Daily Archives

April 24, 2021

ଓଡିଶାରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍ ମହଜୁଦ ଅଛି ତ? ଯଦି ଆଗକୁ ସ୍ଥିତି ବିଗିଡେ, ଓଡିଶା କେତେ ପ୍ରସ୍ତୁତ ଅଛି?

କନକ ବ୍ୟୁରୋ: ଓଡିଶାରୁ ଅନ୍ୟ ରାଜ୍ୟକୁ ଅକ୍ସିଜେନ ଯୋଗାଣ ଭିତରେ ସବୁଠାରୁ ବଡ ପ୍ରଶ୍ନଟି ହେଲା, ଓଡିଶାରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍ ମହଜୁଦ ଅଛି ତ? ରାଜ୍ୟରେ ଏବେ ୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଯଦି ଆଗକୁ ସ୍ଥିତି ବିଗିଡେ, ଓଡିଶା କେତେ ପ୍ରସ୍ତୁତ ଅଛି? ଏଭଳି…

ବିଦେଶଠାରୁ ଭାରତରେ କୋଭିସିଲ୍ଡ ଟିକାର ଦାମ ଅଧିକ । ଏପଟେ ୧୮ ବର୍ଷରୁ ଅଧିକ ଲୋକଙ୍କୁ ମାଗଣାରେ ଟିକା ଦେବା ପାଇଁ…

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କୁ ୪୦୦ ଟଙ୍କା ଓ ଘରୋଇ ହସପିଟାଲକୁ ପ୍ରତି ଡୋଜ୍ ପିଛା ୬୦୦ ଟଙ୍କାରେ କୋଭିସିଲ୍ଡ ଯୋଗାଇ ଦେବ ସେରମ୍ ଇନଷ୍ଟିଚ୍ୟୁଟ୍ । ଭାରତରେ କୋଭିସିଲ୍ଡ ଟିକାର ମୂଲ୍ୟ ଯେତିକି ରହିଛି, ତା’ଠାରୁ ବେଶ କମ୍ ରହିଛି ବିଦେଶରେ ଏହାର ମୂଲ୍ୟ । ଏହାକୁ ନେଇ ବିବାଦ ସୃଷ୍ଟି…

ଏମକେସିଜିରେ ଅକ୍ସିଜେନ୍ ଅଭାବ ନେଇ ପ୍ରଶ୍ନ ଉଠାଇଲେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲ୍ଲାପାଳଙ୍କ…

କନକ ବ୍ୟୁରୋ: ଦେଶରେ ଆବଶ୍ୟକ କରୁଥିବା ରାଜ୍ୟକୁ ଓଡିଶା ଅକ୍ସିଜେନ୍ ଯୋଗାଉଥିବା ବେଳେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଅକ୍ସିଜେନ୍ ଷ୍ଟକ ନଥିବା ନେଇ ଟୁଇଟ କରି ଅଭିଯୋଗ ଆଣିଛନ୍ତି ବିଜେପି ନେତା ପୃଥ୍ୱିରାଜ ହରିଚନ୍ଦନ । ଏପରିକି ଅକ୍ସିଜେନ ନଥିବା କାରଣରୁ କିଛି ରୋଗୀ ପ୍ରାଣ ହରାଇଥିବା କଥା…

ସଂକ୍ରମଣ ଶିଖର ଛୁଇଁବା ପରେ ମେ ଦ୍ୱିତୀୟ ସପ୍ତାହରେ ଓଡ଼ିଶାରେ କମିବ ସଂକ୍ରମଣ । ଡିଏମଇଟି ସିବିକେ ମହାନ୍ତିଙ୍କ ସୂଚନା,…

କନକ ବ୍ୟୁରାେ: କ୍ରମାଗତ ୩ ଦିନ ଧରି ରାଜ୍ୟରେ ୬ ହଜାର ଉପରେ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛି । ଗତ ୨୪ ଘଂଟାରେ ୬ ହଜାର ୬୪୭ ନୂଆ ପଜିଟିଭ୍ ଚିହ୍ନଟ ଓ ୮ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଖୋର୍ଦ୍ଧାରୁ ସର୍ବାଧିକ ୧୧୮୯, ସୁନ୍ଦରଗଡରୁ ୭୮୮ ଓ ନୂଆପଡାରୁ ୫୫୯ ପଜିଟିଭ୍ ମାମଲା ଆସିଛି ।…

ପ୍ରଭାବଶାଳୀ ଲୋକଙ୍କ କବଜାରେ ରହି ଯାଉଛି କି ହସ୍ପିଟାଲ ବେଡ୍ । ବିଶେଷଜ୍ଞ ଡାକ୍ତର କହିଲେ, ହସ୍ପିଟାଲରେ ପକାନଯାଉ ଅଯଥା…

କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବା ବେଳେ କିପରି ଏହାକୁ ନିୟନ୍ତ୍ରଣକୁ କରାଯିବ, ଏ ନେଇ ପରାମର୍ଶ ଦେଇଛନ୍ତି ଖ୍ୟାତନାମା ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି, ନୂଆ ପ୍ରଜାତିର ଭୂତାଣୁ ଅଧିଳ ସଂକ୍ରମକ, ହେଲେ ସମସ୍ତଙ୍କୁ ଡାକ୍ତରଖାନା ଯିବା…

ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ କ୍ବାରେଣ୍ଟିନ କଟକଣାରେ ସାମାନ୍ୟ ପରିବର୍ତ୍ତନ । ଟିକା ପ୍ରମାଣପତ୍ର ଥିଲେ ୭ ଦିନ ପାଇଁ…

କନକ ବ୍ୟୁରୋ: ବେଙ୍ଗଲ ଫେରନ୍ତା ପାଇଁ ଜାରି କରାଯାଇଥିବା କ୍ୱାରେଣ୍ଟିନ ନିୟମରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । କୌଣସି ବ୍ୟକ୍ତି ପଶ୍ଚିମବଙ୍ଗରୁ ଓଡିଶା ଫେରୁଥିଲେ ଯଦି ତାଙ୍କ ପାଖରେ କରୋନା ଟିକା ନେଇଥିବାର ପ୍ରମାଣପତ୍ର ଥିବ ତେବେ ତାଙ୍କୁ ୧୪ ଦିନ ନୁହେଁ ବରଂ ୭ ଦିନ ପାଇଁ…