Daily Archives

April 20, 2021

ଝାଡଖଣ୍ଡରେ ଲାଗିଲା ସମ୍ପୂର୍ଣ୍ଣ ଲକଡାଉନ୍ । ଏପ୍ରିଲ ୨୨ ରୁ ୨୯ ତାରିଖ ଯାଏ ଲକଡାଉନ୍ ଘୋଷଣା କଲେ ରାଜ୍ୟ ସରକାର ।

କନକ ବ୍ୟୁରୋ : କରୋନା ଚେନ ଭାଙ୍ଗିବାକୁ ଝାଡଖଣ୍ଡ ସରକାର ଏକ ସପ୍ତାହ ପାଇଁ ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି । ସୂଚନା ମୁତାବକ ରାଜ୍ୟରେ ଏପ୍ରିଲ ୨୨ ତାରିଖରେ ୨୯ ତାରିଖ ଗୋଟିଏ ସପ୍ତାହ ଲକଡାଉନ ଘୋଷଣା କରାଯାଇଛି । ଏହି ସାପ୍ତାହିକ ଲକଡାଉନକୁ ସରକାର ‘ସୁରକ୍ଷା ସପ୍ତାହ’…

ଡାକନା ଡାକନା ଶବ ଶୋଇଛି… ଏଇନା ଏଇନା ମୁର୍ଦ୍ଦାର ପାଲଟିଥିବା ମଣିଷ ମଶାଣୀରେ ମାଟି ଟିକେ ପାଇଁ ସଂଗ୍ରାମ…

କନକ ବ୍ୟୁରୋ: ଡାକନା ଡାକନା ଶବ ଶୋଇଛି... ଏଇନା ଏଇନା ମଣିଷ ମୁର୍ଦ୍ଦାର ପାଲଟିଛି । ଶବ ଶ୍ମଶାନରେ ଜଗିଛି, ମଶାଣୀରେ ଶୋଇ ମାଟି ଟିକେ ଖୋଜୁଛି । ଶେଷ ଠିକଣାରେ ବି ଶବ ସହ ଶବ ପ୍ରତିଯୋଗିତା କରୁଛି । ତୁ ଜଳିବୁ ନା ମୁଁ ? ଜୁଇକୁ ଯିବ କିଏ? ମଲା ପରେ ବି ସଂଗ୍ରାମ କରୁଛି ଶବ । ସତରେ ଏମିତି…

୧୦ ଜିଲ୍ଲାକୁ କାଳବୈଶାଖୀ, ବଜ୍ରପାତ ଭୟ; ୟେଲୋ ଓ୍ଵାର୍ଣ୍ଣିଂ ଜାରିକଲା ପାଣିପାଗ ବିଭାଗ

କନକ ବ୍ୟୁରୋ : ରାଜ୍ୟର ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଆଭ୍ୟନ୍ତରୀଣର ପ୍ରାୟ ୧୦ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭବାନା ରହିଛି ବୋଲି ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ…

ରାହୁଲ ଗାନ୍ଧୀଙ୍କୁ କରୋନା, ଟ୍ୱିଟ୍ କରି ଦେଲେ ସୂଚନା ।

କନକ ବ୍ୟୁରୋ : କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କରୋନା । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରାହୁଲ ଗାନ୍ଧୀ । ଟ୍ୱିଟ୍ କରି ରାହୁଲ କହିଛନ୍ତି, କରୋନାର ସାମାନ୍ୟ ଲକ୍ଷଣ ଥିଲା ଏବେ  ଟେଷ୍ଟ ରିପୋର୍ଟରେ ପଜିଟିଭ ଆସିଛି । ତେଣୁ ସର୍ମ୍ପକରେ ଆସିଥିବା ଲୋକଙ୍କୁ ସଙ୍ଗରୋଧରେ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ତ୍ରୀ ସୁନିତା କେଜ୍ରିୱାଲ କରୋନା ପଜିଟିଭ । ନିଜକୁ କ୍ୱାରେଣ୍ଟିନରେ…

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ତ୍ରୀ ସୁନିତା କେଜ୍ରିୱାଲ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ଆସିବା ପରେ ସେ ନିଜକୁ ଆୟୁସୁଲେଟ୍ କରିଛନ୍ତି । ଏହାସହ ତାଙ୍କ ସଂସ୍ପର୍ଶର୍ରେ ଆସିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବି ନିଜକୁ…

ବଡ ଖବର : କୌଣସି ଆରଟିଓରେ ହୋଇପାରିବନି DL ଓ LL ଟେଷ୍ଟ, ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ସମସ୍ତ ଟେଷ୍ଟକୁ ବାତିଲ କଲା…

କନକ ବ୍ୟୁରୋ : ଗାଡି ଚାଳକଙ୍କ ପାଇଁ ବଡ ଖବର । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଡିଏଲ ଓ ଏଲଏଲ ଟେଷ୍ଟକୁ ବାତିଲ କରିଛି ରାଜ୍ୟ ପରିବହନ ବିଭାଗ । ଆସନ୍ତା ୨୨ ତାରିଖରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବିଭିନ୍ନ ଆରଟିଓରେ ହେବାକୁ ଥିବା ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ…