ । ସତରେ ଜୀବନ ଜିଇଁବା ପାଇଁ କେତେ ଛଟପଟ ହୋଇଥିବା ଏହି ମଣିଷ ଶେଷରେ ଆଖି ବୁଜି ଦେଇଛି, ସବୁ ଦିନ ପାଇଁ ନିରବୀ ଯାଇଛି । ଆଉ ନିରବୀ ଯାଇଥିବା ମଣିଷ ପାଖରେ ଠିଆ ହେବା ପାଇଁ କେହି ନାହାଁନ୍ତି । ନା’ ଆତ୍ମୀୟ ସ୍ୱଜନ ନା’ ପାଖ ପଡ଼ୋଶୀ । ଜୀବନ ଯାକ…

ଚିନ୍ତା ବଢ଼ାଇଲା କଟକ-ଭୁବନେଶ୍ୱରର ସଂକ୍ରମଣ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଟୁଇନସିଟିରେ ଉପୁଜିଲାଣି ଗୋଷ୍ଠୀ…

କନକ ବ୍ୟୁରୋ: ଜନଗହଳିପୂର୍ଣ୍ଣ ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣକୁ ନେଇ ଆସୁଥିବା ସଂଖ୍ୟା ଯେତିକି ଲୋକଙ୍କୁ ଯେତିକି ବିବ୍ରତ କରୁଛି, ତାଠାରୁ ଅଧିକ ଚିନ୍ତା ବଢ଼ାଇ ଦେଉଛି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ବୟାନ । ସେ କହିଛନ୍ତି- ଦ୍ୱୈତନଗରୀ କଟକ- ଭୁବନେଶ୍ୱରରେ ଗୋଷ୍ଠୀ…

୬ ଦିନ ପରେ ରାଜ୍ୟରେ କରୋନାର ଲମ୍ବା ଡିଆଁ । ୨୪ ଘଂଟାରେ ୮୩୮୬ ଆକ୍ରାନ୍ତ ଚିହ୍ନଟ । ଆଗକୁ ଆହୁରି ବଢ଼ିପାରେ ସଂକ୍ରମଣ ।

କନକ ବ୍ୟୁରୋ: ଓଡ଼ିଶାରେ କରୋନା ପରୀକ୍ଷା କରୁଥିବା ୫ ଜଣଙ୍କ ମଧ୍ୟରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ହଠାତ୍ ଏହିପରି ଲମ୍ବା ଡିଆଁ ମାରିଛି ସଂକ୍ରମଣ । ଗତ ୬ ଦିନ ହେଲା ୬ ହଜାରରୁ ୬ ହଜାର ୬ ଶହ ମଧ୍ୟରେ ସଂକ୍ରମଣ ରହୁଥିଲା, ହେଲେ ଦିନକରେ ୮ ହଜାର ୩ ଶହ ଉପରେ ସଂକ୍ରମଣ…

ପିଏମ୍ କେୟାର୍ସ ପାଣ୍ଠିରୁ ୧ଲକ୍ଷ ଅକ୍ସିଜେନ କନସେଟ୍ରେଂଟର କ୍ରୟ କରିବା ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି । ଟୁଇଟ୍ କରି…

କନକ ବ୍ୟୁରୋ: ପିଏମ୍ କେୟାର୍ସ ପାଣ୍ଠିରୁ ୧ ଲକ୍ଷ ପୋର୍ଟେବଲ ଅକ୍ସିଜେନ କନସେଟ୍ରେଂଟର କ୍ରୟ କରିବା ସହ ଅତିରିକ୍ତ ୫୦୦ଟି ପ୍ରେସର ସ୍ୱିଇଂ ଏଡସରସ୍ପନ (ପିଏସଏ) ଅକ୍ସିଜେନ୍ ପ୍ଲାଂଟ୍ ପ୍ରତିଷ୍ଠା କରିବାକୁ ମଞ୍ଜୁର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଏପରି…