Daily Archives

April 24, 2021

ଆଜିଠାରୁ ବନ୍ଦ ରହିଲା ଜଗା ଦର୍ଶନ । ମେ ୧୫ ତାରିଖ ଯାଏଁ ସାଧାରଣ ଦର୍ଶନ ଉପରେ କଟକଣା ।

କନକ ବ୍ୟୁରୋ: ବନ୍ଦ ହେଲା ଜଗା ଦର୍ଶନ । ଆଜିଠାରୁ ମେ’ ୧୫ ତାରିଖ ଯାଏଁ ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନକୁ ବନ୍ଦ ରଖାଯାଇଛି । ବଢୁଥିବା ସଂକ୍ରମଣ ଭିତରେ ଅକ୍ଷୟ ତୃତୀୟା, ଚନ୍ଦନଯାତ୍ରା ଓ ରଥଯାତ୍ରାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି । କରୋନାର ଦ୍ୱିତୀୟ ଲହରି ଏବଂ…

ଚିନ୍ତା ବଢାଇଲାଣି ଭୁବନେଶ୍ୱର । ଆଜି ଚିହ୍ନଟ ହେଲେ ୭୪୫ ପଜିଟିଭ୍ । ୧୪୭ ଜଣ କ୍ୱାରେଣ୍ଟିନରୁ, ୫୯୮ ଲୋକାଲ୍ କେସ୍ ।

କନକ ବ୍ୟୁରୋ: ରାଜଧାନୀର କରୋନା ରିପୋର୍ଟ ଏବେ ବିଏମସି ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି । ରାଜ୍ୟରେ ଦୈନିକ ସଂକ୍ରମଣ ୬ ହଜାର ଟପିଥିବାବେଳେ ରାଜଧାନୀ ଭୁବନେଶ୍ୱରର ସଂକ୍ରମଣ ମଧ୍ୟ ଦିନକୁ ଦିନ ବଢିବାକୁ ଲାଗିଛି । ଆଜି ଭୁବନେଶ୍ୱରରୁ ମୋଟ ୭୪୫ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସେ…

ଆଜି ଆଇପିଏଲରେ ରୟାଲ୍ସ-ନାଇଟ୍ ରାଇଡର୍ସ ଭେଟାଭେଟି । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ରାଜସ୍ଥାନ । ପ୍ରଥମେ ବ୍ୟାଟିଂ…

କନକ ବ୍ୟୁରୋ: ଆଜି ଆଇପିଏଲରେ ଖେଳାଯିବ ଏକ ରୋମାଂଚକର ମ୍ୟାଚ୍ । ଯେଉଁଥିରେ ମୁହାଁମୁହିଁ ହେବେ କୋଲକାତା ନାଇଟ୍ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ । ତେବେ ଟସ୍ ଜିତି ଏବେ ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବ୍ୟାଟିଂ କରିବ କେକେଆର୍ । ଆଜି…

ଓଡ଼ିଆ ସିନେମାରେ ଏକ ନୂଆ ସମ୍ଭାବନା ‘ଚରିତ୍ର’ । ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର ଆସନ୍ତାକାଲି ‘ମଞ୍ଜରୀ’ରେ

କନକ ବ୍ୟୁରୋ:  ଆସନ୍ତାକାଲି ସନ୍ଧ୍ୟା ୬ଟାରେ ଓଡ଼ିଆ ସିନେମା ‘ଚରିତ୍ର’ର ୱାର୍ଲ୍ଡ  ଟେଲିଭିଜନ ପ୍ରିମିୟର ହେବାକୁ ଯାଉଛି ‘ମଞ୍ଜରୀ’ରେ । ଯେଉଁଥିରେ ଦର୍ଶକମାନେ ଏକ ଭିନ୍ନ ଧରଣର କାହାଣୀକୁ ଦେଖିବାକୁ ପାଇବେ । କୋରାପୁଟ ସହରକୁ ବଦଳି ହୋଇ ଆସନ୍ତି ସରକାରୀ ଅଫିସର ଅଭିଷେକ ପଟ୍ଟନାୟକ, ସାଥିରେ…

କୋଭିଡ ଟିକାର ଦାମକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂରକଲା ସେରମ ଇନଷ୍ଟିଚ୍ୟୁଟ୍ । କହିଲା ବିଶ୍ୱ ଓ ଭାରତରେ ଟିକା ଦରକୁ ନେଇ…

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଅଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । କରୋନା ବିରୋଧ ଲଢେଇରେ ମୁଖ୍ୟ ଅସ୍ତ୍ର କୁହାଯାଉଥିବା ଟିକାର ଦାମକୁ ନେଇ ଏପଟେ ଲାଗିରହିଛି ଦ୍ୱନ୍ଦ୍ୱ । ଏହି ଦ୍ୱନ୍ଦ୍ୱକୁ ଦୂର କରିବାକୁ ଆଜି ଟିକା ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟର ସିଇଓ ଅଦାର ପୁନାୱାଲା ଏକ…

କୋଭିଡ୍ ହସ୍ପିଟାଲ ବୁଲିଲେ ଗଞ୍ଜାମ ଜିଲ୍ଲାପାଳ । ପ୍ରଥମ ଥର ପାଇଁ କୋଭିଡ୍ ହସ୍ପିଟାଲ ବୁଲି ସ୍ଥିତି ଅନୁଧ୍ୟାନ କଲେ…

କନକ ବ୍ୟୁରୋ: ଜିଲ୍ଲାପାଳ ବୁଲିଲେ କୋଭିଡ ହସ୍ପିଟାଲ । ପ୍ରଥମ ଥର ପାଇଁ କୋଭିଡ ହସ୍ପିଟାଲ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ଗଂଜାମ ଜିଲ୍ଲାପାଳ । ପିପିଇ କିଟ୍ ପିନ୍ଧି ଏମକେସିଜି କୋଭିଡ୍ ହସ୍ପିଟାଲରେ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।…