Daily Archives

April 23, 2021

ବେଦୀରେ କନିଆଁ, ବାଟରେ ବର । ପଶ୍ଚିମବଙ୍ଗରୁ ଓଡ଼ିଶା ବାହା ହେବା ପାଇଁ ଆସୁଥିବା ଦୁଇ ବର ବାଲେଶ୍ୱର ସୀମାରେ ଅଟକ ।

କନକ ବ୍ୟୁରୋ: କରୋନା କାଳରେ ଦହଗଞ୍ଜ ହେଉଛନ୍ତି ଲୋକେ । କେଉଁଠି ଚିକିତ୍ସା ପାଇଁ ରୋଗୀ ହସ୍ପିଟାଲକୁ ଚାହିଁ ରହିଛି ତ ଆଉ କେଉଁଠି ଶ୍ମଶାନରେ ଅପେକ୍ଷା କରି ରହିଛି ଶବ । ଭୂତାଣୁ କେବଳ ସ୍ୱାସ୍ଥ୍ୟ ସେବାକୁ ଦୋହଲାଇ ଦେଇନି, ବରଂ ସାମାଜିକ ସଂକଟ ଭାବେ ଠିଆ ହୋଇଛି । ପଶ୍ଚିମବଙ୍ଗ ସୀମାନ୍ତ…

କରୋନାରେ ଅଣନିଃଶ୍ୱାସୀ ଭାରତ, ସଞ୍ଜିବନୀ ଯୋଗାଉଛି ଓଡିଶା । ଅକ୍ସିଜେନ ଅଭାବ ଥିବା ୬ ରାଜ୍ୟକୁ ସହାୟତାର ହାତ ବଢାଇଲା…

କନକ ବ୍ୟୁରୋ: କୋଭିଡରେ ଆକ୍ରାନ୍ତ ଗୁରୁତର ରୋଗୀଙ୍କ ପାଇଁ ବାହାର ରାଜ୍ୟରେ ଅକ୍ସିଜେନର କେତେ ଆବଶ୍ୟକତା ରହିଛି, ତାହା ଆପଣ ଜାଣିଥିବେ । ଏହାରି ଭିତରେ ଯାଜପୁୁର କଳିଙ୍ଗନଗର ଟାଟାଷ୍ଟିଲ କାରଖାନାରୁ ଗଡିଛି ଅକ୍ସିଜେନ ଗାଡି । ଆଗେ ଆଗେ ଚାଲିଛି ଏସକର୍ଟ ଭ୍ୟାନ, ପଛେ ପଛେ ଚାଲିଛି ଅକ୍ସିଜେନ…

କାଲିଠାରୁ ଦୁଇ ଦିନିଆ ସହର ହେବ ସଟଡାଉନ୍। କଟକଣାରେ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ସବୁ ରହିବ ବନ୍ଦ ।

କନକ ବ୍ୟୁରୋ: ସକାଳୁ ଘଂଟାଏ କୋହଳ ହେବ ସପ୍ତାହନ୍ତ ସଟଡାଉନ୍। ପ୍ରାତଃ ଭ୍ରମଣ ଓ ବ୍ୟାୟମ ପାଇଁ କଟକଣାକୁ ଘଂଟାଏ ପାଇଁ କୋହଳ କରାଯିବ । ତେବେ ଶନି ଓ ରବିବାର ସକାଳ ୫ଟାରୁ ୬ ଯାଏଁ ଲୋକମାନେ ମର୍ଣ୍ଣି ୱାକ୍, ଜଗିଂ ଓ ସାଇକେଲିଂ କରିପାରିବେ । ଆସନ୍ତାକାଲିଠାରୁ  ରାଜ୍ୟରେ ଆରମ୍ଭ  ସପ୍ତାହାନ୍ତ…

ଚିନ୍ତା ବଢ଼ାଉଛି ବେଙ୍ଗଲ ଭାଇରସ । ବିଶେଷଜ୍ଞ କହିଲେ, ଡବଲ ମ୍ୟୁଟାଂଟ ଠାରୁ ଅଧିକ କ୍ଷତିକାରକ ଟ୍ରିପଲ ମ୍ୟୁଟାଂଟ ।

କନକ ବ୍ୟୁରୋ: ଡବଲ୍ ମ୍ୟୁଟାଂଟ କରୋନା ଭୂତାଣୁ ସାରା ଦେଶର ନିଦ ହଜାଇ ଦେଇଥିବା ବେଳେ ଏବେ ଭୟ ବଢ଼ାଇଛି ଟ୍ରିପଲ୍ ମ୍ୟୁଟାଂଟ । ଡବଲ ମ୍ୟୁଟାଂଟ କରୋନା ଭୂତାଣୁର ବିବର୍ତ୍ତନ ଘଟିବା ସହ ୩ଟି ଷ୍ଟ୍ରେନ୍ ମିଶି ଏହି ଟ୍ରିପଲ ମ୍ୟୁଟାଂଟ ଭୂତାଣୁର ଉତ୍ପତି ହୋଇଛି । ଏଥିରେ ରହିଛି ଘାତକ ସାଉଥ୍…

ଆସିଲା କରୋନାର ନୂଆ ଔଷଧ । ଭିରାଫିନ ଇଂଜେକ୍ସନ୍ ବ୍ୟବହାରକୁ ମଞ୍ଜୁରୀ ଦେଲା ଡ୍ରଗ୍ସ କଂଟ୍ରୋଲର ଅଫ ଇଣ୍ଡିଆ ।

କନକ ବ୍ୟୁରୋ: କ୍ରମାଗତ ଦୁଇ ଦିନ ଧରି ଦେଶରେ ରେକର୍ଡ ଭାଙ୍ଗୁଥିବା ଦୈନିକ ସଂକ୍ରମଣ ଭୟ ବଢ଼ାଉଥିବା ବେଳେ ଟିକିଏ ଆଶ୍ୱସ୍ତି କଲାଭଳି ଖବର ଆସିଛି । କରୋନା ମୁକାବିଲାକୁ ଜୋରଦାର କରିବା ପାଇଁ ଜାଇଡସ୍ କାଡିଲା ଫାର୍ମା କଂପାନୀ ନିର୍ମିତ ‘ଭିରାଫିନ୍’ ଇଂଜେକ୍ସନକୁ ଅନୁମତି ଦେଇଛନ୍ତି ଡ୍ରଗ୍ସ…

ଡରାଇବା ଆରମ୍ଭ କଲାଣି ଭୁବନେଶ୍ୱରର ପଜିଟିଭ୍ ରିପୋର୍ଟ । ଦିନକରେ ଚିହ୍ନଟ ହେଲେ ୬୯୮ ସଂକ୍ରମିତ । ସଂକ୍ରମିତଙ୍କ ଭିତରୁ…

କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା ସଂକ୍ରମଣ ଭିତରେ ଏବେ ଚିନ୍ତା ବଢାଇଛି ରାଜଧାନୀ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ମୋଟ ୬୯୮ ନୂଆ କରୋନା ପଜିଟିଭ୍ । ସେ ଭିତରୁ ୧୫୦ ସଂକ୍ରମିତ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୫୪୮ ସଂକ୍ରମିତ ସ୍ଥାନୀୟ ସଂକ୍ରମିତ ବୋଲି ବିଏମସି…