Daily Archives

April 26, 2021

ଆଇପିଏଲକୁ ଡରାଉଛି କରୋନା । ବଢୁଥିବା ସଂକ୍ରମଣ ଯୋଗୁଁ ଅଧାରୁ ସିରିଜ ଛାଡୁଛନ୍ତି ଖେଳାଳି ।

କନକ ବ୍ୟୁରୋ: କରୋନା କବଜାରେ ସାରା ବିଶ୍ୱ । ଦେଶରେ ଦୈନିକ ସଂକ୍ରମଣ ସାଢେ ୩ ଲକ୍ଷ ଅତିକ୍ରମ କରିଛି ଓ ବଢିଛି ଭୟର ବାତାବରଣ । ଏଥିରୁ ବାଦ ପଡିନି କ୍ରିକେଟ । ଆଇପିଏଲ ମହାସମର ଖେଳିବା ପାଇଁ ଭାରତରେ ଥିବା ବିଦେଶୀ ଖେଳାଳି ଏଠାକାର ସ୍ଥିତି ଦେଖି ଛାନିଆ ହୋଇପଡିଲେଣି । ତେଣୁ ଅଧାରୁ ସିରିଜ…

ବିଜେପିକୁ ପୁଣି ଟାର୍ଗେଟ କଲା ବିଜେଡି । କହିଲା, ଓଡିଶାର ପ୍ରଶଂସା ସହିପାରୁନି ବିଜେପି

କନକ ବ୍ୟୁରୋ: ସାରା ଭାରତବର୍ଷକୁ ତରଳ ମେଡିକାଲ ଅକ୍ସିଜେନ ଯୋଗାଇ ଲୋକଙ୍କ ଜୀବନ ରକ୍ଷା କରୁଥିବା ଓଡିଶାକୁ ପ୍ରଶଂସାର ସୁଅ ଛୁଟୁଥିବାବେଳେ ରାଜ୍ୟ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ତାହାକୁ ସହ୍ୟ କରିପାରୁ ନାହାନ୍ତି । ଓଡିଶାର ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ବଦଳରେ ସେ…

ଦେଶରେ କୋଭିଡ ମୃତ୍ୟୁ ସଂଖ୍ୟା ନେଇ ରିପୋର୍ଟ ପ୍ରକାଶ କଲେ ନ୍ୟୁୟର୍କ ଟାଇମସ୍ ଓ ଦୈନିକ ଭାସ୍କର । ସରକାରୀ ତଥ୍ୟରୁ ୫…

କନକ ବ୍ୟୁରୋ: ଶ୍ମଶାନରେ ଜଳୁଥିବା ଶହ ଶହ ଶବ ଏବଂ କୋଭିଡ୍ ମୃତ୍ୟୁକୁ ନେଇ ସରକାରୀ ତଥ୍ୟ ଭିତରେ ଏକ ବଡ଼ ପ୍ରଭେଦ ରହୁଥିବା ନେଇ ସବୁବେଳେ ଅଭିଯୋଗ ହୁଏ । ଆଉ ଠିକ୍ ଏହି ଅଭିଯୋଗକୁ ନେଇ ହିନ୍ଦୀ ଖବରକାଗଜ ଦୈନିକ ଭାସ୍କର ଏବଂ ଇଂରାଜୀ ଖବରକାଗଜ ନ୍ୟୁୟର୍କ ଟାଇମ୍ସ ମିଳିତ ଭାବେ ଯେଉଁ ରିପୋର୍ଟ…

ଭୂତାଣୁ ମାଡରେ ଜୀବନ ଯାଉଛି ଉଜୁଡି ଯାଉଛି ଜୀବିକା । ଓଡିଶାରେ ରେଷ୍ଟୁରାଂଟ ଶିଳ୍ପ ଉପରେ ମାଡିଆସୁଛି ବିପଦ ।

କନକ ବ୍ୟୁରୋ: କରୋନା ମାଡରେ ହୋଟେଲ ରେଷ୍ଟୁରାଂଟ ବେପାର ପ୍ରଭାବିତ ହୋଇଛି । ରାଜଧାନୀ ଭୁବନେଶ୍ୱର ଓ କଟକର ବହୁ ହୋଟେଲ ଗ୍ରାହକ ଆସୁନଥିବାରୁ ବନ୍ଦ କରିଦେଇଛନ୍ତି । ସେପଟେ ରେଷ୍ଟୁରାଂଟରୁ କେବଳ ପାର୍ସଲ ନେବା ପାଇଁ ଅନୁମତି ଥିବାରୁ ବ୍ୟବସାୟ ମାନ୍ଦା ପଡିଯାଇଛି । ଗତବର୍ଷ ଲକଡାଉନରେ ଯେମିତି…

ଦୁଇ କୋଟି ଲୋକଙ୍କୁ କେମିତି ଦିଆଯିବ ଟିକା? ସାରା ରାଜ୍ୟରେ ଟିକା ପାଇଁ ଆରମ୍ଭ ହୋଇ ପାରେ ପ୍ରବଳ ଭିଡ । ୧୫ଶହରୁ ମାତ୍ର…

କନକ ବ୍ୟୁରୋ: ମେ’ ୧ ତାରିଖରୁ ଦେଶରେ ଆରମ୍ଭ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ଟିକାକରଣ । ୧୮ରୁ ୪୪ ବର୍ଷ ମଧ୍ୟରେ ଯୁବବର୍ଗକୁ ଏହି ପର୍ଯ୍ୟାୟ ଟିକାକରଣରେ ସାମିଲ କରାଯାଇଛି । ରାଜ୍ୟର ପ୍ରାୟ ୨ କୋଟି ଲୋକ ତୃତୀୟ ପର୍ଯ୍ୟାୟରେ ଟିକା ନେବେ । ପୂର୍ବ ଦୁଇ ପର୍ଯ୍ୟାୟ ଅପେକ୍ଷା ଏହି…

ଭାରତୀୟ ନିର୍ବାଚନ କମିସନଙ୍କ ଉପରେ ବର୍ଷିଲେ ମାଡ୍ରାସ ହାଇକୋର୍ଟ । କହିଲେ, ସମ୍ଭବତଃ କମିସନଙ୍କ ବିରୋଧରେ ହତ୍ୟା ମାମଲା…

କନକ ବ୍ୟୁରୋ: କରୋନା ପାଇଁ ଦେଶରେ ଏବେ ଭୟଙ୍କର ପରିସ୍ଥିତି ଦେଖାଦେଇଛି । ଏ ନେଇ ଏକ ମାମଲାର ଶୁଣାଣି କରି ମାଡ୍ରାସ ହାଇକୋର୍ଟ ଆଜି ନିର୍ବାଚନ କମିସନଙ୍କ ଉପରେ ବର୍ଷିଛନ୍ତି । କରୋନାର ଦ୍ୱିତୀୟ ଲହର ପାଇଁ ହାଇକୋର୍ଟ ନିର୍ବାଚନ କମିସନଙ୍କୁ ଦାୟୀ କହିଛନ୍ତି । କୋର୍ଟ କହିଛନ୍ତି, ନିର୍ବାଚନ…