Daily Archives

April 25, 2021

କୋଭିଡ୍ ଟିକା ପାଇଁ ସେରମ ଇନଷ୍ଟିଚ୍ୟୁଟକୁ ଚିଠି ଲେଖିଲେ ରାଜ୍ୟ ସରକାର । ୩ କୋଟି ୭୭ ଲକ୍ଷ ଡୋଜ୍ ଦେବା ପାଇଁ ଚିଠି ।

କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ଟିକାକରଣରେ ମାଗଣା ଟିକା ଦେବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ପରେ କୋଭିସିଲଡ ଟିକା ଯୋଗାଇ ଦେବାନେଇ ସେରମ ଇନଷ୍ଟିଚ୍ୟୁଟ ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ସମୟ ଭିତରେ ଟିକା ଯୋଗାଇ ଦେବାପାଇଁ କଣ ସବୁ ସର୍ତ୍ତ ନିୟମ ରହିଛି ସେନେଇ ଅବଗତ…

ସ୍ଥିର ରହିପାରେ କି ଓଡ଼ିଶା ସଂକ୍ରମଣ । ୪ ଦିନ ଧରି ୬ରୁ ସାଢ଼େ ୬ ହଜାର ଭିତରେ ରହୁଛି ପଜିଟିଭ୍ ମାମଲା ।

କନକ ବ୍ୟୁରୋ: ରାଜ୍ୟରେ ପ୍ରଥମେ ୩ ହଜାର , ପରେ ୪ ହଜାର ଏବଂ ହଠାତ ୬ ହଜାର ଉପରକୁ ଡେଇଁଛି ସଂକ୍ରମଣ । କ୍ରମାଗତ ଭାବେ ୪ ଦିନ ଧରି ୬ ହଜାର ଉପରେ ରହିଛି ସଂକ୍ରମଣ । ଯଦି ଏପରି ସଂକ୍ରମଣ ହାର ଲାଗିରହେ , ତେବେ ଆଗାମୀ କିଛି ଦିନ ମଧ୍ୟରେ ସଂକ୍ରମଣ ସ୍ଥିର ହେଲା ବୋଲି କୁହାଯାଇପାରିବ । ଏହାରି…

‘ହାତଯୋଡି କହୁଛି କରୋନା ନିୟମ ମାନନ୍ତୁ’ । ରାଜ୍ୟବାସୀଙ୍କୁ କୋଭିଡ୍ ନିୟମ ମାନିବାକୁ ହାତଯୋଡିଲେ ମୁଖ୍ୟମନ୍ତ୍ରୀ ।…

କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା ସଂକ୍ରମଣ ଓ ମେ ପହିଲାରୁ ଆରମ୍ଭ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଟିକାକରଣ ପୂର୍ବରୁ ବଡ ଘୋଷଣା କରିଛନ୍ତି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ମେ ପହିଲାରୁ ରାଜ୍ୟରେ ଆରମ୍ଭ ହେଉଥିବା ସାବାଳକ ଟିକାକରଣକୁ ମୁଖ୍ୟମନ୍ତ୍ରୀ ମାଗଣା ବୋଲି ଘୋଷଣା କରିଛନ୍ତି…

ରାଜ୍ୟବାସୀଙ୍କ ପାଇଁ ବଡ ଖବର । ୧୮ରୁ ୪୫ ବର୍ଷର ଲୋକଙ୍କ ପାଇଁ କୋଭିଡ୍ ଟିକା ମାଗଣା କଲେ ମୁଖ୍ୟମନ୍ତ୍ରୀ । ମେ ୧…

କନକ ବ୍ୟୁରୋ: ରାଜ୍ୟବାସୀଙ୍କ ପାଇଁ ବଡ ଖବର । ୧୮ ବର୍ଷରୁ ୪୫ ବର୍ଷର ଲୋକ ମାଗଣାରେ ନେବେ କୋଭିଡ୍ ଟିକା । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ଘୋଷଣା କରିଛନ୍ତି । ଏଥିସହିତ ଏହି ଟିକାକରଣ ପାଇଁ ରାଜ୍ୟ ସରକାର ମୋଟ ୨ ହଜାର କୋଟି ଟଙ୍କା ଖର୍ଚ୍ଚ…

କରୋନା ଟିକାର ଦାମକୁ ନେଇ ବଢ଼ୁଛି ଦ୍ୱନ୍ଦ୍ୱ । ରାଜ୍ୟରେ ମାଗଣା ଟିକା ଦେବା ଦାବି ଭିତରେ ଆରମ୍ଭ ହେଲା ବିତର୍କ ।

କନକ ବ୍ୟୁରୋ: ମହାମାରୀ କାଳରେ ଜୀବନ ରକ୍ଷା ପାଇଁ ଲୋକଙ୍କୁ ଟିକା ଦେବା ରାଷ୍ଟ୍ରର ଯେତେ ବଡ଼ ଦାୟିତ୍ୱ, ନିଜ ଖର୍ଚ୍ଚରେ ଟିକା କିଣି ନେଇପାରୁଥିବା ବ୍ୟକ୍ତି ଟିକା ନେଇ ରାଷ୍ଟ୍ରର ବୋଝକୁ କମାଇବା ମଧ୍ୟ ସେତେ ବଡ଼ କର୍ତବ୍ୟ । ଯେତେବେଳେ ଦେଶର ୧୦ରୁ ଅଧିକ ରାଜ୍ୟ ମାଗଣା ଟିକା ଦେବା ପାଇଁ ଘୋଷଣା…

କରୋନା ନେଇ ଦେଶର ବଡ଼ ଡାକ୍ତରଙ୍କ ବଡ଼ ପରାମର୍ଶ । ମେଦାନ୍ତ ମୁଖ୍ୟ ନରେଶ ତ୍ରେହାନ କହିଲେ, ବାହାରକୁ ଗଲେ ପିନ୍ଧନ୍ତୁ…

କନକ ବ୍ୟୁରୋ: କରୋନା ଭୂତାଣୁକୁ ନେଇ ସାଧାରଣ ଲୋକଙ୍କ ସନ୍ଦେହ ଦୂର ପାଇଁ ବିଭିନ୍ନ ପ୍ରଶ୍ନ ଉପରେ ଆଲୋଚନା କରିଛନ୍ତି ଦେଶର ବରିଷ୍ଠ ଚିକିତ୍ସକ । ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ, ମେଦାନ୍ତ ହସ୍ପିଟାଲ ଅଧ୍ୟକ୍ଷ ଡକ୍ଟର ନରେଶ ତ୍ରେହାନ, ଏମ୍ସର ଔଷଧ ବିଭାଗ ମୁଖ୍ୟ ଡକ୍ଟର ନବନୀତ…