Daily Archives

April 27, 2021

କରୋନା ମୁକାବିଲା ପାଇଁ ପଶ୍ଚିମ ଓଡିଶା ଗଲେ ୧୨ ଓଏଏସ ଅଧିକାରୀ । ୫ ଜିଲ୍ଲାର ଦାୟିତ୍ୱ ନ୍ୟସ୍ତ କଲେ ରାଜ୍ୟ ସରକାର

କନକ ବ୍ୟୁରୋ: ପଶ୍ଚିମ ଓଡ଼ିଶାରେ କରୋନା ସ୍ଥିତି ଚିନ୍ତାଜନକ ଥିବାରୁ ରାଜ୍ୟ ସରକାର ଆଜି ୧୨ ଜଣ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ସେଠାକୁ ପଠାଇଛନ୍ତି । ଏହି ଅଧିକାରୀମାନେ କରୋନା ମୁକାବିଲା କ୍ଷେତ୍ରରେ ଜିଲ୍ଲା ପ୍ରଶାସନକୁ ସହାୟତା କରିବେ । ନୂଆପଡ଼ା ଜିଲ୍ଲାକୁ ବିବେକାନନ୍ଦ ସାହୁ, ହେମନ୍ତ…

୧୦୦ ମିଟରରୁ ଅଧିକ ଲମ୍ବା ଛକା ମାରିଲେ ମିଳୁ ୧୨ ରନ୍ । ଆଇସିସିକୁ ଏଭଳି ଏକ ପ୍ରସ୍ତାବ ଦେଲେ ପୂର୍ବତନ ଷ୍ଟାର କ୍ରିକେଟର…

କନକ ବ୍ୟୁରୋ : ୧୦୦ ମିଟରରୁ ଅଧିକ ଲମ୍ବା ଛକା ମାରିଲେ ୧୨ ରନ୍ ଦିଆଯାଉ । ଫଟାଫଟ କ୍ରିକେଟର ରୋମାଞ୍ଚ ବଢାଇବାକୁ ଏଭଳି ପ୍ରସ୍ତାବ ଦେଇଛନ୍ତି ପୂର୍ବତନ ଇଂଲଣ୍ଡ ଖେଳାଳୀ କେଭିନ ପିଟରସନ । ଇଂଲଣ୍ଡର ଏହି ଷ୍ଟାର ବ୍ୟାଟସମ୍ୟାନ୍ ଟ୍ୱିଟ୍ କରି ଲେଖିଛନ୍ତି, ଯଦି କୌଣସି ବ୍ୟାଟସମ୍ୟାନ୍ ୧୦୦ ମିଟରରୁ…

ଭୁବନେଶ୍ୱରକୁ ଭୂତାଣୁ ଭୟ: ଆଜି ରାଜଧାନୀରୁ ଚିହ୍ନଟ ହେଲେ ୭୭୩ ପଜିଟିଭ । ସୁସ୍ଥ ହେଲେ ୩୪୩

କନକ ବ୍ୟୁରୋ: ଭୁବନେଶ୍ୱରରେ ମାଡି ଚାଲିଛି କରୋନା ଭୂତାଣୁ । ଆଜି ରାଜଧାନୀରୁ ୭୭୩ ଜଣ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୪୦ ଓ ଲୋକାଲ କେସ ୬୩୨ ଜଣ ଚିହ୍ନଟ ହୋଇଛନ୍ତି । ସେପଟେ ଆଜି ଭୁବନେଶ୍ୱରରେ ୩୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।…

ଆଇପିଏଲ ଲଢେଇ: ଟସ ଜିତି ଦିଲ୍ଲୀର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ବାଙ୍ଗାଲୋର ।

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ । ଏହି ମ୍ୟାଚରେ ଦିଲ୍ଲୀ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ଏବେ ବ୍ୟାଟିଂ କରିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ…

କରୋନା ମୁକାବିଲା : ପଶ୍ଚିମ ଓଡ଼ିଶାକୁ ଗଲେ ୧୨ ଓଏଏସ ଅଧିକାରୀ ।

କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶାରେ କରୋନା ସ୍ଥିତି ଚିନ୍ତାଜନକ ଥିବାରୁ ରାଜ୍ୟ ସରକାର ଆଜି ୧୨ ଜଣ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ପଠାଇଛନ୍ତି । ଏହି ଅଧିକାରୀମାନେ କରୋନା ମୁକାବିଲା କ୍ଷେତ୍ରରେ ଜିଲ୍ଲା ପ୍ରଶାସନକୁ ସହାୟତା କରିବେ । ନୂଆପଡ଼ା ଜିଲ୍ଲାକୁ ବିବେକାନନ୍ଦ ସାହୁ, ହେମନ୍ତ ସିଂହ ଓ…

ଜଗତସିଂହପୁରରେ ଉତ୍କଟ ପାନୀୟ ଜଳ ସମସ୍ୟା । ବାଲିକୁଦା-ଏରସମାର ବିଭିନ୍ନ ଗାଁରେ ନଳକୂଅରୁ ବାହାରୁଛି ଆଇରନ୍ ମିଶା ଗୋଳିଆ…

କନକ ବ୍ୟୁରୋ: ଗ୍ରୀଷ୍ମ ପ୍ରବାହ ବଢ଼ିବା ସାଙ୍ଗକୁ ପିଇବା ପାଣିର ସମସ୍ୟା ବଢ଼ିବା ଲାଗିଛି । ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ଜଳ ସମସ୍ୟା ଦିନକୁ ଦିନ ଉତ୍କଟ ରୂପ ନେଉଛି । ଭୂତଳ ଜଳସ୍ତର କମୁଛି । ପିଇବା ପାଣି ପାଇଁ ମାଇଲ୍ ମାଇଲ୍ ବାଟ ଯିବାକୁ ପଡ଼ୁଛି ।…